Daily Archives

ବିଜ୍ଞାନର ଦ୍ଵାହିଦେଇ ଧାର୍ମିକ ବିଶ୍ୱାସର ପରିହାସ ନିନ୍ଦନୀୟ- କୁସୁମ

ରାଉରକେଲା, (ସସ୍ମିତା ପ୍ରଧାନ) : ସୂର୍ଯ୍ୟପରାଗ ଦିନ ସର୍ବସାଧାରଣରେ ଚିକେନ ବିରିୟାନୀ ଭୋଜିର ଆୟୋଜନ କରି କୋଟି କୋଟି ହିନ୍ଦୁଙ୍କ ଧାର୍ମିକ ବିଶ୍ୱାସକୁ ପରିହାସ କରିବା ଅତ୍ୟନ୍ତ ନିନ୍ଦନୀୟ ବୋଲି କହିଛନ୍ତି ବିଶ୍ୱହିନ୍ଦୁ ପରିଷଦ ନେତା ଶାନ୍ତନୁ କୁସୁମ । ଏହି ପରିପ୍ରେକ୍ଷୀରେ ଭିଏଚପି ନେତା
Read More...

ପ୍ରଧାନମନ୍ତ୍ରୀ ଯକ୍ଷ୍ମା ମୁକ୍ତ ଭାରତ ଅଭିଯାନ (ନିକ୍ଷୟ ମିତ୍ର) ସମ୍ବନ୍ଧୀୟ ଜିଲ୍ଲା ସ୍ତରୀୟ ବୈଠକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗତକାଲି ବଲାଙ୍ଗିର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ଓସ୍‌ୱାନ ଭିଡିଓ କନଫରେନସିଂ ହଲଠାରେ ପ୍ରଧାନମନ୍ତ୍ରୀ ଯକ୍ଷ୍ମା ମୁକ୍ତ ଭାରତ ଅଭିଯାନ ସମ୍ବନ୍ଧୀୟ ଜିଲ୍ଲା ସ୍ତରୀୟ ବୈଠକ ଭିଡିଓ କନଫରେନସିଂ ଜରିଆରେ ଅତିରିକ୍ତ ଜିଲ୍ଲାପାଳ ଲମ୍ବୋଦର ଧରୁଆଙ୍କ
Read More...

ଶାସ୍ତ୍ରୀଜୀ ଯୁବ କ୍ଲବ ଓ ଦଲପାଲି ଗ୍ରାମବାସୀଙ୍କ ଦ୍ୱାରା ଓଏଏସ୍‌ ପାଇଥିବା ନିତୁଶ୍ରୀ ମେହେରଙ୍କୁ ବିପୁଳ ସ୍ୱାଗତ…

ପାଟଣାଗଡ, (ଗୋରେଖନାଥ ବରିହା) : ପାଟଣାଗଡ଼ ବ୍ଲକ ଦଲପାଲି ଗ୍ରାମର ସ୍ଥାନୀୟ ଶାସ୍ତ୍ରୀଜୀ ଯୁବ କ୍ଲବ ଖେଳ ପଡିଆଠାରେ ଗ୍ରାମର ସମସ୍ତ ଗ୍ରାମବାସୀ ତଥା ସମସ୍ତ କ୍ଲବ ସଦସ୍ୟ ଉପସ୍ଥିତ ରହିଥିଲେ । ଗ୍ରାମବାସୀ ମାନେ ଏକ ଶୋଭାଯାତ୍ରାରେ ବାହାରି ଓଏଏସ୍‌ ପାଇଥିବା ନିତୁଶ୍ରୀ ମେହେରଙ୍କୁ ସ୍ୱାଗତ
Read More...

ଖପ୍ରାଖୋଲରେ ବ୍ଲକସ୍ତରୀୟ ଶିଶୁ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ

ପାଟଣାଗଡ, (ଗୋରେଖନାଥ ବରିହା) : ପାଟଣାଗଡ ଉପଖଣ୍ଡ ଖପ୍ରାଖୋଲ ବ୍ଲକର ୧୪ଟି କ୍ଲଷ୍ଟରକୁ ନେଇ ଖପ୍ରାଖୋଲ ସରକାରୀ ହାଇସ୍କୁଲଠାରେ ବ୍ଲକସ୍ତରୀୟ ଶିଶୁ ମହୋତ୍ସବ ସୁରଭି ୨୦୨୨ ଅନୁଷ୍ଠିତ ହୋଇଯାଇଛି । ଖପ୍ରାଖୋଲ ବ୍ଲକ ଶିକ୍ଷାଧିକାରୀ ଦେବରାଜ ପାଣିଗ୍ରାହୀଙ୍କ ଆବାହକତ୍ୱରେ ଆୟୋଜିତ ଏହି
Read More...

ଜାତୀୟ ସ୍ତରରେ ବି+ ମାନ୍ୟତା ପାଇଲା ପାଟଣାଗଡ଼ ଜବାହାରଲାଲ ମହାବିଦ୍ୟାଳୟ

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ର ଜଣାଶୁଣା ସର୍ବ ପୁରାତନ ଜବାହାରଲାଲ କଲେଜକୁ ଜାତୀୟ ସ୍ତରରେ ମାନ୍ୟତା ମିଳିଛି । ଜାତୀୟ ମୂଲ୍ୟାଙ୍କନ ଏବଂ ସ୍ୱୀକୃତି ପରିଷଦ(ନାଗ୍) ଦ୍ଵାରା ଜାତୀୟ ସ୍ତରରେ ବି+ ଗ୍ରେଡର ମାନ୍ୟତା ପାଇଛି । ଜିଲ୍ଲାରେ ପ୍ରଥମ କରି ପାଟଣାଗଡ଼ ଜବାହାରଲାଲ
Read More...

