ଉପଖଣ୍ଡସ୍ତରୀୟ ଲୋକ ଉତ୍ସବ ଲୋଗୋ ଉନ୍ମୋଚିତ
ପାଟଣାଗଡ, (କେପିଏନ୍ଏସ୍) : ପାଟଣାଗଡରେ ଆସନ୍ତା ୧୨ ତାରିଖ ଦିନ ଉପଖଣ୍ଡସ୍ତରୀୟ ଲୋକ ଉତ୍ସବ ଅନୁଷ୍ଠିତ ହେବ । ଏଥିପାଇଁ ସୋମବାର ସ୍ଥାନୀୟ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏହାର ଲୋଗୋ ଉନ୍ମୋଚନ କରାଯାଇଥିଲା । ଉପଜିଲ୍ଲାପାଳ ଡା. ବିଜୟାନନ୍ଦ ସେଠୀ ଏହାକୁ ଉନ୍ମୋଚନ କରିଥିଲେ ।!-->…
Read More...
Read More...