Daily Archives

ରୁଗୁଡିପାଲି ଠାରେ ବଲାଙ୍ଗିର ବନ ବିଭାଗ ପକ୍ଷରୁ ଚଢାଉ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ରେଞ୍ଜର ଅଧିକାରୀମାନେ ଡିଏଫ୍‌ଓ ନିତିଶ କୁମାରଙ୍କ ନିର୍ଦ୍ଦେଶ କ୍ରମେ ରେଞ୍ଜର କେଶବ କିଶୋର ନାୟକଙ୍କ ତତ୍ୱାବଧାନରେ ରୁଗୁଡିପାଲି ଠାରେ ଚଢାଉ କରି ୪୦ ଟି ଶାଳ ସାଇଜ, ୨ଟି କରତ ଏବଂ ୨ ଟି ସାିକେଲକୁ ଜବତ କରିଥିଲେ । ଘଟଣାରେ ସଂପୃକ୍ତ
Read More...

ଯୌତୁକ ଦାବୀରେ ନବବଧୂଙ୍କୁ ହତ୍ୟା ଅଭିଯୋଗ

ନିମାପଡ଼ା : ଯୌତୁକ ଦାବୀରେ ନବବଧୂଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି । ନିମାପଡ଼ା ଥାନା ଅନ୍ତର୍ଗତ ଶେଉଳଖାଲ ଗ୍ରାମରେ ଏଭଳି ଅଭାବନୀୟ ଘଟଣା ଘଟିଛି । ମୃତକ ଜଣକ ହେଲେ ଶେଉଳଖାଲ ଗ୍ରାମର ଦିପ୍ତିରଞ୍ଜନ ବରାଳଙ୍କ ପତ୍ନୀ ତପସ୍ଵିନୀ ବିଶୋଇ । ସୂଚନାନୁଯାୟୀ, ତପସ୍ଵିନୀ ବିଶୋଇ(୨୬) ଶେଉଳଖାଲ
Read More...

ଖପ୍ରାଖୋଲଠାରେ ସାଇବର ସଚେତନତା ରଥର ଶୁଭାରମ୍ଭ

ଖପ୍ରାଖୋଲ, (ଅଶୋକ ବାଗ) : ବଲାଙ୍ଗିର ଜିଲ୍ଲାରେ ସାଇବର ଠକେଇର କୁପରିଣାମ ଓ ସମାଜରେ ଏହାର ଭୟାବହତାକୁ ଦୃଷ୍ଟିରେ ରଖି ଜିଲ୍ଲା ପୋଲିସ ପ୍ରଶାସନ ଆନୁକୂଲ୍ୟରେ ଏକ ସାଇବର ସଚେତନତା ରଥକୁ ଖପ୍ରାଖୋଲ ଥାନା ଅଞ୍ଚଳ ପରିକ୍ରମଣ ପୂର୍ବକ ଜନସାଧାରଣଙ୍କୁ ସଚେତନତା କରିବା ଲକ୍ଷ୍ୟରେ ଶୁଭାରମ୍ଭ
Read More...

ଓଡିଶା ବାସ୍କେଟବଲ ଲିଗ୍ ଉଦ୍‌ଘାଟିତ

ପୁରୀ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀରେ ଆରମ୍ଭ ହୋଇଛି ଓଡିଶା ବାସ୍କେଟବଲ ଲିଗ୍‌ । ତାଳବଣିଆ ସ୍ଥିତ ସ୍ପୋର୍ଟ୍ସ କମ୍ପ୍ଲେକ୍ସ ଠାରେ ଜିଲ୍ଲାପାଳ ସମର୍ଥ ବର୍ମା ଏହାକୁ ଉଦ୍‌ଘାଟନ କରିଛନ୍ତି । କ୍ରୀଡା ଦ୍ୱାରା ସଦଭାବନା ଓ ଭାଇଚାରା ବୃଦ୍ଧି ସହ ଶାରୀରିକ ସୁସ୍ଥତା ବଜାୟ ରହି ପାରିବ ବୋଲି
Read More...

ହାତୀ ଆକ୍ରମଣରେ ଯୁବକଙ୍କ ମୃତ୍ୟୁ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୋନପୁର ବନାଞ୍ଚଳ କୁମ୍ଭାରମୁଣ୍ଡା ସେକ୍ସନରେ ହାତୀ ଆକ୍ରମଣରେ ଯୁବକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ, ତରଭା ବ୍ଲକ ଶୁଖିଲାସର ଗାଁର ହର ରଣା ଅମଳ ଧାନକୁ ଖଳାରେ ଶୁଖାଇଥିଲେ । ରାତିରେ ସେ ଧାନକୁ ଜଗିବା ପାଇଁ ଖଳାରେ ଶୋଇଥିଲେ । ମଧ୍ୟ
Read More...

