Daily Archives

ତହଁକ୍‌ କୁଟୁମ୍‌ର ବଛର୍‌କିଆ ଉଛବ୍‌ ଆର୍‌ ପୁଷ୍‌ପୁନି ଭେଟ୍‌ଘାଟ୍‌ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ତହଁକ୍‌ କୁଟୁମ୍‌ର ବଛର୍‌କିଆ ଉଛବ୍‌ ଆର୍‌ ପୁଷ୍‌ପୁନି ଭେଟ୍‌ଘାଟ୍‌ ସ୍ଥାନୀୟ ଯାଦବ ଭବନଠାରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମ ଅଧିବେଶନରେ ତହଁକ କୁଟୁମ୍‌ର ମୁଖ୍ୟ ସମ୍ପାଦକ ଅର୍ଜୁନ କୁମାର ସାହୁଙ୍କ ଆହ୍ୱାନ କ୍ରମେ ମୁଖ୍ୟ ଅତିଥି ଭାବେ ନିରଞ୍ଜନ ପଣ୍ଡା,
Read More...

ପାକିସ୍ତାନରେ ଅଟା ଅଭାବ, ୩୧୦୦ ଟଙ୍କାରେ ସବ୍‌ସିଡିଯୁକ୍ତ ଅଟା ପ୍ୟାକେଟ

ଇସ୍‌ଲାମାବାଦ : ପାକିସ୍ତାନର ଆର୍ଥିକ ସ୍ଥିତି ଦିନକୁ ଦିନ ଖରାପ ହେବାରେ ଲାଗିଛି । ଅଭାବ ପରିମାଣରେ ବୃଦ୍ଧି ପାଇଛି ଯେ, ଅନାହାର ପରିସ୍ଥିତି ଉପୁଜିଛି । କୁହାଯାଉଛି ଯେ, ଦୁଇ ଖଂଡ଼ ରୁଟି ପାଇଁ ପାକିସ୍ତାନୀ ପରିବାରର ଲୋକେ ଏବେ କଷ୍ଟ ପାଉଛନ୍ତି । ଦି ଏକ୍ସପ୍ରେସ ଟ୍ରିବ୍ୟୁନ ଅନୁଯାୟୀ,
Read More...

ପଦ୍ମପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ବନବିହାର କାର୍ଯ୍ୟକ୍ରମ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ରବିବାର ଦିନ ପଦ୍ମପୁର ସ୍ଥିତ ଗୁରୁକୂଳ ନବପ୍ରଭାତ ଆଶ୍ରମ ନୂଆପାଲିଠାରେ ପଦ୍ମପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ବିଶିଷ୍ଟ କଳାକାର ରମେଶ ଗୁର୍ଲା ଦୀପ ପ୍ରଜ୍ୱଳନ ପୂର୍ବକ
Read More...

କୋଦଳାରେ ମହିଳା ମେଳିଙ୍କ ଭୋଟ ବର୍ଜ୍ଜନ ଚେତାବନୀ

ଆଗାମୀ ସାଧାରଣ ନିର୍ବାଚନରେ ହରପ୍ରସାଦ ସାହୁଙ୍କୁ ବିଜେଡ଼ି ଟିକଟ ଦିଅ ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର କବି ସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀ ଅଧୀନସ୍ଥ ବିଜେଡ଼ି ଦଳରେ ବଡ଼ଧରଣର ଫାଟ ସୃଷ୍ଟି ହୋଇଛି । ଦଳରେ ମତଭେଦ ଓ ଗୋଷ୍ଠୀକନ୍ଦଳ ସୃଷ୍ଟି ହୋଇଥିବା
Read More...

ଗଞ୍ଜାମ ଏସ୍‌ପି ଭାବେ ଯୁବ ଆଇପିଏସ୍‌ ଜଗମୋହନ ମୀନାଙ୍କ କାର୍ଯ୍ୟଭାର ଗ୍ରହଣ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ପୋଲିସ ଜିଲ୍ଲା ମୁଖ୍ୟାଳୟରେ ରବିବାର ନୂତନ ଏସ୍.ପି ଭାବେ ଯୁବ ଆଇପିଏସ୍‌ ଜଗମୋହନ ମୀନା ଆନୁଷ୍ଠାନିକ ଭାବେ ଯୋଗଦେଇ ତାଙ୍କ କାର୍ଯ୍ୟଭାର ଗ୍ରହଣ କରିଛନ୍ତି । ଯୁବ ଆଇପିଏସ୍‌ ଜଗମୋହନ ମୀନାଙ୍କ ଯୋଗଦାନ ବେଳେ ତାଙ୍କୁ ବିଭାଗୀୟ ଅଧିକାରୀ
Read More...

