Daily Archives

ବାପାକୁ ପୁଅର ମାଡ : ସଦର ଥାନାର ଦ୍ୱାରସ୍ଥ ହେଲେ ବାପା

ବଲାଙ୍ଗିର, (କେପିଏନଏସ୍‌) : ବାପାକୁ ପୁଅର ମାଡ । ଏମିତି ଏକ ଘଟଣା ଘଟିଛି ବଲାଙ୍ଗିର ସଦର ଥାନା ଅନ୍ତର୍ଗତ ବିରମୁଣ୍ଡା ଗ୍ରାମରେ । ତେବେ ଏହାକୁ ନେଇ ବାପା ମନ୍ମଥ ମନହୀରା ସଦର ଥାନାର ଦ୍ୱାରସ୍ଥ ହୋଇ ବଡ ପୁଅ ସୁବୋଧ ବିରୋଧରେ ଏତଲା ଦେଇଛନ୍ତି ।
Read More...

ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୪୧ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୪୧ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ୦ରୁ ୧୮ ବର୍ଷ ବୟସ ମଧ୍ୟରେ ୫ ଜଣ ଚିହ୍ନଟ ହୋଇଥିବା ବେଳେ ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୩୩୪ ରହିଥିବା ବେଳେ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୨୪
Read More...

ବଲାଙ୍ଗିର ବିଧାନସଭାର କାର୍ଯ୍ୟକର୍ତ୍ତା ସମ୍ମିଳନୀ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ବିଧାନସଭାର କାର୍ଯ୍ୟକର୍ତ୍ତା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ବଲାଙ୍ଗିରରୁ ଆପ୍ ଜିଲ୍ଲା ସଭାପତି ତଥା ରାଷ୍ଟ୍ରୀୟ ପରିଷଦ ସଦସ୍ୟ ଆଶିଷ ପାଣ୍ଡେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ ଏବଂ କଣ୍ଟାବାଞ୍ଜି ଇନ୍‌ଚାର୍ଜ ସୁରଥ ବେହେରା, ବଲାଙ୍ଗିରରୁ
Read More...

ଜନ୍ମ ଦିନରେ ନିଜର ଚକ୍ଷୁଦାନ ପଞ୍ଜିକରଣ କଲେ ସୋମା ପ୍ରଧାନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଭୀମ ଭୋଇ ମେଡିକାଲ୍‌ରେ ସୋମା ପ୍ରଧାନ ତାଙ୍କର ଜନ୍ମ ଦିନରେ ନିଜର ଚକ୍ଷୁଦାନ ପଞ୍ଜିକରଣ କରିଛନ୍ତି । ଭୀମ ଭୋଇ ହସ୍ପିଟାଲ୍ ଚକ୍ଷୁ ବିଭାଗର ଡା. ନିହାରିକା ଶର୍ମାଙ୍କୁ ଭେଟି ଚକ୍ଷୁଦାନ ପଞ୍ଜିକରଣ କରିଥିଲେ । ସାଂପ୍ରତିକ ସମୟରେ ଲୋକେ ବିଭିନ୍ନ ଦୁର୍ଘଟଣାରେ
Read More...

ଲାଲଟିକ୍ରାଠାରେ ସ୍କୁଲ ବସ୍‌ ଚାଳକ ଓ କାର୍‌ ଚାଳକଙ୍କ ମଧ୍ୟରେ ଧସ୍ତାଧସ୍ତି

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ପାଟଣାଗଡ ରୋଡ୍‌ ସ୍ଥିତ ଲାଲଟିକ୍ରା ଠାରେ ଏକ ଘରୋଇ ସ୍କୁଲ ବସ୍‌ ଚାଳକ ଓ କାର୍‌ ଚାଳକଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିବା ବେଳେ ସ୍କୁଲ ବସ୍‌ ଚାଳକ ଜଣକ ଓ କାର୍‌ ଚାଳକ ଟାଉନ ଥାନାର ଦ୍ୱାରସ୍ଥ ହୋଇଛନ୍ତି । ସାଇଟ ମରାକୁ କେନ୍ଦ୍ର କରି ଏହି ଝଗଡା
Read More...

ପୁଇଁତଲାରେ ଗିରି ଗୋବର୍ଦ୍ଧଧନ ପୂଜା ଅନୁଷ୍ଠିତ : ଯୋଗ ଦେଲେ ବିଧାୟକ ନରସିଂହ ମିଶ୍ର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ପୁଇଁନ୍ତଲା ଠାରେ ଗିରି ଗୋବର୍ଦ୍ଧନ ପୂଜା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ପୂଜା କମିଟି ତରଫରୁ ଜଳନ୍ଧର ଦରବାର ଆୟୋଜିତ ହୋଇଥିବା ବେଳେ ଏହି ଜଳନ୍ଧର ଦରବାରର ପ୍ରଥମ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଛନ୍ତି କଂଗ୍ରେସ
Read More...

