Daily Archives

ଅକ୍ଟୋବର ୨୦ ଡେଲାଙ୍ଗରେ ହେବ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଆସନ୍ତା ୨୦ ତାରିଖ ଦିବା ୧୦ ଘଟିକା ସମୟରେ ଡେଲାଙ୍ଗ ବ୍ଲକ୍ ପରିସରରେ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହେବ ବୋଲି ଡେଲାଙ୍ଗ ମଣ୍ଡଳ ଉନ୍ନୟନ ଅଧିକାରୀ ଦିଲ୍ଲୀପ କୁମାର ଷଡଙ୍ଗୀ ସୂଚନା ଦେଇଛନ୍ତି । ଏହି ଶିବିରରେ ଜିଲ୍ଲାସ୍ତରରୁ
Read More...

ଆମ୍ବେଦକର ଯୁବକ ସଂଘ ଫଟାମୁଣ୍ଡା ପକ୍ଷରୁ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଥାନା ଅଧିନସ୍ଥ ସ୍ଥାନୀୟ ଆମ୍ବେଦକର ଯୁବକ ସଂଘ ଆନୁକୂଲ୍ୟରେ ଆଗାମୀ ଅକ୍ଟୋବର ୧୬ ତାରିଖରେ ୧୦ତମ ନୂଆଁଖାଇ ଭେଟ୍‌ଘାଟ୍‌ ଉତ୍ସବ ପାଳନ ନିମନ୍ତେ ସ୍ଥିରୀକୃତ ହୋଇଛି । ଏହା ପୂର୍ବରୁ ଆଜି ଫଟାମୁଣ୍ଡାରେ ୭ ଗୋଟି ମହିଳା ସ୍ୱୟଂ ସହାୟିକା
Read More...

ଗ୍ରାମର ଦୁଇଟି ମନ୍ଦିରକୁ ୧ ଲକ୍ଷ ୫ ହଜାର ଟଙ୍କା ଦାନ କଲେ କାର୍ତ୍ତିକ ଚନ୍ଦ୍ର ଦେବତା

ପଦ୍ମପୁର, (ନିରୋଜ କୁମାର ପାଣୀ) : ବୟସର ଅପରାହ୍ନରେ ନିଜ ପେନସନ ପଇସାରୁ ୧ ଲକ୍ଷ ୫ ହଜାର ଟଙ୍କା ମନ୍ଦିରକୁ ଦାନ କଲେ ୯୪ ବର୍ଷୀୟ ବୃଦ୍ଧ । ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ସୋହେଲା ବ୍ଲକ ଅନ୍ତର୍ଗତ ଚିଚିଣ୍ଡା ଗ୍ରାମର ୯୪ ବର୍ଷୀୟ ବୃଦ୍ଧ କାର୍ତ୍ତିକ ଚନ୍ଦ୍ର ଦେବତା ନିଜ ଗ୍ରାମର ଜଗନ୍ନାଥ
Read More...

ନିର୍ଭୁଲ ଜନ ଗଣନା କ୍ରମରେ ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ଆଦର୍ଶ ଶିକ୍ଷକ ମାର୍କଣ୍ଡ ମିଶ୍ରଙ୍କ ପରଲୋକ

ସୋନପୁର, (କେପିଏନ୍‌ଏସ୍‌) : ନିର୍ଭୁଲ ଜନ ଗଣନା କ୍ରମରେ ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ଆଦର୍ଶ ଶିକ୍ଷକ ମାର୍କଣ୍ଡ ମିଶ୍ରଙ୍କ ପରଲୋକ ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ ମାର୍କଣ୍ଡ ମିଶ୍ର କଳାପଥର ଗ୍ରାମର ଜଣେ ଆଦର୍ଶ ଶିକ୍ଷକ, ଜଣେ ମିଷ୍ଠଭାଷୀ, ଲୋକପ୍ରିୟ ଓ ସ୍ନେହୀ ବ୍ୟକ୍ତିତ୍ୱ ଥିଲେ
Read More...

ଲୋଇସିଂହା ବ୍ଲକରେ ୩ ଜଣ ଯନ୍ତ୍ରୀଙ୍କ ଭରସାରେ ଚାଲିଛି ଉନ୍ନୟନମୂଳକ କାମ

ଲୋଇସିଂହା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଲୋଇସିଂହା ବ୍ଲକରେ ଉନ୍ନୟନମୂଳକ କାମରେ ବ୍ୟାପକ ଅନିୟମିତତା ହେଉଥିବା ଅଭିଯୋଗ ହେଉଛି । କଙ୍କଡାକୁ ଗୋଳିଆ ପାଣି ସୁହାଇଲା ଭଳି ବ୍ଲକର ୨୦ଟି ଯାକ ଗ୍ରାମ ପଞ୍ଚାୟତ ପାଇଁ ମାତ୍ର ୩ ଜଣ କନିଷ୍ଠ ଯନ୍ତ୍ରୀ ଅଛନ୍ତି । ସେମାନଙ୍କ ମଧ୍ୟରୁ ଜଣଙ୍କୁ
Read More...

