Daily Archives

ତୁରେକେଲାରେ ଯାତ୍ରୀ ପ୍ରତୀକ୍ଷାଳୟ ଦାବୀ

ତୁରେକେଲା, (କୈଳାଶ ସଗ୍ରିଆ) : ତୁରେକେଲା ବ୍ଲକ ତୁରେକେଲା, ଝରଣୀ, ରାମୁଡ, ଲର୍କି ଛକ ମୁଖ୍ୟ ରାସ୍ତା ଉପରେ ରହିଛି । ଏସବୁ ଛକରୁ ଯାତ୍ରୀମାନେ ବିଭିନ୍ନ ସ୍ଥାନକୁ ଯିବା ପାଇଁ ବସ୍‌, ଟେକ୍ସି, ଅଟୋ ଆଦିକୁ ଅପେକ୍ଷା କରିଥାନ୍ତି । ଯାତ୍ରୀ ପ୍ରତୀକ୍ଷାଳୟ ନଥିବାରୁ ଅଧିକାଂଶ ଲୋକ ହଇରାଣ
Read More...

ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପର ବାମପାର୍ଶ୍ଵ କମାଣ୍ଡ ନିମନ୍ତେ ଭୂତଳ ପାଇପ୍ ଜଳସେଚନ ନେଟ୍‌ୱାର୍କ ପ୍ରଣାଳୀ ପାଇଁ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ କାର୍ଯ୍ୟାଳୟ ସମ୍ମିଳନୀ ପ୍ରକୋଷ୍ଠରେ ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପର ବାମପାର୍ଶ୍ଵ କମାଣ୍ଡ ନିମନ୍ତେ ଭୂତଳ ପାଇପ୍ ଜଳସେଚନ ନେଟ୍‌ୱାର୍କ ପ୍ରଣାଳୀ ପାଇଁ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଯାଇଛି । ଏହି ଚୁକ୍ତିନାମା ଲୋୟର
Read More...

ଛତ୍ରପୁର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପକ୍ଷରୁ ଭାରତରତ୍ନ ଡ. ଏପିଜେ ଅବଦୁଲ୍ କାଲାମ୍‌ଙ୍କ ଜୟନ୍ତୀ ପାଳିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ଭାରତରତ୍ନ ସ୍ୱର୍ଗତ ରାଷ୍ଟପତି ଡ. ଏପିଜେ ଅବଦୁଲ୍ କାଲାମ୍‌ଙ୍କ ଜୟନ୍ତୀ ଦିବସ ପାଳିତ ହୋଇଯାଇଛି । ପ୍ରଧାନ ଆଚାର୍ଯ୍ୟ ରବୀନ୍ଦ୍ରନାଥ ଦାଶଙ୍କ ତତ୍ୱାବଧାନରେ ପାଳନ କରାଯାଇଥିବା ବେଳେ ଏହି ଅବସରରେ
Read More...

କ୍ଷୁଦ୍ରଶସ୍ୟ କ୍ଷେତ୍ର ପରିଦର୍ଶନ କଲେ ବଲାଙ୍ଗିର ଜିଲ୍ଲା କୃଷି ବିଭାଗ

ପାଟଣାଗଡ, (ଗୋରେଖନାଥ ବରିହା) : ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ବ୍ଲକରେ ଓଡିଶା ମିଲେଟ ମିଶନ ତରଫରୁ କରାଯାଉଥିବା କ୍ଷୁଦ୍ରଶସ୍ୟ କୃଷି କ୍ଷେତ୍ରକୁ ବଲାଙ୍ଗିର ଜିଲ୍ଲା କୃଷି ବିଭାଗର ନୋଡାଲ ଅଫିସର ସଦାନନ୍ଦ ନାୟକ, ଗୌନ୍ତିଆ ରଣା ଡ଼ିପିଡ଼ି ଆତ୍ମା, ଡକ୍ଟର ପ୍ରଫୁଲ୍ଲ ଭଞ୍ଜ ଡିଡ଼ିଏଚ୍‌
Read More...

କୁକୁଡ଼ା ଚାଷୀଙ୍କ ସମସ୍ୟା ନେଇ ମୁଖ୍ୟମନ୍ତ୍ରୀ ଉଦ୍ଦେଶ୍ୟରେ ସ୍ମାରକ ପତ୍ର ପ୍ରଦାନ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପିଏଫ୍‌ଡିଏଫ୍, ଓଡିଶାର ଡେଲାଙ୍ଗ ଶାଖା ସଭାପତି ଗୋପାଳ ସ୍ୱାଇଁଙ୍କ ନେତୃତ୍ଵରେ ଶୁକ୍ରବାର କୁକୁଡା ଚାଷୀ ଭାଇମାନେ ଲୁଟରା ବ୍ରଏଲର ଇଣ୍ଟିଗ୍ରେଟର କମ୍ପାନୀମାନଙ୍କର ଚାଷୀମାରଣ ନୀତି ବିରୁଦ୍ଧରେ ଡେଲାଙ୍ଗ ପ୍ରାଣୀ ଚିକିତ୍ସା ଅଧିକାରୀଙ୍କ ଜରିଆରେ
Read More...

