Daily Archives

ୱାଇଏମଏଫଆଇ ପକ୍ଷରୁ ସଙ୍ଗୀତ ଓ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ୱାଇଏମଏଫଆଇ ରିଦିମ୍ ପକ୍ଷରୁ ସ୍ଥାନୀୟ ସିଭିକ୍ ସେଣ୍ଟର୍ ଠାରେ ଏକ ମନୋଜ୍ଞ ସଂଗୀତ କାର୍ଯ୍ୟକ୍ରମ ‘ଓସନ୍ ଅଫ୍ ମ୍ୟୁଜିକ୍‌’ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ରାଉରକେଲା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ ସାରଦା ପ୍ରସାଦ ନାୟକ ମୁଖ୍ୟ ଅତିଥି
Read More...

କବିତା : ହୋ ପଣ୍ଡିତେ

ବିଜୟ ପ୍ରଧାନ ମତେ ଏତେ ଉପରକୁନିଅ ନାହିଁ ପଣ୍ଡିତେମୁଁ ମାଟିର ମଣିଷପାଦ ଲାଖିଥାଉ ଏମିତି ମାଟିରେ … ମୋର ପ୍ରଶ୍ନମାନଙ୍କ ପରି ମୁଁନିହାତି ତୁଚ୍ଛ ଓ ଅବାନ୍ତରମତେ ନିଜ ସାମ୍ନାରେ ଥୋଇବିଚାର ନ କର । ମୋର ହେବାର ନାହିଁ ଛଞ୍ଚାଣଉଡ଼ାଣ ଖୋର ମନଭୁରତେଇ ଖଞ୍ଜନାହିଁମହମର ଡେଣାବରଂ ନ
Read More...

ପାଇକମାଲ ନାଗରିକ କମିଟିର ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ସ୍ଥିତ ନୃସିଂହନାଥ ଧର୍ମଶାଳା ପରିସରରେ ସୋମବାର ସନ୍ଧ୍ୟାରେ ନାଗରିକ କମିଟିର ଏକ ଜରୁରି ବୈଠକ ମନୋଜ ତ୍ରିବେଦୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ପାଇକମାଲ ବ୍ଲକର ବିଭିନ୍ନ ଉନ୍ନତିମୂଳକ କାମ କରାଯିବା ପାଇଁ କମିଟି ସଭ୍ୟମାନେ
Read More...

ଶିଶୁକନ୍ୟାଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ ମହଙ୍ଗା ପଡ଼ିଲା : ପୋକ୍‌ସୋ କୋର୍ଟଙ୍କ ୭୭ ଦିନ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ…

ବୁଲନ୍ଦସହର : ଉତ୍ତରପ୍ରଦେଶର ବୁଲନ୍ଦସହରର ପୋକ୍‌ସୋ କୋର୍ଟ ଜଣେ ୧୦ ବର୍ଷର ନାବାଳିକାକୁ ନିର୍ଯ୍ୟାତନା ଦେବା ମାମଲାରେ ଏକ ଐତିହାସିକ ରାୟ ଦେଇଛନ୍ତି । ଏଠାରେ ପୋକ୍‌ସୋ କୋର୍ଟ ଅଭିଯୁକ୍ତଙ୍କୁ ମାତ୍ର ୭୭ ଦିନ ମଧ୍ୟରେ ଦଣ୍ଡିତ କରିଛନ୍ତି । ଜଣେ ନାବାଳିକାଙ୍କୁ ନିର୍ଯ୍ୟାତନା ମାମଲାରେ
Read More...

ଅଏଁଲାପାଲି ଗିରି ଗୋବର୍ଦ୍ଧନ ପୂଜା ଉଦ୍‌ଯାପିତ

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ନିକଟସ୍ଥ ଅଏଁଲାପାଲି କେନାଲ୍ ଛକଠାରେ ଚାଲିଥିବା କଂସ ଦରବାର କଂସ ବଧ ସହିତ ଉଦ୍‌ଯାପିତ ହୋଇଯାଇଛି । ଦୀର୍ଘ ୫ ଦିନ ଧରି ଚାଲିଥିବା କଂସ ଦରବାର କାର୍ଯ୍ୟକ୍ରମରେ ବରଗଡ଼ ଧନୁଯାତ୍ରାରେ ପୂର୍ବରୁ କଂସ ଭୂମିକାରେ ଅଭିନୟ କରୁଥିବା
Read More...

ଆଏଜ୍‌ ‘ବଲାଙ୍ଗିର ଦିନ୍‌’ : ବଲାଙ୍ଗିରିଆ ମନ୍‌ ଗହ ଗହ, ଦୁଲ୍‌କି ଯିବା କୋଶଳ କଳାମଣ୍ଡଳ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଏଜ୍‌ ‘ବଲାଙ୍ଗିର ଦିନ୍‌’ । ବଲାଙ୍ଗିରିଆ ମାନ୍‌କର୍‌ ମନ୍‌ ବଡ଼ା ଗହ ଗହ । ଦୁଲ୍‌କି ଯିବା କୋଶଳ କଳାମଣ୍ଡଳ । ‘ବଲାଙ୍ଗିର ଦିନ୍‌’କେ ଉସତ୍‌ ଉସ୍‌ନାକ୍‌ ଥି ପାଲନ୍‌ କର୍‌ବାକେ ଆୟୋଜକ କମିଟି ଭିନେ ଭିନେ କାର୍ଯ୍ୟକ୍ରମ୍‌ ମାନେ ହାତ୍‌କେ ନେଇଛେ ଆର୍‌
Read More...