Daily Archives

ସମଲେଶ୍ୱରୀ ରୋଷେୟା ସଂଘ ତରଫରୁ ନବବର୍ଷ ଉପଲକ୍ଷେ ବନ୍ଧୁମିଳନ ଆୟୋଜିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସମଲେଶ୍ୱରୀ ରୋଷେୟା ସଂଘ ତରଫରୁ ନବବର୍ଷ ଉପଲକ୍ଷେ ବନ୍ଧୁମିଳନ ଆୟୋଜିତ ହୋଇଯାଇଛି । ଏହି ଅବସରରେ ବଲାଙ୍ଗିର ପୌରାଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ ଉପସ୍ଥିତ ରହି ସହଯୋଗ କରିଛନ୍ତି ।
Read More...

୪୧ତମ ଅଲ୍‌ ଓଡିଶା ଫୁଟବଲ ଟୁର୍ଣ୍ଣାମେଣ୍ଟର ପ୍ରଥମ ସେମିଫାଇନାଲ୍‌

ଆଗଲପୁର, (ସୁଶିଳ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ଅନ୍ତର୍ଗତ ଆଗଲପୁର ଆଥ୍‌ଲେଟିକ୍‌ ଆସୋସିଏସନର ୪୧ତମ ଅଲ୍‌ ଓଡିଶା ଫୁଟବଲ ଟୁର୍ଣ୍ଣାମେଣ୍ଟର ତୃତୀୟ ଦିବସରେ ପ୍ରଥମ ସେମିଫାଇନାଲ୍‌ ଅନୁଷ୍ଠିତ ହୋଇଯାଇଛି । ଲୋଇସିଂହା ବନାମ କୁଚିଣ୍ଡା (ବିଏଫସି) ମଧ୍ୟରେ ପ୍ରଥମ
Read More...

ତୋଷରାଠାରେ ଅବସରପ୍ରାପ୍ତ କର୍ମଚାରୀ ସଂଘର ସାଧାରଣ ସଭା ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲା ତୋଷରାରେ ଅବସରପ୍ରାପ୍ତ କର୍ମଚାରୀ ସଂଘ ପକ୍ଷରୁ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି । ଏଥିରେ ମନ୍ତ୍ରୀ ଟୁକନି ସାହୁ ଯୋଗ ଦେଇଥିବା ବେଳେ ତୋଷରା ଏନ୍‌ଏସି ଚେୟାରମେନ୍ ଅଜୟ ଜୈଶୱାଲ୍ ମଞ୍ଚରେ ମଞ୍ଚାସୀନ ଥଲେ । ଏହି କାର୍ଯ୍ୟକ୍ରମରେ
Read More...

ବିଭିନ୍ନ ପଞ୍ଚାୟତକୁ ପରିଦର୍ଶନ କରି ଲୋକଙ୍କ ସମସ୍ୟା ବୁଝିଲେ କଣ୍ଟାବାଞ୍ଜି ବିଧାୟକ

ବଙ୍ଗୋମୁଣ୍ଡା, (ହୁଲେଶ୍ୱର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକର ବିଭିନ୍ନ ପଞ୍ଚାୟତକୁ ପରିଦର୍ଶନ କରି ଲୋକଙ୍କ ସମସ୍ୟା ବୁଝିଛନ୍ତି କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା । ବ୍ଲକର ଗନ୍ଧରାବନ୍ଧ, କପିଲାଭଟା ଓ ବଳଧା ପଞ୍ଚାୟତକୁ ଆଜି ଗସ୍ତ କରିଥିଲେ । ବିଭିନ୍ନ ଗାଁରେ ଢୋଳ
Read More...

ତୁରେକେଲା ବ୍ଲକର ବିଦ୍ୟାଳୟରେ ପୁରୁଷ ହକି ବିଶ୍ୱ କପ ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ

ତୁରେକେଲା, (କୈଳାସ ସଗ୍ରିଆ) : ଆମ ରାଜ୍ୟ ଓଡ଼ିଶାରେ ଆଜିଠାରୁ ପୁରୁଷ ହକି ବିଶ୍ୱ କପ କଟକ ବାରବାଟି ଷ୍ଟାଡିୟମରେ ଆରମ୍ଭ ହେବାକୁ ଯାଉଅଛି । ଏହି ଅବସରରେ ହକି ଖେଳକୁ ଲୋକପ୍ରିୟତା କରିବା ସହିତ ସମସ୍ତେ ଯେପରି ହକି ଖେଳ ସହିତ ଯୋଡ଼ି ହେବେ ସେଥିପାଇଁ ତୁରେକେଲା ବ୍ଲକର ବିଦ୍ୟାଳୟ ମାନଙ୍କରେ
Read More...