ଗୋଟିଏ ଦିନରେ ଡେଲାଙ୍ଗ ବ୍ଲକର ୨୧ଟି ପଞ୍ଚାୟତରେ କ୍ରୀଡ଼ା ମହୋତ୍ସବ ଅନୁଷ୍ଠିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ହକି ୱାର୍ଲଡ କପ ଓଡିଶା ସରକାରଙ୍କ ଦ୍ୱାରା ସଂଗଠିତ ଅବ୍ୟହିତ ପୂର୍ବରୁ ସମଗ୍ର ଓଡିଶା ଗ୍ରାମ ପଂଚାୟତରେ କ୍ରୀଡା ଉତ୍ସବ ପାଳିତ ହେଉଛି । ଏହି ଅବସରରେ ଗୁରୁବାର ଡେଲାଙ୍ଗ ବ୍ଲକର ୨୧ଟି ପଞ୍ଚାୟତରେ କ୍ରୀଡ଼ା ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ମୁନିନ୍ଦା
Read More...

ଅଞ୍ଚଳ ମହାବିଦ୍ୟାଳୟରେ ନାକ୍ ପିଅର ଟିମ୍‌ର ପରିଦର୍ଶନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଅଞ୍ଚଳ ମହାବିଦ୍ୟାଳୟରେ ନାକ୍ ପିଅର ଟିମ୍ ତା.୨୧ ଓ ୨୨ରିଖ ଦୁଇ ଦିନ ଧରି ପରିଦର୍ଶନ କରିଥିଲେ । ପିଅର ଟିମ୍‌ର ଚେୟାରମ୍ୟାନ ପ୍ରଫେସର କିଶୋରୀ ନାୟକ (ଭାଇସ ଚାନ୍ସେଲର), ମେମ୍ବର କୋଓର୍ଡିନେଟର ସୁଭାସିସ ଭଟ୍ଟାଚାର୍ଯ୍ୟ (ପ୍ରଫେସର), ସଦସ୍ୟ
Read More...

ବଲାଙ୍ଗିରଠାରେ ଅନୁଷ୍ଠିତ ଦୁଇ ଦିନିଆ ଗୋପାଳନ ସମ୍ମିଳନୀ ଉଦ୍‌ଯାପିତ

ବୈଷୟିକ ଜ୍ଞାନ କୌଶଳ ମାଧ୍ୟମରେ ଉତ୍ପାଦନ ବୃଦ୍ଧି କରି ଚାଷୀ ମାନେ ସ୍ୱାବଲମ୍ବୀ ତଥା ଆତ୍ମନିର୍ଭରଶୀଳ ହେବା ଉପରେ ଗୁରୁତ୍ଵାରୋପ ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର କୋଶଳ କଳା ମଣ୍ଡଳ ପଡିଆରେ ରାଜ୍ୟ ପ୍ରାଣୀ ସମ୍ପଦ ବିଭାଗ, ବଲାଙ୍ଗିର କଳାହାଣ୍ଡି ନୂଆପଡା ଆଞ୍ଚଳିକ ସମବାୟ ଦୁଗ୍ଧ
Read More...

ପୁରୁଷ ହକି ବିଶ୍ୱକପ୍ ଆୟୋଜନ ତଥା ବିଭିନ୍ନ କାର୍ଯ୍ୟକ୍ରମର ସୁପରିଚାଳନା ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ…

ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଆମନ୍ତ୍ରଣ କରାଯିବଲଗାତର ଭାବେ ଦ୍ୱିତୀୟ ଥର ପାଇଁ ବିଶ୍ୱକପ୍‌ ଆୟୋଜନ ଓଡିଶାର ଗୌରବ ବଢାଇଛିସରକାରଙ୍କୁ ଧନ୍ୟବାଦ ଦେଲେ ସବୁ ଦଳ ଭୁବନେଶ୍ୱର, (କେପିଏନ୍‌ଏସ୍‌) : ୨୦୨୩ ପୁରୁଷ ବିଶ୍ୱକପ୍‌ ହକି ଆୟୋଜନ ଏବଂ ସୁପରିଚାଳନା ନିମନ୍ତେ ମୁଖ୍ୟମନ୍ତ୍ରୀ ନବୀନ
Read More...

ନକଲି ଆଦିବାସୀମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ରାଜ୍ୟସଭାରେ ପ୍ରସଙ୍ଗ ଉପସ୍ଥାପନ କଲେ ସାଂସଦ ନିରଞ୍ଜନ ବିଶି

ବଲାଙ୍ଗିର, (କେପିଏନ୍‌ଏସ୍‌) : ରାଜ୍ୟସଭାରେ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଅର୍ଜୁନ ମୁଣ୍ଡାଙ୍କ ଦ୍ୱାରା ଆଗତ "ସମ୍ବିଧାନ ଅନୁସୂଚିତ ଜନଜାତି ଆଦେଶ ସଂଶୋଧନ ବିଲ ୨୦୨୨" ପ୍ରସଙ୍ଗରେ ବିଲ ସପକ୍ଷରେ ମତାମତ ପ୍ରଦାନ ପୂର୍ବକ ସାଂସଦ ନିରଞ୍ଜନ ବିଶି କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ
Read More...