Daily Archives

ଶ୍ରୀମନ୍ଦିରରେ ପାରମ୍ପରିକ ପହିଲି ଭୋଗ ଏକ ସ୍ୱତନ୍ତ୍ର ନୀତି ଅନନ୍ୟ ନିଆରା

ସାମ୍ବାଦିକ କେ.ସତ୍ୟନାରାୟଣ ରେଡ୍ଡୀ ଧନୁ ସଂକ୍ରାନ୍ତି ବା ମୁଆଁ ସଂକ୍ରାନ୍ତି ଠାରୁ ମକର ସଂକ୍ରାନ୍ତି ଯାଏଁ ଶ୍ରୀମନ୍ଦିରରେ ଆରମ୍ଭ ହୁଏ ପହିଲି ଭୋଗ ନୀତି । ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ନୀତି ନିର୍ଘଣ୍ଟ ପ୍ରସ୍ତୁତ ହୁଏ । ଆସ ମୁଆଁ ଖାଇବା, ପହିଲି ଭୋଗରେ ମନ
Read More...

ଓପିଟିଏଲ୍‌ର ବିଦ୍ୟୁତ୍ ଟାୱାର ହଟାଇବା ଦାବୀରେ ବିନିକାରେ ୧୨ ଘଣ୍ଟିଆ ବନ୍ଦ ପାଳନ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ବିନିକାରେ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଉଥିବା ସୂଚନା ମିଳିଛି । ପ୍ରସ୍ତାବିତ ଓପିଟିଏଲ୍‌ର ବିଦ୍ୟୁତ୍ ଟାୱାର ହଟାଇବା ଦାବୀରେ ସ୍ୱାଭିମାନ ମଞ୍ଚ ପକ୍ଷରୁ ଏହି ବନ୍ଦ ପାଳନ ହେଉଥିବା ସୂଚନାରେ କୁହାଯାଇଛି । ଆଜି ସକାଳ ୬ରୁ ସନ୍ଧ୍ୟା
Read More...

ନୂତନ ଗଞ୍ଜାମ ଫେବର ବ୍ଲକ କମ୍ପାନୀ ଉଦ୍‌ଘାଟିତ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ସହର ସ୍ଥିତ ସାନବଜାର ଠାରେ ନୂତନ ଗଞ୍ଜାମ ଫେବର ବ୍ଲକ କମ୍ପାନୀ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶୁଭ ଉଦ୍‌ଘାଟନ କରିଥିଲେ । ଗଞ୍ଜାମ ବ୍ଲକ ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନ, ଜିଲ୍ଲା ପରିଷଦ ସଭ୍ୟ ସନାତନ
Read More...

ଘନଉଛି ଗୋବିନ୍ଦ ସାହୁ ସୁଇସାଇଡ୍ ସସପେନ୍ସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଘନଉଛି ଗୋବିନ୍ଦ ସାହୁ ସୁଇସାଇଡ୍ ସସପେନ୍ସ । ଏପରିକି ଗୋବିନ୍ଦ ସାହୁ ସୁଇସାଇଡ୍‌କୁ ନେଇ ସାଧାରଣରେ ନାନା କଥା ଆଲୋଚନା ଚାଲିଥିବା ଶୁଣିବାକୁ ମିଳୁଛି । ଅନ୍ୟପକ୍ଷରେ ଆଜି ମାଜିଷ୍ଟ୍ରେଟ୍ ଓ ତଦନ୍ତକାରୀ ଟିମ୍‌ଙ୍କ ଉପସ୍ଥିତିରେ ଗୋବିନ୍ଦ ସାହୁର ଶବ ବ୍ୟବଚ୍ଛେଦ
Read More...

ରୋଟାରୀ କ୍ଲବ ଡିଷ୍ଟ୍ରିକ୍ଟ ୩୨୬୧ର ବିବିଧତା, ସମାନତା ଓ ସମାବେଶ ଆଧାରିତ ଆଲୋଚନାଚକ୍ର

ରାଉରକେଲା, (ସସ୍ମିତା ପ୍ରଧାନ) : ରୋଟାରୀ କ୍ଲବ ଡିଷ୍ଟ୍ରିକ୍ଟ ୩୨୬୧ ଅନ୍ତର୍ଗତ ରୋଟାରୀ କ୍ଲବ ଅଫ୍ ରାଉରକେଲା ଷ୍ଟିଲ ସିଟି ତରଫରୁ ବିବିଧତା, ସମାନତା ଓ ସମାବେଶ ଆଧାରିତ ଆଲୋଚନାଚକ୍ର ରାଧିକା ରିଜେନ୍ସି ଠାରେ ଅନୁଷ୍ଠିତ ହୋଇଯାଇଛି । ଷ୍ଟିଲ ସିଟିର ଉପସଭାପତି ରୋଟାରୀଆନ ସନ୍ଧ୍ୟାରାଣୀ
Read More...

