Daily Archives

୨ ବାଇକ୍‌ ଧକ୍କା : ୨ ଆହାତ

କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : କଣ୍ଟାବାଞ୍ଜି ଆଶ୍ରମପଡା ରାସ୍ତାର ବୁଲାଣିରେ ଦୁଇ ବାଇକ୍‌ ମଧ୍ୟରେ ଧକ୍କା ହେବା ଫଳରେ ବେଲପଡା ବ୍ଲକ ସୁଲେକେଲା ଗାଁର ମିଥୁନ ରଣା(୩୦) ଓ ଅନ୍ୟ ଜଣେ ଗୁରୁତର ଆହାତ ହୋଇଥିବା ଜଣାପଡିଛିି । ସୂଚନା ଅନୁସାରେ, ଗତକାଲି ମିଥୁନ ତାଙ୍କ ଶ୍ୱଶୁର ଘର ତୁରେକେଲାରୁ
Read More...

ପରିବାର ପ୍ରତିପୋଷଣ ପାଇଁ ଜିଲ୍ଲାପାଳଙ୍କ ଦ୍ଵାରସ୍ଥ ହେଲେ କଦମ୍ବପଡାର ଶ୍ୟାମ ନାଗ

ବଲାଙ୍ଗିର, (କେପିଏନ୍ଏସ୍‌) : ବଲାଙ୍ଗିର ପୌରାଞ୍ଚଳ ଅନ୍ତର୍ଗତ କଦମ୍ବପଡାର ଶ୍ୟାମ ନାଗ ପରିବାର ପ୍ରତିପୋଷଣ ପାଇଁ ଆଜି ଜିଲ୍ଲାପାଳଙ୍କ ଦ୍ଵାରସ୍ଥ ହୋଇଥିବା ଦେଖିବାକୁ ମିଳିଛି । ଶ୍ୟାମଙ୍କ କହିବା ଅନୁସାରେ ତାଙ୍କୁ କିଛି ବର୍ଷ ହେବ ମଧୁମେୟ ରୋଗ ହୋଇ ତାଙ୍କ ଆଖିର ଦୃଷ୍ଟିଶକ୍ତି କମି ଯାଇଛି
Read More...

ସତ୍ୟନାରାୟଣ ମିଶ୍ରଙ୍କୁ ଶ୍ରେଷ୍ଠ ଦିବ୍ୟାଙ୍ଗନ ଜାତୀୟ ପୁରସ୍କାର

ଜଳେଶ୍ୱର : ଜଳେଶ୍ୱର ବ୍ଲକ ଅନ୍ତର୍ଗତ ଓଲିନ୍ଦା ଗ୍ରାମର ଡ଼ଃ ସତ୍ୟନାରାୟଣ ମିଶ୍ରଙ୍କୁ ଶ୍ରେଷ୍ଠ ଜାତୀୟ ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି । ଆସନ୍ତା ଡ଼ିସେମ୍ବର ୩ ତାରିଖରେ ନୂଆଦିଲ୍ଲୀ ଠାରେ ଆନ୍ତର୍ଜାତୀୟ ଦିବ୍ୟାଙ୍ଗ ଦିବସରେ ଅନୁଷ୍ଠିତ ହେବାକୁ ଥିବା ଏକ ସ୍ୱତନ୍ତ୍ର ଉତ୍ସବରେ ଡ଼ଃ
Read More...

ଉତ୍କଳ ସାମ୍ବାଦିକ ସଂଘ ବୈଠକ

ଲହୁଣୀପଡା, (କେପିଏନ୍‌ଏସ୍‌) : ଲହୁଣୀପଡା ବ୍ଲକ ଅନ୍ତର୍ଗତ ତାଳବାହାଲି ପଞ୍ଚାୟତ ବୁଢାଭୂଇଁ ନିକଟସ୍ଥ ଖଣ୍ଡାଧାର ଜଳପ୍ରପାତ ପରିସରରେ ଉତ୍କଳ ସାମ୍ବାଦିକ ସଂଘର ପରିବର୍ଦ୍ଧିତ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ରାଜ୍ୟ ସଭାପତି ବିଭୂତି ଭୂଷଣ କର ସଭାପତିତ୍ୱ
Read More...

ଡିସେମ୍ବର ୯ରୁ ମାଟ୍ରିକ୍‌ ଏସ୍‌ଏ-୧ ଖାତା ଦେଖା, ୫୬ଟି କେନ୍ଦ୍ରରେ ହେବ ମୂଲ୍ୟାୟନ

କଟକ : ମାଟ୍ରିକ୍‌ ସମେଟିଭ୍‌ ଆସେସ୍‌ମେଣ୍ଟ୍‌ (ଏସ୍‌ଏ)-୧ ପରୀକ୍ଷା ଖାତା ଦେଖା ଡିସେମ୍ବର ୯ ତାରିଖରୁ ଆରମ୍ଭ ହେବ । ରାଜ୍ୟର ବିଭିନ୍ନ ଜିଲ୍ଲାରେ ଖୋଲିଥିବା ମୋଟ୍‌ ୫୬ଟି ମୂଲ୍ୟାୟନ କେନ୍ଦ୍ରରେ ଏହି ଖାତାଦେଖା ଆସନ୍ତା ୧୯ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ମାଧ୍ୟମିକ ଶିକ୍ଷା ପରିଷଦ
Read More...