ସ୍କୁଲରେ ଶିକ୍ଷକ ନିଯୁକ୍ତି ଦାବୀ ନେଇ ଅଭିଭାବକ ଓ ଛାତ୍ରଛାତ୍ରୀଙ୍କ ରାସ୍ତାରୋକ

ବିଇଓଙ୍କ ପ୍ରତିଶୃତି ପରେ ଧାରଣା ପ୍ରତ୍ୟାହୃତ ପାଟଣାଗଡ, (ଗୋରେଖନାଥ ବରିହା) : ପାଟଣାଗଡ ବ୍ଲକ ମରୁଆଁ ପଂଚାୟତ ପାଢେଲ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷା ବିଭାଗର ଶିକ୍ଷକ ନିଯୁକ୍ତି ଦାବୀରେ ଅଭିଭାବକ ଓ ଛାତ୍ରଛାତ୍ରୀମାନଙ୍କ ସହ ଳୁଚକାଳି ଖେଳ ଖେଳି ଆସୁଥିଲେ । ଯାହାକୁ ନେଇ
Read More...

ହିନ୍ଦ୍ ମଜଦୁର ସଭାର କ୍ରାନ୍ତିବୀର ଲୋକନାୟକ ଜୟପ୍ରକାଶ ନାରାୟଣଙ୍କ ୧୨୧ତମ ଜନ୍ମ ଦିନ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ହିନ୍ଦ୍ ମଜଦୁର ସଭା ସହବନ୍ଧିତ ସୁନ୍ଦରଗଡ଼ ଜିଲ୍ଲା ଶିଳ୍ପାଞ୍ଚଳ ଶ୍ରମିକ ସଭା ତରଫରୁ ବିଶ୍ରା ରୋଡ୍‌ ସ୍ଥିତ ରାଉରକେଲା ମଜଦୁର ସଭାର କାର୍ଯ୍ୟାଳୟ ପ୍ରାଙ୍ଗଣରେ କ୍ରାନ୍ତିବୀର ଲୋକନାୟକ ଜୟପ୍ରକାଶ ନାରାୟଣଙ୍କ ୧୨୧ତମ ଜୟନ୍ତୀ ପାଳନ ଅବସରରେ ରାଉରକେଲା ମଜଦୁର
Read More...

ପୁରୁଣା ପେନ୍‌ସନ୍‌ ବ୍ୟବସ୍ଥା ଲାଗୁ କରିବା ଦାବୀ ନେଇ ଜିଲ୍ଲା ଶିକ୍ଷକ ସଂଘ ବେଲପଡା ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ…

ପାଟଣାଗଡ, (ଗୋରେଖନାଥ ବରିହା) : ନୂତନ ପେନ୍‌ସନ୍‌ ବ୍ୟବସ୍ଥା ୨୦୦୫କୁ ଉଚ୍ଛେଦ କରି ପୁରୁଣା ପେନ୍‌ସନ୍‌ ବ୍ୟବସ୍ଥା ଲାଗୁ କରିବା ପାଇଁ ଗତକାଲି ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ ବେଲପଡା ବ୍ଲକ ସଂଘ ପକ୍ଷରୁ ଏକ ପ୍ରତିବାଦ ରାଲି କରାଯାଇଛି ଏନେଇ ଶିକ୍ଷକ ଶିକ୍ଷୟତ୍ରୀ କର୍ମଚାରୀ ସଂଘ ତାରିଣୀ
Read More...

ଜ୍ଞାନଲୋକର ସମାଜସେବା

ରାଉରକେଲା, (ସସ୍ମିତା ପ୍ରଧାନ) : ସମାଜସେବା ପାଇଁ ପ୍ରତିବଦ୍ଧତା ଥିବା ଜ୍ଞାନଲୋକ ଅନୁଷ୍ଠାନ ତରଫରୁ ସେକ୍ଟର ୨ ସ୍ଥିତ ଖରିଆବାହାଲ ବସ୍ତିଠାରେ ସଫେଇ ଅଭିଯାନ ସହ ଡେଙ୍ଗୁ ସମ୍ପର୍କୀତ ସଚେତନତା କାର୍ଯ୍ୟକ୍ରମ କରାଯାଇଥିଲା । ଅନୁଷ୍ଠାନର ସଭାପତି ଅଜିତ କୁମାର ଦାସଙ୍କ ସଭାପତିତ୍ୱ ଓ ସଂପାଦକ
Read More...

ସରସରାରେ ରାମଲୀଳା ଉପଲେକ୍ଷ ରାବଣ ବରଣ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ ବ୍ଲକ ସରସରା ଗ୍ରାମରେ ଆସନ୍ତା ଡିସେମ୍ବର ମାସ ୩ ତାରିଖରୁ ୯ ତାରିଖ ପର୍ଯ୍ୟନ୍ତ ମା' ସମଲେଶ୍ୱରୀ ମନ୍ଦିର ପ୍ରତିଷ୍ଠା ହେବ । ଏହି ଅବସରରେ ସରସରା ଠାରେ ରାମଲୀଳା ଅନୁଷ୍ଠିତ ହେବ ବୋଲି କମିଟି ତରଫରୁ ସୂଚନା ଦିଆଯାଇଛି । ରାବଣ ବରଣ ଭୂମିକାରେ ଅଭିନୟ
Read More...