Daily Archives

ମୋ ଗାଁର ସୁନେଲି ସନ୍ଧ୍ୟା କାର୍ଯ୍ୟକ୍ରମ ଅନୁଷ୍ଠିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ଗୁଆଳିପଡା ଗ୍ରାମ ପଞ୍ଚାୟତର ଗୁଡୁପାଇଲୋ ଗ୍ରାମରେ ମୋ ଗାଁର ସୁନେଲି ସନ୍ଧ୍ୟା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସର୍ବ ପ୍ରଥମେ ସରକାରୀ ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଗୁଡୁପାଇଲୋ ପରିସରରେ ପରିବେଶ
Read More...

ଏକଦା ଗୃପ ତରଫରୁ ବନ୍ଧୁ ମିଳନ ଓ ନବବର୍ଷ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ମହିଳା ସଂଗଠନ ଏକତା ଗୃପ ତରଫରୁ ବନ୍ଧୁମିଳନ ଓ ନବବର୍ଷ ପାଳନ ସେକ୍ଟର ୨ ସ୍ଥିତ ସାହାନାଇ ମଣ୍ଡପଠାରେ ଅନୁଷ୍ଠିତ ହୋଇଯାଇଛି । ଗୃପର ସଭାପତି ବସୁମତି ମହାନ୍ତିଙ୍କ ଆବାହକତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରାଉରକେଲା ବିଧାୟକ ତଥା ସୁନ୍ଦରଗଡ ଜିଲ୍ଲା
Read More...

ସଇଁତଲା କନ୍ୟାଶ୍ରମରେ ବାର୍ଷିକ ଉତ୍ସବ ଅନୁଷ୍ଠିତ

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ ସ୍ଥିତ ଅନୁସୂଚିତ ଜାତି ଓ ଜନଜାତି (କନ୍ୟାଶ୍ରାମ) ସ୍କୁଲ ପରିସରରେ ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସ୍କୁଲର ପ୍ରଧାନ ଶିକ୍ଷୟତ୍ରୀ ନିବେଦିତା ହୋତାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟଅତିଥି
Read More...

ବାପୁଜୀ ହାଇସ୍କୁଲ ୧୯୮୮ ମାଟ୍ରିକ ବ୍ୟାଚ୍‌ର ବନ୍ଧୁମିଳନ

କଳାହାଣ୍ଡି, (ନରୋତ୍ତମ ସେଲମା) : କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ରିଷିଡା ବାପୁଜୀ ହାଇସ୍କୁଲର ୧୯୮୮ ମାଟ୍ରିକ ବ୍ୟାଚ୍‌ର ବନ୍ଧୁମିଳନ ଐତିହାସିକ ଧବଳେଶ୍ଵର ପୀଠ ବେଲଖଣ୍ଡି ଠାରେ ଆୟୋଜିତ ହୋଇଯାଇଛି । ଦୀର୍ଘ ୩୫ ବର୍ଷ ପରେ ବନ୍ଧୁମାନେ ପ୍ରଥମ ଥର ଏକତ୍ରିତ ହୋଇଥିବା ଯୋଗୁଁ ନାହିଁ ନ
Read More...

ବୁଡି ଅଞ୍ଚଳ ଗ୍ରାମ ବାରପୁଡୁଗିଆ ଓ ବରପିଟାରେ କୃଷି ବିଭାଗର ସଭା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଲୋୟର ସୁକତେଲ ଆଶିଂକ ବୁଡି ଅଂଚଳ ଗ୍ରାମ ବାରପୁଡୁଗିଆ ଓ ବରପିଟା ଉଭୟ ଗ୍ରାମରେ କୃଷି ବିଭାଗ ତରଫରୁ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି । ଚାଷୀମାନେ କିଭଳି ଉପକୃତ ହେବେ ବୁଡି ଅଂଚଳବାସୀଙ୍କୁ ନେଇ ଏଥିରେ ଆଲୋଚନା ହୋଇଥିଲା । ଏହି ଉଭୟ ଆଂଶିକ ଜଳମଗ୍ନ
Read More...