ଭିଜିଲାନ୍ସ ଜାଲରେ ଫରେଷ୍ଟ ରେଞ୍ଜ ଅଫିସର୍ କେଶବ ମାଝୀ

ଭବାନୀପାଟଣା : ଭିଜିଲାନ୍ସ ଜାଲରେ କେ.ଗାଁ ଫରେଷ୍ଟ ରେଞ୍ଜ ଅଫିସର୍ କେଶବ ମାଝୀ ପଡ଼ିଥିବା ଜଣାପଡ଼ିଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭବାନୀପାଟଣା ଭିଜିଲାନ୍‌ସ ସ୍ପେସାଲ୍‌ ଜଜ୍‌ଙ୍କ ନିର୍ଦ୍ଦେଶ କ୍ରମେ କେଶବଙ୍କ ଘରେ ଓ ଅଫିସ୍‌ରେ ରେଡ୍ ଚାଲିଛି । କଳାହାଣ୍ଡି ଜିଲ୍ଲାରେ ଥିବା
Read More...

ଗୋବିନ୍ଦ ସାହୁ ଆତ୍ମହତ୍ୟା ମାମଲା : ଜେଲରେ ତଦନ୍ତ କରୁଛନ୍ତି ଡିଆଇଜି ଅନୁସୂୟା ଜେନା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଗୋବିନ୍ଦ ସାହୁ ଆତ୍ମହତ୍ୟା ମାମଲାରେ ଜେଲରେ ତଦନ୍ତ କରୁଛନ୍ତି ଡିଆଇଜି ଅନୁସୂୟା ଜେନା । ତଦନ୍ତରେ ଅବହେଳା କରିଥିବା ନେଇ ଜଣେ ୱାର୍ଡନ ଷ୍ଟାଫ ହେଲେ ନିଲମ୍ବିତ । ୱାର୍ଡନ ଜଣକ ଅକ୍ଷୟ ଚନ୍ଦ୍ର ମହାନ୍ତି ବୋଲି ଜଣାପଡିଛି । ନିଜ ଗାମୁଛାରେ ଝରକାରେ ଆତ୍ମହତ୍ୟା
Read More...

ଅଜଣା ଗାଡି ଧକ୍କାରେ ୧ ମୃତ, ୧ ଗୁରୁତର

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ରମ୍ଭା ଥାନା ବୁରୁଡି ଓଭରବ୍ରିଜ ନିକଟରେ ଅଜଣା ଗାଡି ଧକ୍କାରେ ସ୍ତ୍ରୀ ମୃତ ଓ ସ୍ୱାମୀ ଗୁରୁତର ହୋଇଥିବା ଜଣାପଡିଛି । ଘଟଣାସ୍ଥଳରେ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ସ୍ୱାମୀ ଅନନ୍ତରାମ ବେହେରା ଗୁରୁତର ଥିବା ଜଣାପଡିଛି । ତେବେ ମୃତ୍ୟୁବରଣ
Read More...

ଚିଲିକାରେ ଆଜିଠୁ ଡଲଫିନ୍‌ ଗଣନା

ବାଲୁଗାଁ : ବାଲୁଗାଁ ବନ୍ୟପ୍ରାଣୀ ବିଭାଗ ଓ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ (ସିଡିିଏ)ଙ୍କ ମିଳିତ ଆନୁକୂଲ୍ୟରେ ଆଜି ଠାରୁ ୩ ଦିନ ବ୍ୟାପୀ ସମଗ୍ର ଚିଲିକାରେ ଇରାୱାଡ଼ି ପ୍ରଜାତିର ଡଲଫିନ ଗଣନା କରାଯିବ । ଏଥିପାଇଁ ବିଭାଗୀୟ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଏହି ପରିପ୍ରେକ୍ଷୀରେ
Read More...

ହକି ପାଇଁ ୨୨ରେ ସର୍ବଦଳୀୟ ବୈଠକ

ଭୁବନେଶ୍ୱର : ଆସନ୍ତା ଜାନୁୟାରୀରେ ଓଡ଼ିଶାରେ ପୁରୁଷ ହକି ବିଶ୍ୱକପ୍‌ ଅନୁଷ୍ଠିତ ହେବ । ଏହାକୁ କିଭଳି ସୁରୁଖୁରୁରେ ସମ୍ପାଦନ କରାଯିବ, ସେଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସର୍ବଦଳୀୟ ବୈଠକ ଡାକିଛନ୍ତି । ଆସନ୍ତା ୨୨ ତାରିଖ ଅପରାହ୍ନ ୫ଟାରେ ଲୋକସେବା ଭବନ କନ୍‌ଭେନସନ ହଲ୍‌ରେ
Read More...