Daily Archives

ସେଞ୍ଚୁରିଅନ ପବ୍ଲିକ ସ୍କୁଲ ଓ ହେଲୋ କିଡ଼ସ୍‌ ସ୍କୁଲର ବାର୍ଷିକ ଉତ୍ସବ ଉଦ୍‌ଯାପିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବାର୍ଷିକ ଉତ୍ସବ ଯେକୌଣସି ଅନୁଷ୍ଠାନର ଉପଲବ୍ଧି ଓ ଆତ୍ମ ବିଶ୍ଲେଷଣ ପାଇଁ ଆବଶ୍ୟକ ହୋଇଥାଏ । ଏଇ ଆଭିମୁଖ୍ୟ ନେଇ ଆଜି ସେଞ୍ଚୁରିଅନ ପବ୍ଲିକ ସ୍କୁଲର ବାର୍ଷିକ ଉତ୍ସବ ବଲାଙ୍ଗିର ସହରରେ ଅବସ୍ଥିତ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଉତ୍ସବରେ ସହରର
Read More...

ଜାଗୃତି ମହିଳା ମଣ୍ଡଳ ପକ୍ଷରୁ “ଜାଗୃତି” ପତ୍ରିକା ପ୍ରକାଶିତ

ବୁର୍ଲା : ଏମ୍‌ସିଏଲ୍‌ ସହିତ ତାଳରେ ତାଳ ମିଶାଇ ଜାଗୃତି ମହିଳା ମଣ୍ଡଳ କ୍ରମାଗତ ଭାବରେ "ବସୁଧୈବ କୁଟୁମ୍ବକମ୍"ର ପ୍ରେରଣା ସହିତ ନିଜ ନାମରେ ସମାଜରେ ସଚେତନତା ସୃଷ୍ଟି କରିବାକୁ ଚେଷ୍ଟା କରୁଛନ୍ତି । "ଜାଗୃତି" ପତ୍ରିକାର ପ୍ରକାଶନ ଅତ୍ୟନ୍ତ ଆନନ୍ଦଦାୟକ ବିଷୟ । ଏହି ପତ୍ରିକା ଜାଗୃତି
Read More...

ଗୋପାଳପୁର ବେଳାଭୂମି ମହୋତ୍ସବର ୪ର୍ଥ ସନ୍ଧ୍ୟାରେ ଥିଲା ଅସମ୍ଭାଳ ଭିଡ଼

ପରିସ୍ଥିତି ଅଣାୟତ ହେବାରୁ ପୋଲିସକୁ ଲାଠି ଚାଳନା କରିବାକୁ ପଡ଼ିଥିଲା ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗୋପାଳପୁର ବେଳାଭୂମି ମହୋତ୍ସବର ୪ର୍ଥ ସନ୍ଧ୍ୟାରେ ୧ଲକ୍ଷ ୨୦ହଜାର ଦର୍ଶକଙ୍କ ସାମାଗମ ହୋଇଥିବା ବେ-ସରକାରୀ ଭାବେ କୁହାଯାଏ । ମଙ୍ଗଳବାର ସନ୍ଧ୍ୟା ଥିଲା ୪ର୍ଥ ସନ୍ଧ୍ୟା ।
Read More...

ରାଧାରାଣୀପଡା ଠାରେ ମାରୱାଡି ପଞ୍ଚାୟତ ସଦନର ଦ୍ୱିତୀୟ କୋଠା ନିର୍ମାଣର ଭିତ୍ତିପ୍ରସ୍ତର ସ୍ଥାପନ କଲେ ମହାମହିମ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଗସ୍ତରେ ମହାମହିମ ରାଜ୍ୟପାଳ ଗଣେଶୀ ଲାଲ । ତେବେ ଏହି ଅବସରରେ ରାଧାରାଣୀ ପଡା ଠାରେ ମାରୱାଡି ପଞ୍ଚାୟତ ସଦନର ଦ୍ୱିତୀୟ କୋଠା ନିର୍ମାଣର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମହାମହିମ ରାଜ୍ୟପାଳ ଗଣେଶୀ ଲାଲ । ଏହି ସମୟରେ ପୌରାଧ୍ୟକ୍ଷା
Read More...

