Daily Archives

ଦ୍ଵିତୀୟ ବାର୍ଷିକ ଉତ୍ସବ ଅନୁଷ୍ଠିତ

ଦେଓଗାଁ, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାର ଦେଓଗାଁ ବ୍ଲକ ଅନ୍ତର୍ଗତ ରାମଚନ୍ଦ୍ରପୁର ଠାରେ ଜଗନ୍ନାଥ ଚେତନା ତରଫରୁ ଦ୍ଵିତୀୟ ବାର୍ଷିକ ଉତ୍ସବ ଅନୁଷ୍ଠିତ ହେଇଯାଇଛି । ଏହି ଉତ୍ସବ ଆରମ୍ଭରେ ପ୍ରଥମେ ଜଗନ୍ନାଥ ମନ୍ଦିର ଠାରେ ପୂଜାର୍ଚ୍ଚନା କରାଯାଇଥିଲା । ପରେ ମନ୍ଦିର ନିକଟସ୍ଥ ବଗିଚାରେ
Read More...

ବାର୍ଷିକ ବଣଭୋଜି ଓ ସମ୍ମାନ ପର୍ବ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଜିଲ୍ଲା ବରଗଡ଼ର ଉପନିବନ୍ଧକ କାର୍ଯ୍ୟାଳୟ ପରିଧି ଦଲିଲ୍ ଲେଖକ, ଷ୍ଟାମ୍ପ ଭେଣ୍ଡର୍ ସଙ୍ଘର ବାର୍ଷିକ ବଣଭୋଜି ନିକଟସ୍ଥ ଦେବଦର୍ହା ଶୈବପୀଠ ତଥା ଏ ଅଞ୍ଚଳର ଜଣାଶୁଣା ପର୍ଯ୍ୟଟନସ୍ଥଳୀ ଠାରେ ଆୟୋଜନ ହେବା ସହ ବାର୍ଷିକ ସଭା ଆୟୋଜିତ ହୋଇଯାଇଛି ।
Read More...

ରେଳ ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଦାବୀପତ୍ର ପ୍ରଦାନ

ରାଉରକେଲା, (ସସ୍ମିତା ପ୍ରଧାନ) : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ଗସ୍ତକୁ ରେଳ ଓ ସଡକ ଉପଯୋଗକାରୀ ସଂଘ ସ୍ୱାଗତ ଜଣାଇବା ସହିତ ତାଙ୍କ ଉଦ୍ୟମରେ ରାଜ୍ୟର ଦୁଇଟି ସ୍ମାଟସିଟି ଭୁବନେଶ୍ୱର ଏବଂ ରାଉରକେଲାରେ ହକି ବିଶ୍ୱ କପ୍ ଅନୁଷ୍ଠିତ ହେଉଥିବାରୁ ତାଙ୍କୁ ଧନ୍ୟବାଦ ଜଣାଇଛି ।
Read More...