ମାଲ୍ୟବନ୍ତ ମହୋତ୍ସବ ପାଇଁ ୧୫ରୁ ଆରମ୍ଭ ହେବ ପୁସ୍ତକ ମେଳା

ମାଲକାନଗିରି : ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାର ଲୋକପର୍ବ ମାଲ୍ୟବନ୍ତ ମହୋତ୍ସବ ପାଇଁ ଆସନ୍ତା ୧୫ତାରିଖ ଠାରୁ ୧୯ ତାରିଖ ପର୍ଯ୍ୟନ୍ତ ଉତ୍ସବ ସ୍ଥଳରେ ପୁସ୍ତକ ମେଳା ଆୟୋଜନ ହେବ । ମାଲକାନଗିରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଅତିରିକ୍ତ ଜିଲ୍ଲାପାଳ ମହେଶ୍ଵରଚନ୍ଦ୍ର ନାୟକଙ୍କ
Read More...

୯୬ ଜଣ ଶିକ୍ଷକଙ୍କ ଉପରେ ନିଆଯିବ ଦୃଢ କାର୍ଯ୍ୟାନୁଷ୍ଠାନ : ଶିକ୍ଷା ମନ୍ତ୍ରୀ ସମୀର ଦାସ

ଭୁବନେଶ୍ୱର : ଶିକ୍ଷା ମନ୍ତ୍ରୀ ସମୀର ଦାସ ଶୁକ୍ରବାର ୯୬ ଜଣ ଶିକ୍ଷକଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି । ଶିକ୍ଷକ ଭାବେ ନିଯୁକ୍ତି ପାଇ ମଧ୍ୟ ଦୀର୍ଘ ଦିନ ହେଲା ସେମାନେ ସ୍କୁଲ ଆସୁନାହାନ୍ତି । ବର୍ଷ ବର୍ଷ ହେବ ସ୍କୁଲ ନ ଆସି ମଧ୍ୟ ଚାକିରି କରିଛନ୍ତି । ଶିକ୍ଷକ
Read More...

୨୮ରୁ ଖଣ୍ଡଗିରି କୁମ୍ଭମେଳା ଆରମ୍ଭ

ଭୁବନେଶ୍ୱର : ଆସନ୍ତା ୨୮ରୁ ଆରମ୍ଭ ହେବାକୁ ଯାଉଛି ପ୍ରସିଦ୍ଧ ଖଣ୍ଡଗିରି ଯାତ୍ରା । ୨୮ରୁ ଫେବୃୟାରୀ ୧୦ ତାରିଖ ପର୍ଯ୍ୟନ୍ତ ଯାତ୍ରା ଚାଲିବାକୁ ଥିବାବେଳେ ୩୦ରୁ ୬ ତାରିଖ ପର୍ଯ୍ୟନ୍ତ କୁମ୍ଭମେଳା ଆୟୋଜନ କରାଯିବ । ଏହାକୁ କିପରି ଶୃଙ୍ଖଳିତ ଏବଂ ବ୍ୟବସ୍ଥିତ ଢଙ୍ଗରେ କରାଯିବ ସେ ନେଇ ଶନିବାର
Read More...

ବାଇକରୁ ପଡ଼ି ଯୁବକ ମୃତ

କୋକସରା : କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ କାଉଡୋଳାରୁ ବଡ଼ ପୋଡ଼ାଗୁଡ଼ାକୁ ସଂଯୋଗ କରୁଥିବା ରାସ୍ତାର ବାଞ୍ଜି ବାହାଲ ନିକଟରେ ଗତକାଲି ରାତିରେ ବାଇକରୁ ପଡ଼ି ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ମୃତକଙ୍କ ଶବ ଚାଷ ଜମିରେ ପଡ଼ିରହିଥିବା ବେଳେ ନିକଟରେ ଏକ ବାଇକ ମଧ୍ୟ ରହିଛି ।
Read More...

ଦାରିଙ୍ଗବାଡିରେ ପ୍ରଥମ ତୁଷାରପାତ

ଦାରିଙ୍ଗବାଡି : ଓଡିଶାର କାଶ୍ମୀର କୁହାଯାଉଥିବା ଦାରିଙ୍ଗବାଡି ଠାରେ ତୁଷାରପାତ ଆରମ୍ଭ । ପ୍ରତ୍ୟେକ ବର୍ଷ ଡିସେମ୍ବର ମାସରେ ତୁଷାରପାତ ହେଉଥିବା ବେଳେ କିନ୍ତୁ ଚଳିତ ବର୍ଷ ବିଳମ୍ୱରେ ହେଉପଛେ ତୁଷାରପାତ ହୋଇଛି । ତୁଷାରପାତ ହେବା ଫଳରେ ପର୍ୟ୍ୟଟକଙ୍କ ଖୁସି କହିଲେ ନସରେ ।
Read More...