Daily Archives

ସ୍ୱକୀୟ ମତ : ଧର୍ମ, ବିଜ୍ଞାନ ଓ ଆମେ

ଜୟଶ୍ରୀ ସାହୁ ଯଦିଓ ବହୁତ କିଛି ପରିବର୍ତନ ହେଲାଣି, ତଥାପି ପାରମ୍ପରିକ ଧର୍ମବିଶ୍ଵାସ ଅନୁଯାୟୀ ଓଡିଶାର ପଶ୍ଚିମାଞ୍ଚଳର ନାରୀମାନେ ରଜ ସଂକ୍ରାନ୍ତି ସମୟରେ ଋତୁମତୀ ହେଲେ ଚାରିଦିନ ଧରି କେବଳ ଫଳାହାର କରନ୍ତି । ଅଥଚ, ସମାନ ଅବସ୍ଥାରେ ରଜ ସମୟରେ ପୂର୍ବାଞ୍ଚଳର ନାରୀ ମାଛ ମାଂସ ପ୍ରଚୁର
Read More...

କୁଚିଆ ମଦ ବିକ୍ରି ବନ୍ଦ ଦାବୀରେ ଥାନା ଘେରିଲେ ମହିଳା

ଦେଓଗାଁ, (କେପିଏନ୍‌ଏସ୍‌) : ଦେଓଗାଁ ଥାନା ଅନ୍ତର୍ଗତ ସାରସବାହାଲ ଗାଁରେ ତୁରନ୍ତ କୁଚିଆ ମଦ ବିକ୍ରି ବନ୍ଦ କରିବା ଦାବୀରେ ମହିଳାମାନେ ସୋମବାର ଥାନା ଘେରାଉ କରିଥିଲେ । ସେମାନଙ୍କ ଅଭିଯୋଗ ଅନୁସାରେ ସାରସବାହାଲ ଗାଁରେ ବେଆଇନ ଭାବେ ମଦ କାରବାର ହେଉଛି । ଏଥିଯୋଗୁଁ ଅସନ୍ତୋଷ ବଢୁଛି । ଗାଁର
Read More...

ସମୁଦ୍ରରେ ଡଙ୍ଗା ବୁଡ଼ି ଧୀବର ମୃତ, ୨ ଉଦ୍ଧାର

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ମାଛ ଧରିବାକୁ ଯାଇଥିବା ବେଳେ ସମୁଦ୍ର ମଝିରେ ମାଛ ଧରା ବୋଟ୍‌ରେ ଲାଗିଥିବା ମୋଟର ଫ୍ୟାନ୍‌ ଭାଙ୍ଗି ଯିବାରୁ ଡଙ୍ଗା ଓଲଟିପଡିଥିବା ଜଣାପଡିଛି । ତେବେ ଏହି ଦୁର୍ଘଟଣାରେ ଜଣେ ଧୀବରଙ୍କ ମୃତ୍ୟୁ ଘଟିଥିବା ବେଳେ ଦୁଇ ଜଣ ଧୀବର କୌଣସି ମତେ ବର୍ତ୍ତିଯାଇଥିବା
Read More...

କଂସର ବଜାର ପ୍ରାଙ୍ଗଣରେ ଗାଁ କଳାକାର ସମ୍ମିଳନୀ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ କଂସର ଗ୍ରାମର ବଜାର ପ୍ରାଙ୍ଗଣରେ ଗାଁ କଳାକାର ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ସମ୍ମିଳନୀରେ ଚାରୋଟି ପଞ୍ଚାୟତ ଯଥା ଦହିଁତା, ଦହିଗାଁ, କଂସର ଓ ବୁଡାମାଲ ପଞ୍ଚାୟତର ବିଭିନ୍ନ କଳାକାରମାନଙ୍କୁ ନେଇ ଅନୁଷ୍ଠିତ ହୋଇଯାଇଛି । ଏଥିରେ
Read More...

ବିରୁଡ଼ି ଆକ୍ରମଣରେ ମହିଳା ଗୁରୁତର

ନୂଆଗଡ : ଗଜପତି ଜିଲ୍ଲା ନୂଆଗଡ ବ୍ଲକର ଖଜୁରୀପଦାରେ ଜଣେ ମହିଳା ବଣକୁ ଯାଇଥିବା ବେଳେ ବିରୁଡି ଆକ୍ରମଣର ଶିକାର ହୋଇ ଗୁରୁତର ଅବସ୍ଥାରେ ଖଜୁରୀପଦା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଥିବା ଜଣାପଡିଛି । ମହିଳା ଜଣକ ସେହି ଗ୍ରାମର ଯଶୋଦା ବେହର୍ଦଲାଇ ବୋଲି ଜଣାପଡିଛି । ସୂଚନା
Read More...