ସିନାପାଲି ନୋଡ଼ାଲ ଉଚ୍ଚ ବିଦ୍ୟାଳୟର ୬୨ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ

ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା ସିନାପାଲି ନୋଡ଼ାଲ ଉଚ୍ଚ ବିଦ୍ୟାଳୟର ୬୨ତମ ରଙ୍ଗାରଙ୍ଗ ବାର୍ଷିକ ଉତ୍ସବ ସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏ ଅବସରରେ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ସୁଧାଂଶୁ ଶେଖର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି
Read More...

ଅପର ଜୋଙ୍କ ଜଳ ଆବଣ୍ଟନ ବିବାଦ : ପାଣି ପାଇଁ ତଳମୁଣ୍ଡ ଚାଷୀଙ୍କ ରାଜପଥ ଅବରୋଧ

ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ବ୍ଲକ ପତୋରା ଅପର ଜୋଙ୍କ ଜଳ ଆବଣ୍ଟନ ବିବାଦ ତେଜିବାରେ ଲାଗିଛି । ଆଜି ସକାଳୁ ତଳମୁଣ୍ଡ ଚାଷୀ ରବି ଚାଷ ପାଣି ପାଇଁ ଜାତୀୟ ରାଜପଥ ୩୫୩କୁ ସିଲଦା ଛକରେ ଅବରୋଧ କରିଛନ୍ତି । ସୂଚନା ଅନୁସାରେ ଗତ ଜାନୁୟାରୀ ୧ ତାରିଖରେ ରବି ଚାଷ ପାଇଁ ହାଇକୋର୍ଟଙ୍କ
Read More...

ଅଙ୍ଗନୱାଡି କେନ୍ଦ୍ର ନିର୍ମାଣ ବିବାଦ : ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନଶନରେ ବସିବେ ବୋଲି ଚେତାବନୀ ଦେଲେ…

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଅନ୍ତର୍ଗତ ଝିଟିକି ଗ୍ରାମର ଜାମୁମୁଣ୍ତା ପଡାର ଆଦିବାସୀ ପରିବାର ବରଗଡ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନରେ ବସିବା ପାଇଁ ଜିଲ୍ଲାପାଳଙ୍କୁ ପଡାବାସୀ ଚେତାବନୀ ଦେଇଛନ୍ତି । ଘଟଣାରୁ ପ୍ରକାଶ ଯେ, ପାଇକମାଲ
Read More...

ଖପ୍ରାଖୋଲ ପୁଲିସ ପଞ୍ଝାରେ କଫ୍‌ ସିରଫ୍‌ ମାଫିଆ : ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ପୋଲିସ

ଖପ୍ରାଖୋଲ, (ଅଶୋକ ବାଗ) : ଖପ୍ରାଖୋଲ ବ୍ଲକ ଅଞ୍ଚଳର କେତେକ ସ୍ଥାନରେ ବେଆଇନ କଫ୍‌ ସିରଫ୍‌ କାରବାର ହେଉଥିବା ବେଳେ ଗୋଟିଏ ପରେ ଗୋଟିଏ ଅଭିଯୁକ୍ତ ପୁଲିସ ହାତରେ ଧରା ପଡୁଥିବା ଦେଖିବାକୁ ମିଳୁଛି । ଖପ୍ରାଖୋଲ ପୁଲିସର ସଫଳ ଗୋଟି ଚାଳନା ଯୋଗୁଁ ଗତ ଆଠ ମାସ ଭିତରେ ସ୍ଥାନୀୟ ଅଞ୍ଚଳର କଫ୍‌
Read More...

ସର୍ବଭାରତୀୟ ନାଟକ ମହୋତ୍ସବ ମଠଖାଇ ମହୋତ୍ସବ-୨୦୨୩ : ଓଡ଼ିଆ ନାଟକ ‘ଫୁଲ୍‌ ଟେନ୍‌ସନ୍‌’ର ସାକାରାତ୍ମକ ସମୀକ୍ଷା…

ବଲାଙ୍ଗିର, (କେପିଏନ୍‌ଏସ୍‌) : ସର୍ବଭାରତୀୟ ନାଟକ ମହୋତ୍ସବ ମଠଖାଇ ମହୋତ୍ସବ-୨୦୨୩ ଆଜି ଚତୁର୍ଥ ଦିନରେ ପହଂଚିଥିବା ବେଳେ ଆଜି ପୂର୍ବାହ୍ନରେ ଓଡ଼ିଆ ନାଟକ ‘ଫୁଲ୍‌ ଟେନ୍‌ସନ୍‌’ର ସାକାରାତ୍ମକ ସମୀକ୍ଷା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଗତକାଲି ରାତିରେ ପ୍ରଦର୍ଶିତ ନାଟକ ‘ଫୁଲ୍‌
Read More...