Daily Archives

ଘର ଭିତରୁ ଏଏସ୍ଆଇଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

କଟକ : ଘର ଭିତରୁ ଏଏସ୍ଆଇଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଥିବା ଖବର ମିଳିଛି । ବାରଙ୍ଗ ଥାନାରେ ଏଏସ୍ଆଇ ଭାବେ କାର୍ଯ୍ୟରତ ଥିଲେ ଅଶୋକ ପ୍ରଧାନ । ସୂଚନା ଅନୁସାରେ, ନନ୍ଦନକାନନ ପଦାସାହି ଘରୁ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ତେବେ ତାଙ୍କର ମୃତ୍ୟର କାରଣ ଅସ୍ପଷ୍ଟ ରହିଛି ।
Read More...

ଭାଲୁ ଆକ୍ରମଣରେ ଅସ୍ଥାୟୀ ବନ କର୍ମଚାରୀ ଆହତ

ବାରିପଦା : ଶିମିଳିପାଳରେ ଭାଲୁ ଆକ୍ରମଣରେ ଜଣେ ଅସ୍ଥାୟୀ ବନ କର୍ମଚାରୀ ଆହାତ ହୋଇଥିବା ଜଣାପଡିଛି । ଆହତ ବନ ସୁରକ୍ଷା ସହାୟକ ଜଣକ ହେଲେ ବୁଧରାଇ ହେମ୍ବ୍ରମ୍ । ସୂଚନା ଅନୁସାରେ, ପିଠାବଟା ଗେଟ୍ ଲୁଲୁଙ୍ଗ ନିକଟସ୍ଥ ଶିଆଳିଘାଟି -ନମତି ନିକଟରେ ତିନୋଟି ଭାଲୁ ବନ କର୍ମଚାରୀଙ୍କୁ ଆକ୍ରମଣ
Read More...

ଶିକ୍ଷକଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ଜ୍ଞାପନ

ଚନ୍ଦାହାଣ୍ଡି : ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ନୂତନ ପେନସନ୍‌ ଭୁକ୍ତ ଶିକ୍ଷକ ସଂଘର ସଭାପତି ବିଶ୍ୱରଞ୍ଜନ ପଣ୍ଡାଙ୍କ ପ୍ରତ୍ୟକ୍ଷ ତତ୍ୱଭଧାନରେ ଚନ୍ଦାହାଣ୍ଡି କଲ୍ୟାଣ ମଣ୍ଡପଠାରେ ଅବସର ଗ୍ରହଣ କରିଥିବା ସଂଘର ଶିକ୍ଷକ ଧନୁର୍ଦ୍ଦର ନାୟକଙ୍କ ବିଦାୟ କାଳୀନ ସମର୍ଦ୍ଧନା ସଭା ଅନୁଷ୍ଠିତ
Read More...

୨ ବସ୍‌ ମୁହାଁମୁହିଁ ଧକ୍କା, ୩ ମୃତ ୨୨ ଆହତ

ନୂଆଦିଲ୍ଲୀ : ଗ୍ରେଟର ନଏଡା ଏକ୍ସପ୍ରେସୱେ ଠାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୨ ବସ୍‌ ମୁହାଁମୁହିଁ ଧକ୍କା ହୋଇ ୩ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ସୂଚନା ଅନୁଯାୟୀ, ବିଳମ୍ବିତ ରାତିରେ ୨ ଯାତ୍ରୀବାହୀ ବସ୍ ମଧ୍ୟରେ ଧକ୍କା ହୋଇଥିଲା । ଏଥିରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା
Read More...

ତେଜସ୍ୱିନୀ ସାହିତ୍ୟ ଅନୁଷ୍ଠାନ ତରଫରୁ ଝୋଟି ପ୍ରତିଯୋଗିତା ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ତେଜସ୍ୱିନୀ ସାହିତ୍ୟ ଅନୁଷ୍ଠାନ ତରଫରୁ "ନାରୀ ସମାଜର ମଉଡ଼ମଣି ମୁଁ ତେଜସ୍ୱିନୀ"ର ଅନ୍‌ଲାଇନ ଝୋଟି ପ୍ରତିଯୋଗିତାର ପୁରସ୍କାର ବିତରଣ ସଭା ସମ୍ପାଦିକା ଲିଲି ପଟେଲଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ଯାଦବ ଭବନଠାରେ ସଫଳତାର ସହିତ ଅନୁଷ୍ଠିତ ହୋଇଯାଇଛି । ସଦର ବ୍ଲକ
Read More...