ଆଜି ବିଶ୍ୱ ଶାକାହାରୀ ଦିବସ

ନୂଆଦିଲ୍ଲୀ : ପଶୁ ଉତ୍ପାଦର ବ୍ୟବହାର ଓ ପଶୁଙ୍କ ଶୋଷଣଠାରୁ ଦୂରେଇ ରହିବାକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ପ୍ରତି ବର୍ଷ ନଭେମ୍ବର ୧ ତାରିଖରେ ପାଳିତ ହୁଏ ବିଶ୍ୱ ଶାକାହାରୀ ଦିବସ । ଜନ୍ତୁଙ୍କ ଶୋଷଣ ବନ୍ଦ କରିବା ସହିତ ଅନ୍ୟ ପ୍ରଜାତିଙ୍କ ପ୍ରତି ଭଲପାଇବା ଓ ଯତ୍ନବାନ ହେବା ଏବଂ
Read More...

ଛିନ୍ଦେଇକେଲାରେ ଅଷ୍ଟପ୍ରହରୀ ନାମଯଜ୍ଞ ଉଦ୍‌ଯାପିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଛିନ୍ଦେଇକେଲା ଗ୍ରାମ ଶ୍ରୀ ଶ୍ରୀ ରାମଜୀ ମନ୍ଦିର ଠାରେ ଅଷ୍ଟପ୍ରହରୀ ନାମଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ଯଜ୍ଞ କର୍ତ୍ତା ଭରତଚନ୍ଦ୍ର ସାହୁ ଓ ନଳିତା ସାହୁଙ୍କ ସ୍ଵ ଉଦ୍ୟମରେ ମନ୍ଦିର ପୂଜକ କର୍ମକାଣ୍ଡ ବିଶାରଦ ଓ ଦକ୍ଷ
Read More...

ଲିଟିସର୍ଗି ଉପସ୍ୱାସ୍ଥ୍ୟକେନ୍ଦ୍ର ଓ ପଞ୍ଚାୟତ ଗୃହ ପାଖ ଗଛରୁ ତାଡ଼ି ବାହାର କରି ବେପାର ଚାଲିଥିବା ଅଭିଯୋଗ

ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା ବୋଡେନ ବ୍ଲକ ସ୍ଥିତ ଲିଟିସର୍ଗି ଗ୍ରାମ ପଞ୍ଚାୟତ ହେଉଛି ବ୍ଲକର ଶୀର୍ଷ ପଞ୍ଚାୟତ । ସେହି ପଞ୍ଚାୟତରେ ଅନେକ ଗରିବ ନିରୀହ ଶ୍ରେଣୀର ଲୋକେ ବସବାସ କରନ୍ତି ଓ କୁଳି ମଜୁରୀ କରି ନିଜ ପରିବାର ପ୍ରତିପୋଷଣ କରିଥାନ୍ତି । କିନ୍ତୁ ପଞ୍ଚାୟତିରାଜ ଓ
Read More...

କେଭି କଲେଜର ତର୍କ ଶାସ୍ତ୍ର ପ୍ରାଧ୍ୟାପକଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା

କଣ୍ଟାବାଞ୍ଜି, (କେପିଏନ୍‌ଏସ୍‌) : କେଭି କଲେଜର ତର୍କ ଶାସ୍ତ୍ର ପ୍ରାଧ୍ୟାପକ ଭଗବାନ ପ୍ରଧାନ ଗତକାଲି ଚାକିରିରୁ ଅବସର ଗ୍ରହଣ କରିଛନ୍ତି । ଦୀର୍ଘ ୩୧ ବର୍ଷ ଏହି କଲେଜରେ ଶିକ୍ଷାଦାନ କରି ସେ ଅବସର ଗ୍ରହଣ କରିଛନ୍ତି । ଅଧ୍ୟକ୍ଷ ସତ୍ୟବ୍ରତ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବିଦାୟକାଳୀନ
Read More...

କୃଷି ବୀମା ପାଉଣା ଦାବୀରେ ତହସିଲଦାରଙ୍କୁ ଭେଟିଲା ଚାଷୀ ସଂଗଠନ

ଖପ୍ରାଖୋଲ, (କେପିଏନ୍‌ଏସ୍‌) : ଖପ୍ରାଖୋଲ ବ୍ଲକ କୃଷକ ସଂଗଠନ ତରଫରୁ ବକେୟା କୃଷି ବୀମା ସମ୍ପର୍କରେ ସୋମବାର ତହସିଲଦାର ଆଦିତ୍ୟ ପ୍ରସାଦ ମିଶ୍ରଙ୍କୁ ଭେଟି ଆଲୋଚନା କରାଯାଇଛି । ବ୍ଲକ କୃଷକ ସଂଗଠନ ସଭାପତି ମୋହନ ସୁନାଙ୍କ ନେତୃତ୍ୱରେ ଗୁଣମଣି ଭୋଇ, ମଧୁସୂଦନ ସାହୁ, ବାବୁଲାଲ ଭୋଇ, ନାରାୟଣ
Read More...