ଚନ୍ଦ୍ରମଣି ନାଟ୍ୟ ସଂଘର ସାଧାରଣ ବୈଠକ

୨୦୨୩ରେ ମହାସମାରୋହରେ ପାଳନ ହେବ ଶତ ବାର୍ଷିକୀ ଉତ୍ସବ ମ.ରାମପୁର, (ହେମନ୍ତ ସାହୁ) : ଓଡ଼ିଶାର ଅଗ୍ରଣୀ ନାଟ୍ୟ ସଂଘ ହେଉଛି ଚନ୍ଦ୍ରମଣି ନାଟ୍ୟ ସଂଘ । ଯାହା ୧୯୨୩ ମସିହାରେ ପ୍ରତିଷ୍ଠା କରାଯାଇଥିଲା । ଏହି ସଂଘର ଆସନ୍ତା ବର୍ଷ ହେଉଛି ଶତ ବାର୍ଷିକୀର ବର୍ଷ । ଶତ ବାର୍ଷିକୀ ସମାରୋହ ପାଇଁ
Read More...

ଗ୍ରାମାଞ୍ଚଳରେ ସ୍ୱେଚ୍ଛାକୃତ ରକ୍ତଦାନ ପାଇଁ ସାଇକ୍ଲୋଥନ କାର୍ଯ୍ୟକ୍ରମ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ ଅନ୍ତର୍ଗତ ବୁର୍ଡା ଗ୍ରାମରେ ରେଡକ୍ରସ ସୋସାଇଟିର ସଦସ୍ୟମାନଙ୍କ ତରଫରୁ ନୂତନ ରକ୍ତଦାତା ସୃଷ୍ଟି କରିବା ପାଇଁ ଏକ ସାଇକ୍ଲୋଥନ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ରେଡକ୍ରସ କର୍ମୀ ରାମ ନାରାୟଣ ଦାଶଙ୍କ
Read More...

ବାଇକ୍‌କୁ ଧକ୍କା ଦେଲା ଟ୍ରକ୍‌ : ୨ ମୃତ

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ସଦର ଥାନା ଗୋବିନ୍ଦପୁର ଫାଣ୍ଡି ଅଞ୍ଚଳର ୫୫ ନଂ ଜାତୀୟ ରାଜପଥରେ ଶୁକ୍ରବାର ଏକ ଟ୍ରକ୍‌ ବାଇକ୍‌କୁ ଧକ୍କା ଦେବା ଫଳରେ ୨ ବାଇକ୍‌ ଆରୋହୀ ରାସ୍ତାକୁ ଛିଟିକି ପଡ଼ିଥିଲେ । ଟ୍ରକ୍‌ଟି ଉଭୟଙ୍କ ଉପରେ ଚଢ଼ି ଯାଇଥିଲା । ଘଟଣାସ୍ଥଳରେ ଦୁଇ ଜଣଙ୍କ ମୃତ୍ୟୁ
Read More...

ଭୀମଭୋଇ ମେଡିକାଲ କଲେଜ ଓ ହସ୍‌ପିଟାଲରେ ବିଶୃଙ୍ଖଳା : ଟାକି ବସିଛନ୍ତି ରୋଗୀ, ଦେଖାନାହିଁ ଅଲ୍‌ଟ୍ରା ସାଉଣ୍ଡ ଡାକ୍ତର

ବଲାଙ୍ଗିର, (କେପିଏନ୍‌ଏସ୍‌) : ଭୀମଭୋଇ ମେଡିକାଲ କଲେଜ ଓ ହସ୍‌ପିଟାଲରେ ବିଶୃଙ୍ଖଳା ଦେଖାଦେଇଛି । ରୋଗୀମାନେ ଟାକି ବସିଥିବା ବେଳେ ଖବର ପ୍ରସାରଣ ପର୍ଯ୍ୟନ୍ତ ଅଲ୍‌ଟ୍ରା ସାଉଣ୍ଡ ଡାକ୍ତରଙ୍କ ଦେଖାନଥିବା ଅଭିଯୋଗ ହୋଇଛି । ସୂଚନାଯୋଗ୍ୟ ଯେ, ସମୟସୂଚୀ ଅନୁସାରେ ଅଲ୍‌ଟ୍ରା ସାଉଣ୍ଡ ପାଇଁ
Read More...

ଗଞ୍ଜାମ ଜିଲ୍ଲାସ୍ତରୀୟ ପରିମଳ ଓ ବର୍ଜ୍ୟବସ୍ତୁ ସମ୍ୱନ୍ଧୀୟ କର୍ମଶାଳା ଅନୁଷ୍ଠିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ପରିଷଦ ଭବନ ଋଷିକୁଲ୍ୟା ସମ୍ମିଳନୀ କକ୍ଷରେ ଗଞ୍ଜାମ ଜିଲ୍ଲାସ୍ତରୀୟ ପରିମଳ ଓ ବର୍ଜ୍ୟବସ୍ତୁ ସମ୍ୱନ୍ଧୀୟ କର୍ମଶାଳା ଗୁରୁବାର ଅନୁଷ୍ଠିତ ହୋଇଯାଇଛି । ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଏକ
Read More...