ଦଶମ ରାଜ୍ୟସ୍ତରୀୟ ଗୋଲ୍ଡେନ ଷ୍ଟାର କ୍ରିକେଟ କପ୍‌ : ସେମି ଫାଇନାଲ୍‌ରେ ଭଦ୍ରକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ବ୍ଲକ ଖଇରପାଲି ଠାରେ ରାଜ୍ୟସ୍ତରୀୟ ଦଶମ ଗୋଲ୍ଡେନ ଷ୍ଟାର କ୍ରିକେଟ କପ୍‌ ତୃତୀୟ ଦିନ ତିନି ଗୋଟି ମ୍ୟାଚ୍‌ ଖେଳା ଯାଇଥିଲା । ପ୍ରଥମ ମ୍ୟାଚ୍‌ ସୋହେଲା ଦଳ ଖଇରପାଲି ଦଳକୁ ହରାଇଥିଲା । ଦ୍ୱିତୀୟ ମ୍ୟାଚ୍‌ ଭଦ୍ରକ ଦଳ ସୋନପୁର ଦଳକୁ ହରାଇ କ୍ୱାଟର
Read More...

ମାତା ସାବିତ୍ରୀ ବାଈ ଫୁଲେଙ୍କ ଜନ୍ମ ଦିବସ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଜିଲ୍ଲା ଦଳିତ ଶିକ୍ଷକ ସଂଘ ତରଫରୁ ବଲାଙ୍ଗିର ଟାଉନ ବାଳିକା ଉଚ୍ଚ ବିଦ୍ୟାଳୟଠାରେ ଶିକ୍ଷା ଓ ଶିକ୍ଷକ ଦିବସ ପାଳନ ହୋଇଯାଇଛି । ଉକ୍ତ ଦିବସ ପାଳନ ଉତ୍ସବରେ ଜିଲ୍ଲା ଦଳିତ ଶିକ୍ଷକ ସଂଘର ସଭାପତି ବାସୁଦେବ ମୁଗ୍ରୀ ସଭାପତିତ୍ୱ କରିଥିଲେ । ମୁରିବାହାଲ କଲେଜର
Read More...

୨ୟ ମନୋଜ ମାଝୀ ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟ : ମନିଗାଁ ଓ ବଙ୍ଗୋମୁଣ୍ଡା ବିଜୟୀ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଚୁଲିଫୁଙ୍କା ପଞ୍ଚାୟତ ମନିଗାଁରେ ୨ୟ ମନୋଜ ମାଝୀ ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି । ଷଷ୍ଠ ଦିବସର ପ୍ରଥମ ରାଉଣ୍ଡରେ ମନିଗାଁ ଓ ମୁରିବାହାଲ ଦଳ ମଧ୍ୟରେ ଖେଳ ହୋଇଥିବା ବେଳେ ମନିଗାଁ
Read More...

‘ଜୟ ଓଡ଼ିଶା’ ପକ୍ଷରୁ ହକି ୱାଲ୍ଡକପ୍ ଉପଲକ୍ଷେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ମୁଖ୍ୟମନ୍ତ୍ରୀଙ୍କ ପ୍ରଚେଷ୍ଟାରେ ଚଳିତ ମାସରେ ଦ୍ଵିତୀୟ ଥର ପାଇଁ ରାଜ୍ୟରେ ହକି ୱାଲ୍ଡକପ୍ ହେବାକୁ ଯାଉଛି । ଏହି ସମୟରେ ଓଡ଼ିଶା ସରକାରଙ୍କ ସମେତ ପ୍ରତ୍ୟେକ ନାଗରିକ ମଧ୍ୟ ମିଳିତ ଭାବେ ଏଥିରେ ଯୋଗଦେବା ଉଚିତ୍ । ଏହାକୁ ଦୃଷ୍ଟିରେ ରଖି, ଅଗ୍ରଣୀ ସାମାଜିକ
Read More...

ଅନିଶ୍ଚିତ ଅବସ୍ଥାରେ ଆଉଟସୋର୍ସିଂରେ କାର୍ଯ୍ୟରତ ଅଢେଇ ଲକ୍ଷ କର୍ମଚାରୀ, ଠିକା ସଂସ୍ଥା ଦ୍ୱାରା ଶୋଷିତ : ଏଚ୍‌ଏମ୍‌ଏସ୍‌

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗଞ୍ଜାମ ଜିଲ୍ଲାରେ ହଜାର ହଜାର ଆଉଟସୋର୍ସିଂ କର୍ମଚାରୀ ବିଭିନ୍ନ ବିଭାଗରେ ବର୍ଷ ବର୍ଷ ଧରି କାର୍ଯ୍ୟ କରୁଛନ୍ତି । ଆଉଟସୋର୍ସିଂ ସଂସ୍ଥା ଓ ବିଭିନ୍ନ ବିଭାଗର ଅଧିକାରୀମାନଙ୍କ ମଧୁଚନ୍ଦ୍ରିକା କର୍ମଚାରୀ ନିଯୁକ୍ତି ଓ ସେମାନଙ୍କୁ ବିଭିନ୍ନ ସୁବିଧା ସୁଯୋଗ
Read More...