ସ୍ୱାଧୀନତା ପରବର୍ତ୍ତୀ ଓଡ଼ିଆ ଗଳ୍ପ ଓ ମନୋଜ ଦାସ ଶୀର୍ଷକରେ ରାଜ୍ୟସ୍ତରୀୟ ସଂପାନ ଅନୁଷ୍ଠିତ

ଓଡ଼ିଆ କଥା ସାହିତ୍ୟର ବିଷ୍ଣୁ ଶର୍ମା ମନୋଜ ଦାସ ଓଡ଼ିଆ ଗଳ୍ପର ଏକ ବୈପ୍ଳବିକ ଚେତନା ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୋନପୁର ମହାବିଦ୍ୟାଳୟର ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ ଆନୁକୂଲ୍ୟରେ "ସ୍ୱାଧୀନତା ପରବର୍ତ୍ତୀ ଓଡ଼ିଆ ଗଳ୍ପ ଓ ମନୋଜ ଦାସ" ଶୀର୍ଷକରେ ଗତକାଳି ଏକ ରାଜ୍ୟସ୍ତରୀୟ
Read More...

ମିଶନ ଶକ୍ତି ଗୃହ ପରିଦର୍ଶନ ସହ ମହିଳା ଗ୍ରୁପଙ୍କ ମାର୍ଗଦର୍ଶନ କଲେ ବିଧାୟକ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ଗତକାଲି ଗଞ୍ଜାମ ବ୍ଲକ ଅନ୍ତର୍ଗତ ୟୁଡ଼ିଏସପୁର ପଞ୍ଚାୟତ ଗସ୍ତ କରି ପଞ୍ଚାୟତର ଖଟିଆ ରାମଚନ୍ଦ୍ରପୁର ଗ୍ରାମ ଠାରେ ନୂତନ ଭାବେ ନିର୍ମାଣ ହୋଇଥିବା ମିଶନ ଶକ୍ତି ଗୃହ ପରିଦର୍ଶନ କରିବା ସହ ବିଭିନ୍ନ ସେଠାକାର
Read More...

ବରକାନୀ ସ୍କୁଲକୁ ପରିଦର୍ଶନ କଲେ ଜିଲ୍ଲା ପରିଷଦ ସଭ୍ୟା ଅନାମିକା ହୋତା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସଦର ବ୍ଲକ ଅନ୍ତର୍ଗତ ମିର୍ଦ୍ଧାପାଲି ପଞ୍ଚାୟତର ବରକାନୀ ସ୍କୁଲ ପରିଦର୍ଶନ କରିଛନ୍ତି ଜିଲ୍ଲା ପରିଷଦ ସଭ୍ୟା ଅନାମିକା ହୋତା । ଶ୍ରୀମତୀ ହୋତା ସ୍କୁଲକୁ ପରିଦର୍ଶନ କରି ଶିକ୍ଷକ, ଶିକ୍ଷୟିତ୍ରୀ ଏବଂ ଛାତ୍ରଛାତ୍ରୀଙ୍କ ସହିତ ଆଲୋଚନା କରି ଆଗାମୀ
Read More...

ୱାର୍ଡ ନମ୍ବର ୨୧ ଓ ୧୪କୁ ପରିଦର୍ଶନ କେଲେ ପୌର ଅଧ୍ୟକ୍ଷା ଲିକା ସାହୁ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ପୌର ପରିଷଦ ଅନ୍ତର୍ଗତ ୱାର୍ଡ ନମ୍ୱର ୨୧ ଓ ୧୪କୁ ପରିଦର୍ଶନ କରିଛନ୍ତି ପୌର ଅଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ । ପୌର ଅଧ୍ୟକ୍ଷ ଶ୍ରୀମତୀ ସାହୁ ପରିଦର୍ଶନ କରି ୱାର୍ଡ ଗୁଡ଼ିକରେ ରହିଥିବା ବିଭିନ୍ନ ସମସ୍ୟା ଶୁଣି ଶୀଘ୍ର ସମାଧାନ ପାଇଁ ପ୍ରତିଶ୍ରୁତି
Read More...

ପୃଥ୍ୱୀରାଜ ଉଚ୍ଚ ବିଦ୍ୟାଳୟରେ ବାର୍ଷିକ କ୍ରୀଡା ଉଦ୍‌ଯାପିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାର ପୃଥ୍ୱୀରାଜ ଉଚ୍ଚ ବିଦ୍ୟାଳୟରେ ବାର୍ଷିକ କ୍ରୀଡା ଉଦ୍‌ଯାପିତ ହୋଇଯାଇଛି । ଖେଳ ଶିକ୍ଷକ ସୌରଭ ପ୍ରଧାନଙ୍କ ତତ୍ତ୍ଵାବଧାନରେ ସମସ୍ତ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଡକ୍ଟର ଚିତ୍ତରଞ୍ଜନ ଯୋଶୀ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା
Read More...