ଗୌରହରି ଦାସ ପାଇଲେ ସମ୍ମାନଜନକ ଶାରଳା ପୁରସ୍କାର

ଭୁବନେଶ୍ୱର : ବିଶିଷ୍ଟ କଥାକାର ଗୌରହରି ଦାସ ପାଇଲେ ଚଳିତ ବର୍ଷର ମର୍ଯ୍ୟାଦାଜନକ 'ଶାରଳା ପୁରସ୍କାର' । ସ୍ୱତନ୍ତ୍ର ଉତ୍ସବରେ ଡ.ଦାସଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି । ୨୦୧୮ରେ ଟାଇମ୍‌ପାସ୍‌ ପବ୍ଲିକେସନ ପକ୍ଷରୁ ପ୍ରକାଶିତ ଡ. ଦାସଙ୍କ ଗଳ୍ପ ସଂକଳନ 'ବାଘ ଓ ଅନ୍ୟାନ୍ୟ ଗଳ୍ପ' ପାଇଁ
Read More...

କୋକଡୁଙ୍ଗରିଠାରେ ସ୍ମୃତି ସମ୍ବର୍ଦ୍ଧନା ସଭା

ଯୁବ ସାମ୍ବାଦିକ ହୁଲେଶ୍ୱର ହଂସଙ୍କୁ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧିତ ବଙ୍ଗୋମୁଣ୍ଡା, (ହୁଲେଶ୍ୱର ହଂସ) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଡଙ୍ଗରପଡା ପଞ୍ଚାୟତ କୋକଡୁଙ୍ଗରି ଠାରେ ସାର୍ବଜନୀନ ଗିରି ଗୋବର୍ଦ୍ଧନ ପୂଜା କମିଟିର ପଞ୍ଚସଖା ସତସଙ୍ଗ କମିଟି ପକ୍ଷରୁ ସ୍ମୃତି ସମ୍ବର୍ଦ୍ଧନା
Read More...

୨୦ ବାଂଲାଦେଶୀ ମତ୍ସ୍ୟଜୀବୀଙ୍କୁ ଉଦ୍ଧାର କଲା ଭାରତୀୟ ତଟରକ୍ଷୀ ବାହିନୀ

• ଉଦ୍ଧାର ମତ୍ସ୍ୟଜୀବୀଙ୍କୁ ବାଂଲାଦେଶ ପ୍ରତିପକ୍ଷଙ୍କୁ ହସ୍ତାନ୍ତର କରାଗଲା ନୂଆଦିଲ୍ଲୀ, (ପିଆଇବି) : ସମୁଦ୍ରରେ ଫସି ରହିଥିବା ୨୦ ଜଣ ବାଂଲାଦେଶୀ ମତ୍ସ୍ୟଜୀବୀଙ୍କୁ ଉଦ୍ଧାର କରିଛି ଭାରତୀୟ ତଟରକ୍ଷୀ ବାହିନୀ (ଆଇସିଜି) । ଅକ୍ଟୋବର ୨୫ ତାରିଖରେ ଭାରତ-ବାଂଲାଦେଶ ଅନ୍ତର୍ଜାତୀୟ
Read More...

ବ୍ଲକସ୍ତରୀୟ ଶିଶୁ ମହୋତ୍ସବ ସୁରଭି ୨୦୨୨ ଅନୁଷ୍ଠିତ

ରାଉରକେଲା, (କେପିଏନ୍‌ଏସ୍‌) : ଲାଠିକଟା ବ୍ଲକର ୧୩ଟି କ୍ଲଷ୍ଟରକୁ ନେଇ ଜଲଦା ସରକାରୀ ହାଇସ୍କୁଲ ଠାରେ ବ୍ଲକସ୍ତରୀୟ ଶିଶୁ ମହୋତ୍ସବ ସୁରଭି ୨୦୨୨ ଅନୁଷ୍ଠିତ ହୋଇଯାଇଛି । ଲାଠିକଟା ବ୍ଲକ ଶିକ୍ଷାଧିକାରୀ ଦେବେନ୍ଦ୍ର ସାଙ୍କ ଆବାହକତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ସଭ୍ୟ
Read More...