Daily Archives

ବାଳକୃଷ୍ଣପୁର ନିକଟରେ ସିରିଜ ଦୁର୍ଘଟଣା : କାର୍ ଓ ବାଇକ୍‌କୁ ଧକ୍କା ଦେଇ ଘରକୁ ପଟିଲା ମାଲବାହି ଟ୍ରକ୍

ସାନଖେମୁଣ୍ଡି : ବ୍ରହ୍ମପୁର ଦିଗପହଣ୍ଡି ମୁଖ୍ୟ ରାସ୍ତା ବାଳକୃଷ୍ଣପୁର ନିକଟରେ ସିରିଜ ଦୁର୍ଘଟଣା । (ଓଆର୍୦୭ଏଏନ୍୫୭୨୭) ନମ୍ବର ଏକ ମାଲବାହି ଟ୍ରକ ବ୍ରହ୍ମପୁର ରାୟଗଡା ଅଭିମୁଖେ ଯାଉଥିବା ବେଳେ ପ୍ରଥମେ ଗୋଟିଏ (ଓଡି୦୭ବିପି ୯୩୦୧) କାର ପଛକୁ ପିଟିଥିଲା ପରେ କାର୍‌ଟିରେ ବାଇକକୁ ଧକ୍କା ଦେଇ
Read More...

କ୍ରେନ ବୋଝେଇ ଟ୍ରଲରକୁ ପଟିଲା କୋଇଲା ବୋଝେଇ ଟ୍ରକ, ଅଳ୍ପକେ ବର୍ତ୍ତିଲେ ଚାଳକ

ବାଣପୁର : ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ନାଚୁଣୀ ଫାଣ୍ଡି ୧୬ ନମ୍ବର ଜାତୀୟ ରାଜପଥ ହରିକୁଣ୍ଡବରଡ଼ି ଛକରେ ନିକଟରେ ସଡ଼କ ଦୁର୍ଘଟଣା । ଏକ କ୍ରେନ ବୋଝେଇ ଟ୍ରଲରକୁ ପଟିଲା କୋଇଲା ବୋଝେଇ ଟ୍ରକ । ଏତେ ବଡ଼ ଦୁର୍ଘଟଣାରେ କାହାର କିଛି କ୍ଷତି ହୋଇନଥିବା ସୂଚନା ମିଳିଛି । ସୂଚନା ମୁତାବକ,
Read More...

ଆସ୍କା ବ୍ଲକ କୃଷିର ଉନ୍ନତି କଳ୍ପେ ବୈଷୟିକ ବୈଠକ

ଗଞ୍ଜାମ ଜିଲ୍ଲାର ଚାଷୀ ଚାଷ କାର୍ଯ୍ୟରେ ଖୁବ୍‌ ଧୁରନ୍ଧର ଓ ବଡ଼କୁଶଳୀ ଅଟନ୍ତି - ଗଞ୍ଜାମ ଜିଲ୍ଲାପାଳ ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : କୃଷିର ଉନ୍ନତି କଳ୍ପେ ଚାଷ କାର୍ଯ୍ୟର ଆବଶ୍ୟକତା ପୂରଣ ହୋଇ ପାରିଲେ ଚାଷୀକୁଳ ଅଧିକ ସ୍ୱାବଲମ୍ବୀ ହୋଇ ପାରିବେ । ବିଶେଷ କରି ଚାଷୀ ଯାହା
Read More...

ଭିଜିଲାନ୍ସ ପଞ୍ଝାରେ ଟିଟିଲାଗଡ଼ ରେଞ୍ଜର ଶିବ ପ୍ରସାଦ ନାୟକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଟିଟିଲାଗଡ଼ ରେଞ୍ଜର ଶିବ ପ୍ରସାଦ ନାୟକଙ୍କ ଚାରୋଟି ସ୍ଥାନରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଏକକାଳୀନ ଚଢାଉ ଚାଲିଥିବା ସୂଚନା ମିଳିଛି । ସୂଚନା ମୁତାବକ, ଆଜି ସକାଳେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଟିଟିଲାଗଡ଼
Read More...

ପଦ୍ମପୁର ଉପନିର୍ବାଚନ : ଦ୍ୱିତୀୟ ରାଉଣ୍ଡରେ ବିଜେଡି ଆଗୁଆ

ପଦ୍ମପୁର, (କେପିଏନ୍‌ଏସ୍‌) : ପଦ୍ମପୁର ଉପନିର୍ବାଚନ ଭୋଟ ଗଣତି ଚାଲିଥିବା ବେଳେ ଦ୍ୱିତୀୟ ରାଉଣ୍ଡରେ ମଧ୍ୟ ବିଜେଡି ଆଗୁଆ ଥିବା ସୂଚନା ମିଳିଛି । ଦ୍ୱିତୀୟ ରାଉଣ୍ଡ ସୁଦ୍ଧା ବିଜେଡିକୁ ୧୦୫୯୮, ବିଜେପିକୁ ୬୯୭୯ ଓ କଂଗ୍ରେସକୁ ୩୬୬ ଖଣ୍ଡ ଭୋଟ ମିଳିଛି ।
Read More...

