Daily Archives

ଡଲଫିନ୍ ସୁରକ୍ଷା ସଚେତନତା ପାଇଁ ଡେଲାଙ୍ଗରୁ ସାଇକେଲରେ ଯାତ୍ରା କଲେ ବିଶ୍ୱଜିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ବିରଳ ଚିଲିକାର ସାତପଡ଼ା ଅଂଚଳରେ ଦେଖାଯାଉଥିବା ଏରୱାଡି ଡଲଫିନ୍‌ଙ୍କ ପ୍ରତିବର୍ଷ ପରି ଚଳିତ ବର୍ଷ ଡ଼ଲଫିନ୍‌ ଗଣନା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁଯାଉଛି । ଏହି ଏରୱାଡି ଡ଼ଲଫିନ୍ ନାମ ମିଆଁମାରର ଏକ ନଦୀର ନାମ ଅନୁସାରେ ହୋଇଥିବା ବେଳେ ସ୍ଥାନୀୟ
Read More...

ପ୍ରବଳ ଜାଡ଼ରେ ଥରୁଛି ଓଡ଼ିଶା

ଭୁବନେଶ୍ୱର : ପ୍ରବଳ ଜାଡ଼ରେ ଥରୁଛି ଓଡ଼ିଶା । ଗୋଟିଏ ଦିନରେ ତାପମାତ୍ରା ୨ରୁ ୪.୬ ଡିଗ୍ରୀ ଖସିଛି । ରବିବାର ରାତିରେ କନ୍ଧମାଳର ଜି. ଉଦୟଗିରିରେ ତାପମାତ୍ରା ୫ ଡିଗ୍ରୀକୁ ଖସି ଆସିଛି । ଯାହା ଶନିବାର ରାତିରେ ଥିଲା ୭ ଡିଗ୍ରୀ । ସେହିପରି କୋରାପୁଟ ଜିଲ୍ଲାର ସେମିଳିଗୁଡାରେ ରାତିରେ
Read More...

୨୪ରେ ନୂଆଦିଲ୍ଲୀରେ ପହଞ୍ଚିବ ଭାରତ ଯୋଡ଼ୋ ଯାତ୍ରା

ନୂଆଦିଲ୍ଲୀ : ଭାରତ ଯୋଡ଼ୋ ଯାତ୍ରା ୨୪ରେ ନୂଆଦିଲ୍ଲୀରେ ପହଞ୍ଚିବ । ଦିଲ୍ଲୀ ପରେ ପଦଯାତ୍ରା ଉତ୍ତରପ୍ରଦେଶ, ହରିୟାଣା, ପଞ୍ଜାବ ଅତିକ୍ରମ କରି ଜମ୍ମୁ-କଶ୍ମୀରରେ ଜାନୁୟାରୀ ୨୬ରେ ଶେଷ ହେବା କାର୍ଯ୍ୟକ୍ରମ ରହିଛି । ଏହି ଅବସରରେ ଅଭିନେତାରୁ ରାଜନେତା ହୋଇଥିବା କମଲ ହାସନ କଂଗ୍ରେସ ନେତା
Read More...

ବିବେକାନନ୍ଦ ପାଠାଗାରର କର୍ମକର୍ତ୍ତା ଚୟନ

ସଇଁତଲା, (କେପିଏନ୍‌ଏସ୍‌) : ସଇଁତଲା ବ୍ଲକ ବାଗଜୋର ସ୍ଥିତ ବିବେକାନନ୍ଦ ପାଠାଗାରର ଏକ ବୈଠକ ଭୀମସେନ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ନୂଆ କର୍ମକର୍ତ୍ତା ଚୟନ କରାଯାଇଥିଲା । ଏଥିରେ ହେମସାଗର ସାହୁ ସଂପାଦକ, ଯୋଗେଶ ସାହୁ ସହସଂପାଦକ, ଚନ୍ଦ୍ର ଚନ୍ଦନ ଉପସଭାପତି, ନାରାୟଣ ଜାଲ ଓ
Read More...

