Daily Archives

ବାତ୍ୟାକୁ ନେଇ ସତର୍କ ରହିବାକୁ କହିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ

କୋଲକତା : ସଂପ୍ରତି ଉତ୍ତର-ପଶ୍ଚିମ ଏବଂ ଏହାର ପାର୍ଶ୍ୱବର୍ତ୍ତୀ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଥିବା ସାମୁଦ୍ରିକ ବାତ୍ୟାକୁ ନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ସତର୍କ ରହିବାକୁ ସମୁଦ୍ରକୂଳବର୍ତ୍ତୀ ଜିଲ୍ଲାର ଲୋକମାନଙ୍କୁ କହିଛନ୍ତି । ବାତ୍ୟାକୁ ନେଇ ସବୁ ବିଭାଗ ସହ ବୈଠକ କରିବା ପରେ
Read More...

ଆକାଶଦୀପ ବାଣ ଖସିପଡି ଗୋପବନ୍ଧୁଙ୍କ ଷଠିଘରେ ଅଗ୍ନିକାଣ୍ଡ

ସାକ୍ଷୀଗୋପାଳ : ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଲକ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଷଠିଘରେ ଦୀପାବଳୀ ସନ୍ଧ୍ୟାରେ ଆକଷ୍ମିକ ଅଗ୍ନିକାଣ୍ଡ ଘଟିଛି । ଦୀପାବଳୀ ଅବସରରେ ଏହି ଅଘଟଣକୁ ନେଇ ଗ୍ରାମବାସୀମାନେ ଦୁଃଖ ପ୍ରକାଶ କରିଛନ୍ତି । ଘରର ଗୋଟିଏ ବଖରା ଅଗ୍ନିକାଣ୍ଡରେ ଜଳିଯାଇଥିବା ବେଳେ,
Read More...

ଆମେରିକାର ସେଣ୍ଟ ଲୁଇସ ହାଇସ୍କୁଲରେ ଗୁଳିକାଣ୍ଡ : ୨ ମୃତ

ମିସୌରି : ଆମେରିକାର ସେଣ୍ଟ ଲୁଇସ ହାଇସ୍କୁଲରେ ଗୁଳିକାଣ୍ଡ ଘଟି ୨ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ସେଣ୍ଟ ଲୁଇସ ପୋଲିସ ନିର୍ଦ୍ଦେଶକ ମାଇକ ସୈକଙ୍କ ସୂଚନା ଅନୁସାରେ, ସେଣ୍ଟ ଲୁଇସ ହାଇସ୍କୁଲ, ମିସୌରିରେ ହୋଇଥିବା ଗୁଳିକାଣ୍ଡରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୬ ଜଣ ଆହତ ହୋଇଛନ୍ତି
Read More...

ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୨୫ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୨୫ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ୦ରୁ ୧୮ ବର୍ଷ ବୟସ ମଧ୍ୟରେ ୨ ଜଣ ଚିହ୍ନଟ ହୋଇଥିବା ବେଳେ ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୩୯୭ ରହିଥିବା ବେଳେ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୧୪ ଜଣ
Read More...

ସରପଞ୍ଚ ହେବତ ଏମିତି : ଲାଇଟଖୁମ୍ବକୁ ନିଜେ ଚଢି ଲାଇଟ ଲଗାଇଲେ ସରପଞ୍ଚ

ପାଟଣାଗଟଡ, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ପାଟଣାଗଡ ଉପଖଣ୍ଡ ବେଲପଡା ବ୍ଲକ ଅନ୍ତର୍ଗତ ଧୁମାଭଟା ଗ୍ରାମ ପଞ୍ଚାୟତ ସରପଞ୍ଚ ବନମାଳୀ ନାଏକ ସାରା ଜିଲ୍ଲାରେ ଏବେ ଚର୍ଚ୍ଚାରେ ରହିଛନ୍ତି । ସରପଞ୍ଚ ଶ୍ରୀ ନାଏକଙ୍କୁ ଲାଇଟ ଜଳୁନଥିବା ଗ୍ରାମବାସୀ ଖବର ଦେଇଥିବା ବେଳେ ଖବର ଶୁଣି ସଙ୍ଗେ
Read More...

କାରଗିଲ୍‌ଠାରେ ସଶସ୍ତ୍ର ସେନା ବାହିନୀ ସହିତ ଦୀପାବଳୀ ଉତ୍ସବ ପାଳନ କଲେ ପ୍ରଧାନମନ୍ତ୍ରୀ

ଏହି ଅବସରରେ ସାହସୀ ଯବାନ ମାନଙ୍କ ସହିତ ଆଲୋଚନା କଲେ ପ୍ରଧାନମନ୍ତ୍ରୀ“ବର୍ଷ ବର୍ଷ ଧରି, ଆପଣମାନେ ମୋ ପରିବାରର ଏକ ଅଂଶ ହୋଇ ରହି ଆସିଛନ୍ତି”“ଦୀପାବଳି ହେଉଛି ଆତଙ୍କବାଦ ଶେଷ ହେବାର ପର୍ବ”“ଆମେ ଯେଉଁ ଭାରତକୁ ସମ୍ମାନ ଦେଉଛୁ ତାହା କେବଳ ଏକ ଭୌଗୋଳିକ ଅଂଚଳ ନୁହେଁ , ବରଂ ଏକ ଜୀବନ୍ତ
Read More...

ନିମିଶୂଳା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ‘ସୁରଭି’ ଶିଶୁ ମହୋତ୍ସବ ଅନୁଷ୍ଠିତ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଲଙ୍ଗ ପଞ୍ଚାୟତ ଅଧିନସ୍ଥ ନିମିଶୂଳା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଆଞ୍ଚଳିକସ୍ତରୀୟ ଶିଶୁ ମହୋତ୍ସବ 'ସୁରଭି'-୨୦୨୨ ପ୍ରଧାନ ଶିକ୍ଷୟିତ୍ରୀ ମଞ୍ଜୁଲତା ମୁଦୁଲିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି ଶିଶୁ ମହୋତ୍ସବ
Read More...