ମେଧାବୀ ମେଡିକାଲ ଛାତ୍ରଙ୍କ ପାଠପଢ଼ା ଖର୍ଚ୍ଚ ଦେବେ ରାଜ୍ୟ ସରକାର, ପ୍ରଥମ ବର୍ଷ ପାଇଁ ‌ଟଙ୍କା ମଂଜୁର କଲେ

କନ୍ଧମାଳ, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲାର ମେଧାବୀ ଛାତ୍ର ଇଫୁ ମଲ୍ଲିକଙ୍କୁ ସହଯୋଗର ହାତ ବଢ଼ାଇଛନ୍ତି ରାଜ୍ୟ ସରକାର । ତାଙ୍କର ବାପା ଅତି ଗରିବ ହୋଇଥିବା ବେଳେ ସେ ହଷ୍ଟେଲ୍‍ ଏବଂ ଅନ୍ୟାନ୍ୟ ପାଠପଢା ଖର୍ଚ୍ଚ ପାଇଁ କ୍ଷେତରେ ଶ୍ରମିକ ଭାବେ କାମ କରୁଥିଲେ । ଇଫୁ ଧାନ
Read More...

ଖଲ୍ଲିକୋଟ ସହରରେ ରାଗିଂ ନେଇ ଉତ୍ତେଜନା

ରାଗିଂ ଅଭିଯୋଗରେ ୭ଜଣ ଛାତ୍ରଙ୍କୁ ସସ୍‌ପେଣ୍ଡ ଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଖଲ୍ଲିକୋଟ ନଗର ଉଚ୍ଚ ବିଦ୍ୟାଳୟରେ ଛାତ୍ର ରାଗିଂନେଇ ଉତ୍ତେଜନା ଦେଖାଦେଇଛି । ରାଗିଂ ଅଭିଯୋଗରେ ୭ ଜଣ ଛାତ୍ରଙ୍କୁ ସ୍କୁଲରୁ ସସ୍‌ପେଣ୍ଡ କରିଛନ୍ତି, ବିଦ୍ୟାଳୟର
Read More...

ବିଜୁବାବୁଙ୍କୁ ମରଣୋତ୍ତର ଭାରତରତ୍ନ ସମ୍ମାନ ପାଇଁ ପୁଣି ଜେଡିୟୁର ଦାବୀ

ଭୁବନେଶ୍ୱର, (କେ.ସତ୍ୟନାରାୟଣ ରେଡ୍ଡୀ) : ପୁଣି ତେଜିଲା ବିଜୁବାବୁଙ୍କୁ ଭାରତ ରତ୍ନ ଦାବୀ । ଓଡ଼ିଶାର ମହାନଜନନାୟକ, ଶତାବ୍ଦୀର କିମ୍ବଦନ୍ତୀ ପୁରୁଷ, ସ୍ୱାଧୀନତା ସଂଗ୍ରାମୀ, ଇଣ୍ଡୋନେସିଆର ଭୂମିପୁତ୍ର, କଳିଙ୍ଗର ବରପୁତ୍ର, ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁବାବୁଙ୍କୁ ମରଣୋତ୍ତର
Read More...

ଶ୍ରୀମନ୍ଦିରରେ ସ୍ମାର୍ଟଫୋନ ମନା

ପୁରୀ : ଏଣିକି ଶ୍ରୀମନ୍ଦିରରେ ସ୍ମାର୍ଟଫୋନ୍‌ ବ୍ୟବହାର ହୋଇପାରିବ ନାହିଁ । ଛତିଶା ନିୟୋଗ ବୈଠକ ପରେ ଏହି ନିଷ୍ପତ୍ତି ନିଆଯାଇଛି । କେବଳ କି ପ୍ୟାଡ ଫୋନ୍‌ ବ୍ୟବହାର କରିପାରିବେ ସେବାୟତ ଓ ପ୍ରାଧିକୃତ ଅଧିକାରୀ । ନୀତି ସମ୍ପର୍କିତ ସୂଚନା ପାଇଁ କେବଳ କମାଣ୍ଡର ସ୍ମାର୍ଟଫୋନ ବ୍ୟବହାର
Read More...

୩୦୯ ଗ୍ରାମ ସୁନା ବିସ୍କୁଟ ଓ ୫୦ ଗ୍ରାମ ସୁନା ଅଳଙ୍କାର ଠାବ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜେଇ ଯାଞ୍ଚ ବେଳେ ଏକ ସରକାରୀ ବସ ଭିତରେ ବସି ଯାଉଥିବା କଟକର ଜଣେ ଯାତ୍ରୀଙ୍କ ବ୍ୟାଗରୁ ୩୦୯ ଗ୍ରାମ ସୁନା ବିସ୍କୁଟ ଓ ୫୦ ଗ୍ରାମ ସୁନା ଅଳଙ୍କାର ଠାବ ହୋଇଥିବା ଜଣାପଡିଛି । ପ୍ରାଥମିକ ତଦନ୍ତରୁ ଏହି ସୁନାରେ ଜିଏସ୍‌ଟି ପଇଠ ହୋଇନଥିବା
Read More...