ମଦ ବିକ୍ରି ବନ୍ଦ ପାଇଁ ଅଣ୍ଟା ଭିଡିଲେ ମହିଳା ଗୋଷ୍ଠୀ

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହା ବ୍ଲକ ସରଗାଡ ପଞ୍ଚାୟତ ସିଂଘାଣିମୁଣ୍ଡା ଗାଁରେ ମଦ କାରବାର ବନ୍ଦ କରିବାକୁ ଅଣ୍ଟା ଭିଡିଛନ୍ତି ଗାଁର ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ । ରବିବାର ସ୍ଥାନୀୟ ୱାର୍ଡ ସଭ୍ୟଙ୍କ ଅଧ୍ୟକ୍ଷତାରେ ମହିଳାମାନଙ୍କ ଏକ ବୈଠକ ଅନୁଷ୍ଠିତ ହୋଇଥିଲା ।
Read More...

ବନ୍ଧୁକ ଦେଖାଇ ଡକାୟତି ଉଦ୍ୟମ

ତୁଷୁରା, (କେପିଏନ୍‌ଏସ୍‌) : କପସିଲା- ତୁଷୁରା ରାସ୍ତାରେ ସୋମବାର ବନ୍ଧୁକ ଦେଖାଇ ଡକାୟତି ଉଦ୍ୟମ ହୋଇଥିବା ନେଇ ତୁଷୁରା ଥାନାରେ ଅଭିଯୋଗ ହୋଇଛି । ପୁଲିସର ସୂଚନା ଅନୁସାରେ, ସୋମବାର ଅପରାହ୍ଣ ୨ଟା ସମୟରେ ସଇଁନ୍ତଲା ଥାନା କନ୍ଧକେଲଗାଁ ଗ୍ରାମର ମନ୍ମଥ ମେହେର କପସିଲା ଗ୍ରାମରେ ପ୍ରବଚନ
Read More...

କୁରସୁଡ ପାହାଡରେ ନିଆଁ

ସିନ୍ଧେକେଲା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ସିନ୍ଧେକେଲା ନିକଟରେ କୁରସୁଡ ପାହାଡରେ ଶନିବାର କୌଣସି କାରଣରୁ ନିଆଁ ଲାଗିଯାଇଥିଲା । ବନ ବିଭାଗ କର୍ମଚାରୀ ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲେ । ଦୁଇଘଣ୍ଟା ଧରି ଚେଷ୍ଟା କରିବା ପରେ ନିଆଁକୁ ଆୟତ୍ତ କରିଥିଲେ । ଏହି ନିଆଁ ଲିଭା
Read More...

ସ୍ମାର୍ଟ ପାର୍କ କାମ ବୁଲି ଦେଖିଲେ ଏନ୍‌ଏସି ଅଧ୍ୟକ୍ଷ

କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : କଣ୍ଟାବାଞ୍ଜି ଆଶ୍ରମପଡା ଜଗନ୍ନାଥ ମନ୍ଦିର ପାଖରେ ତିଆରି ହେଉଥିବା ସ୍ମାର୍ଟ ପାର୍କ କାମର ଅଗ୍ରଗତି ସମ୍ପର୍କରେ ଅନୁଧ୍ୟାନ କରିଥିଲେ ଏନ୍‌ଏସି ଅଧ୍ୟକ୍ଷ ବରିୟାମ ସିଂ ସାଲୁଜା । ୬୫ ଲକ୍ଷ ବ୍ୟୟ ଅଟକଳରେ ପାର୍କ କାମ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।
Read More...

ଶ୍ରୀ ମନ୍ଦିରରେ ପହିଲି ଭୋଗ

ପୁରୀ, (ଦିଲ୍ଲୀପ କୁମାର ଧାଉଡିଆ) : ଶ୍ରୀମନ୍ଦିରରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଶୀତରୁ ରକ୍ଷା ପାଇବା ପାଇଁ ମାର୍ଗଶୀର ଶୁକ୍ଳ ଷଷ୍ଠୀ ଠାରୁ (ଓଢ଼ଣ ଷଷ୍ଠୀ ବା ପ୍ରାବରଣ ଷଷ୍ଠୀ) ଆରମ୍ଭ ହୋଇ ମାଘ ଶୁକ୍ଳ ପଞ୍ଚମୀ (ବସନ୍ତ ପଞ୍ଚମୀ ବା ଶ୍ରୀପଞ୍ଚମୀ) ପର୍ଯ୍ୟନ୍ତ ଦୁଇ ମାସ କାଳ ଶୀତ ବସ୍ତ୍ର ଲାଗି
Read More...