ବାଲିପଟା ଓ କଲଙ୍ଗାପାଲିରେ ପାଗଳ କୁକୁର ଆତଙ୍କ : କୁକୁର କାମୁଡ଼ାରେ ଶିଶୁକନ୍ୟା ମୃତ, ୩ ଗୁରୁତର ଓ ୯ ଆହତ

ପାଟାଣାଗଡ, (ଗୋରେଖନାଥ ବରିହା) : ବଲାଙ୍ଗିର ଜିଲ୍ଲା ପାଟଣାଗଡ ଥାନା ବାଲିପଟା ଓ କଲଙ୍ଗାପାଲିରେ ପାଗଳ କୁକୁର ଆତଙ୍କ ଖେଳିଯାଇଛି । ପ୍ରଥମେ କଲଙ୍ଗାପାଲି ଗାଁରେ ଜଣେ ମହିଳାକୁ କାମୁଡି ଲହୁଲୁହାଣ କରିବା ପରେ ପରେ ବାଲିପଟା ଗାଁରେ ପାଗଳ କୁକୁର କାମୁଡ଼ାରେ ଜଣେ ତିନି ବର୍ଷର ଶିଶୁକନ୍ୟା
Read More...

ଠିକା କର୍ମଚାରୀଙ୍କୁ ନବୀନ ନିବାସରୁ ଆସିଲା ଡ଼ାକରା : ହୋଇପାରେ ବଡ଼ ଘୋଷଣା

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଖୁବଶୀଘ୍ର ଠିକା କର୍ମଚାରୀଙ୍କୁ ଏକ ବଡ ଆଶ୍ୱସ୍ତି ମିଳିଛି । ଦୀର୍ଘ ଦିନ ପରେ ସେମାନଙ୍କୁ ନବୀନ ନିବାସରୁ ଡାକରା ଆସିଛି । ମିଳିଥିବା ସୂଚନା ଅନୁସାରେ ଗୁରୁବାର ଅପରାହ୍ନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଠିକା କର୍ମଚାରୀ ସଂଘର ପ୍ରତିନିଧିଙ୍କ ମଧ୍ୟରେ
Read More...

ବାଇକ୍ ସହ ବନ୍ୟ ଜନ୍ତୁ ମାଂସ ଜବତ : ଅଭିଯୁକ୍ତ ଫେରାର

ମ.ରାମପୁର, (ହେମନ୍ତ ସାହୁ) : ଆଜି ସକାଳୁ କଳାହାଣ୍ଡି ଜିଲ୍ଲା ଉତ୍ତର ବନଖଣ୍ଡ ଅଧୀନସ୍ଥ ମ.ରାମପୁର ରେଞ୍ଜ ମୋଟଗଣ୍ଡା ଗାଁ ନିକଟରେ ଏକ ମୋଟର ସାଇକେଲରେ ଗୋଟିଏ ଅଖାରେ କିଛି ବନ୍ଧା ହେଇଥିବା ଦେଖିବାକୁ ମିଳିଥିଲା । ଖବର ପ୍ରଚାର ହେବା ପରେ ଲୋକେ ଭୟ ଓ ଆଶଙ୍କାରେ ମ.ରାମପୁର ପୁଲିସ୍‌କୁ ଖବର
Read More...

ସାଇମରା ଗାଁରେ ଗୋଷ୍ଠୀ ସଂଘର୍ଷ : ଉଭୟ ଗୋଷ୍ଠୀର ୩ ଗୁରୁତର, ପୋଲିସର ତଦନ୍ତ ଆରମ୍ଭ

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ଥାନା ଟିକ୍ରାପଡା ଫାଣ୍ତି ଅଧିନସ୍ଥ ସାଇମରା ଗାଁରେ ଦୋକାନ ଗୃହ ଭଙ୍ଗାରୁଜା କରିବା ସହ ସାମଗ୍ରୀ ଫୋପାଡ଼ିବାକୁ ନେଇ ଉଭୟଙ୍କ ମଧ୍ୟରେ ଗୋଷ୍ଠୀ ସଂଘର୍ଷ ହୋଇଛି । ଏନେଇ ସାଇମରା ଗାଁର ଅର୍ଜୁନ ଧରୁଆ ସଇଁତଲା ଥାନାରେ ଲିଖିତ ଏତଲା ଦେବା
Read More...

ବିନ୍ଧ୍ୟବାସିନୀ ସ୍ନାତକ ମହାବିଦ୍ୟାଳୟରେ ଯୁକ୍ତ ତିନି ଛାତ୍ରଛାତ୍ରୀଙ୍କ ପାଠ୍ୟକ୍ରମ ଓ ଅଧ୍ୟୟନ ସଂପର୍କିତ ସଚେତନ ସଭା…

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବିନ୍ଧ୍ୟବାସିନୀ ସ୍ନାତକ ମହାବିଦ୍ୟାଳୟର ଅଧ୍ୟକ୍ଷ ଲୋହିତ କୁମାର ବାରିକଙ୍କ ଅଧ୍ୟକ୍ଷତାରେ ଚଳିତ ବର୍ଷ ଯୁକ୍ତ ତିନି ନବାଗତ ଛାତ୍ରଛାତ୍ରୀମାନଙ୍କ ପ୍ରଥମ ପ୍ରବେଶ ଦିବସ ଉପଲକ୍ଷେ ଆଜି ଏକ ସଭା ଅନୁଷ୍ଠିତ ହୋଇଯାିଛି । ଉକ୍ତ ସଭାରେ ଅଧ୍ୟକ୍ଷ ନବାଗତ
Read More...