ବ୍ରିଜେଶ ଦମାନି ଜାତୀୟ ବିଲିୟାଡର୍‌ସ ଚାମ୍ପିୟନ

ନୂଆଦିଲ୍ଲୀ : ଇନ୍ଦୋରରେ ପିଏସ୍‌ପିବି (ପେଟ୍ରୋଲିୟମ ସ୍ପୋଟର୍‌ସ ପ୍ରମୋସନ ବୋର୍ଡ)ର ଧ୍ରୁବ ସିଟ୍‌ୱାଲଙ୍କୁ ୫-୩ରେ ହରାଇ ଏସିଆନ ଗେମ୍ସ ରୌପ୍ୟ ବିଜେତା ବ୍ରିଜେଶ ଦମାନି ପ୍ରଥମ ଥର ଜାତୀୟ ବିଲିୟାଡର୍‌ସ ଚାମ୍ପିୟନସିପ୍‌ ଜିତିଛନ୍ତି । ଇଣ୍ଡିଆନ ଅଏଲ୍ସର ବ୍ରିଜେଶ କ୍ୱାର୍ଟରଫାଇନାଲ ଓ
Read More...

ଭୟାବହ ଅଗ୍ନିକାଣ୍ଡ : ଜଳିପୋଡ଼ି ପାଉଁଶ ହୋଇଗଲା ୫୦ ବସ୍ତାରୁ ଅଧିକ ଧାନ

ବ୍ରହ୍ମଗିରି : ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ ଗୋମଣ୍ଡିଆ ପଞ୍ଚାୟତର ଟୁବୁକା ଗାଁରେ ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟିଥିବା ଜଣାପଡିଛି । ୧୧ କେ.ଭି ତାର ଛିଣ୍ଡିଯିବାରୁ ବିଦ୍ୟୁତ୍ ସର୍ଟସର୍କିଟ୍ ଘଟି ଧାନ କଳେଇ ଗଦାରେ ନିଆଁ ଲାଗି ଯାଇଛି, ଫଳରେ ୫୦ ବସ୍ତାରୁ ଅଧିକ ଧାନ ଜଳିପୋଡ଼ି
Read More...

ବାଇକ୍ ଦୁର୍ଘଟଣାରେ ଯୁବକ ମୃତ

ଖଣ୍ଡପଡା : ଖଣ୍ଡପଡା ବ୍ଲକ ବଡ଼ବାଣପୁର ଗ୍ରାମର ଜଣେ ଯୁବକ ବାଇକ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତ ଯୁବକ ଜଣକ ହେଲେ ଧର୍ମେନ୍ଦ୍ର ସାହୁ (୩୨) । ସୂଚନା ଅନୁସାରେ, ଧର୍ମେନ୍ଦ୍ର ସାହୁ ବୁଧବାର ସକାଳେ ନିକଟସ୍ଥ କଣ୍ଟିଲୋ ବଜାରକୁ ପରିବା ଆଣିବାକୁ ବାଇକ୍‌ ଯୋଗେ ଯାଇଥିଲେ
Read More...

ରେଳଧାରଣାରୁ ଯୁବକଙ୍କ ମୃତଦେହ ଉଦ୍ଧାର

ଢେଙ୍କାନାଳ : ଢେଙ୍କାନାଳ ସହର ବାଜିଚୌକ ନିକଟ ରେଳଧାରଣାରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଯୁବକଙ୍କ ପରିଚୟ ମିଳିପାରି ନାହିଁ । ତାଙ୍କୁ କେହି ହତ୍ୟା କରିଥିବା ସନ୍ଦେହ କରାଯାଉଛି । ସୂଚନାନୁଯାୟୀ, ଢେଙ୍କାନଳ ସହର ବାଜିଚୌକ ନିକଟ ରେଳଧାରଣାରୁ ଆଜି ଜଣେ ଯୁବକଙ୍କ ମୃତଦେହ
Read More...

ହୀରାକୁଦ ଜଳଭଣ୍ଡାରରେ ଜାନୁଆରୀରୁ ହେବ ଅଣ୍ଡରୱାଟର ସର୍ଭେ

ସମ୍ବଲପୁର : ହୀରାକୁଦ ଜଳଭଣ୍ଡାରରେ ଜାନୁଆରୀରୁ ହେବ ଅଣ୍ଡରୱାଟର ସର୍ଭେ । ଏନେଇ ଡ୍ୟାମ୍ କର୍ତ୍ତୃପକ୍ଷ ଆନନ୍ଦ ଚନ୍ଦ୍ର ସାହୁ ସୂଚନା ଦେଇଛନ୍ତି । ବର୍ତ୍ତମାନ ଉପରମୁଣ୍ଡରୁ ଜଳପ୍ରବେଶ ଶୂନ ରହିଥିବା ସୂଚନା ମିଳିଛି । ତେବେ ଅଣ୍ଡରୱାଟର ସର୍ଭେ କରି ବନ୍ଧର ଫାଟ ଖୋଜି ବିଶେଷଜ୍ଞ ମରାମତି କରିବେ
Read More...