ଲ୍ୟାଣ୍ଡମାଇନ୍ ବିସ୍ଫୋରଣ : ୩ ଅଟକ

ବୌଦ୍ଧ, (କେପିଏନ୍‌ଏସ୍‌) : ବୌଦ୍ଧ ବନଖଣ୍ଡ ଅନ୍ତର୍ଗତ ବୌଦ୍ଧ ରେଞ୍ଜର ଗୁରୁଜିମୁଣ୍ଡା ନିକଟରେ ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣ । ବନ ବିଭାଗ ଗଞ୍ଜେଇ ଚାଷ ନଷ୍ଟ କରିବାକୁ ଯିବା ସମୟରେ ଏହି ଲ୍ୟାଣ୍ଡମାଇନ୍ ବିସ୍ଫୋରଣ ହୋଇଥିବା ଜଣାପଡିଛି । ସୂଚନାନୁଯାୟୀ, ରବିବାର ବୌଦ୍ଧ ପୋଲିସ ଓ ବନ ବିଭାଗ
Read More...

ତଲାଗା ଠାରେ ନୂତନ ଧାନ ମଣ୍ଡି ଉଦ୍‌ଘାଟିତ

କୋକସରା : କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ବଡ଼ ପୋଡ଼ାଗୁଡା ପଞ୍ଚାୟତ ତଲାଗା ଠାରେ ନୂତନ ଧାନ ମଣ୍ଡି ଉଦ୍‌ଘାଟିତ ହୋଇଛି । ରବିବାର କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦ୍‌ଘାଟନ କରିଛନ୍ତି । ଏହି ଅବସରରେ ସମ୍ମାନିତ ଅତିଥି ଭାବେ ଆମପାଣି
Read More...

ପାରିବାରିକ କଳହକୁ କେନ୍ଦ୍ରକରି ଯୁବକଙ୍କ ଆତ୍ମହତ୍ୟା

ଜଳେଶ୍ଵର : ପାରିବାରିକ କଳହକୁ କେନ୍ଦ୍ରକରି ଯୁବକଙ୍କ ଆତ୍ମହତ୍ୟା । ବେକରେ ଗାମୁଛା ଦେଇ ଆତ୍ମହତ୍ୟା କଲେ ୧୮ ବର୍ଷୀୟ ଯୁବକ । ମୃତକ ଜଣଙ୍କ ହେଲେ ବାଲେଶ୍ୱର ଜିଲ୍ଲା ବାଲିଆପାଳ ଥାନା ଖପରାପଦା ଗ୍ରାମର ସ୍ଵପ୍ନେଶ୍ଵର ପ୍ରତାପ ସାହୁ ।ସୂଚନା ଅନୁଯାୟୀ, ବାଲିଆପାଳ ଥାନା ଖପରାପଦା ଗ୍ରାମର
Read More...

ରାଉରକେଲାରେ ‘ଶବ୍ଦ ସୁରଭି’ର ଉନ୍ମୋଚନ

ରାଉରକେଲା, (ସସ୍ମିତା ପ୍ରଧାନ) : ଉତ୍କଳୀୟ ସଂସ୍କୃତିର ଅନନ୍ୟ ପରିଭାଷା 'ଶବ୍ଦ ସୁରଭି' ରାଉରକେଲାର ସିଭିଲ୍ ଟାଉନସିପ ସ୍ଥିତ ପାତଞ୍ଜଳି ପାର୍କ ଠାରେ ଉନ୍ମୋଚିତ ହୋଇଯାଇଛି । ପଶ୍ଚିମ ଓଡିଶା ବୃହତ୍ତର ଚଷାଖଣ୍ଡ ସମାଜର ଖଣ୍ଡାୟତ (ଚାଷୀ) ରାଉରକେଲାର ସଭାପତି ସନତ କୁମାର ପ୍ରଧାନଙ୍କ
Read More...

ସମ୍ବିଧାନ ଉପରେ ଆଲୋଚନାଚକ୍ର ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜିଲ୍ଲା ଦଳିତ ବିକାଶ ମଞ୍ଚ ବଲାଙ୍ଗିର ଆନୁକୂଲ୍ୟରେ ସ୍ଥାନୀୟ ସାମ୍ବାଦିକ ଭବନ ଠାରେ ନଟରାଜ ନାଗଙ୍କ ଅଧ୍ୟକ୍ଷତାରେ ଭାରତର ସମ୍ବିଧାନ ଉପରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ବିଶିଷ୍ଟ ଆଇନଜୀବୀ ପ୍ରୀତିସାଗର ମହାନନ୍ଦ ମୁଖ୍ୟ ଆଲୋଚକ ଭାବରେ ଯୋଗ
Read More...