Daily Archives

ମା’ ଦ୍ୱାରଶନୀଙ୍କ ଯାତ୍ରା ଅନୁଷ୍ଠିତ

ଟିଟିଲାଗଡ, (କେପିଏନ୍‌ଏସ୍‌) : ଟିଟିଲାଗଡ ବ୍ଲକ ଅନ୍ତର୍ଗତ ନାନାଝର ଗ୍ରାମରେ ବିଜୟାଦଶମୀ ଦିନ ମା’ ଦ୍ୱାରଶନୀଙ୍କ ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହା ପ୍ରତିବର୍ଷ ଅନୁଷ୍ଠିତ ହୋଇଥାଏ । ମା’ ଦ୍ୱାରଶନୀଙ୍କ ଯାତ୍ରାରେ ବହୁ ସଂଖ୍ୟାରେ ଜନ ସାଧାରଣ ଯୋଗ ଦେଇଥାନ୍ତି । ଆଖପାଖର ପ୍ରାୟ ୨୫ଟି
Read More...

ଥାଲାସିମିଆ ଓ ସିକିଲସେଲ ରୋଗୀଙ୍କ ନିମନ୍ତେ ସ୍ୱତନ୍ତ୍ର କେୟାର ସେଣ୍ଟର ପାଇଁ ବିବିଏମ୍‌ସିଏଚ୍‌ ସୁପରିଟେଣ୍ଡଣ୍ଟଙ୍କୁ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ଥାଲାସିମିଆ ଓ ସିକିଲସେଲ ରୋଗୀଙ୍କ ନିମନ୍ତେ ସ୍ୱତନ୍ତ୍ର କେୟାର ସେଣ୍ଟର ଖୋଲାଯିବା ପାଇଁ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ଓ ହସ୍‌ପିଟାଲ ସୁପରିଟେଣ୍ଡଣ୍ଟଙ୍କୁ ଚିଠି ଲେଖିଛନ୍ତି ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି । ସୂଚନାଯୋଗ୍ୟ ଯେ, ବଲାଙ୍ଗିରର ଥାଲାସିମିଆ
Read More...

ଛତ୍ରପୁରରେ ଦେବୀଙ୍କ ଭସାଣି ଉତ୍ସବ ସମାହିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସହରର ମୁଖ୍ୟ ବଜାରରେ ମୃଣ୍ମୟୀମୃତ୍ତି ଦେବୀ ଦୁର୍ଗାଙ୍କ ମେଢ଼ ବୁଧବାର ସନ୍ଧ୍ୟାରେ ବିସର୍ଜନ ହୋଇଯାଇଛି । ବର୍ଣ୍ଣାଢ୍ୟ ପଟୁଆରରେ ସହର ପରିକ୍ରମା ହୋଇ ଜଳାଶୟରେ ବିସର୍ଜନ କରାଯାଇଛି । ଛତ୍ରପୁର ସହରର ବିଭିନ୍ନ ସ୍ଥାନରେ ମଧ୍ୟ
Read More...

‘ସ୍ୱର୍ଣ୍ଣପ୍ରଭା’ର ସଂପାଦକ ଅକ୍ଷୟ ସ୍ୱାଇଁ ଆଉ ନାହାନ୍ତି

ବଲାଙ୍ଗିର, (କେପିଏନ୍‌ଏସ୍‌) : ସାପ୍ତାହିକ ପତ୍ରିକା 'ସ୍ୱର୍ଣ୍ଣପ୍ରଭା'ର ସଂପାଦକ ଅକ୍ଷୟ ସ୍ୱାଇଁ(୭୪) ଆଉ ନାହାନ୍ତି । ଆଜି ଅପରାହ୍ନ ୩ଟା ୩୦ମି. ସମୟରେ ତାଙ୍କ ଦେହାନ୍ତ ହୋଇଯାଇଥିବା ସୂଚନା ମିଳିଛି । ତାଙ୍କ ଆକସ୍ମିକ ବିୟୋଗ ସାରା ସହରରେ ଶୋକର ଛାୟା ଖେଳାଇ ଦେଇଛି । ସ୍ୱର୍ଗତ ସ୍ୱାଇଁ
Read More...

କଳ୍ପବାସିନୀ ପୀଠର ବୁଢ଼ୀ ଠାକୁରଣୀଙ୍କ ଦଶହରା ପୂଜା ଉଦ୍‌ଯାପିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସହରର ୧୨ନମ୍ବର ୱାର୍ଡ ରିକାପଲ୍ଲୀର ଗ୍ରାମଦେବୀ କଳ୍ପବାସିନୀ ପୀଠରେ ବିଦ୍ୟମାନ ଆରାଧ୍ୟଦେବୀ ଆଦ୍ୟାଶକ୍ତି ମା' ବୁଢ଼ୀ ଠାକୁରଣୀଙ୍କ ନବରାତ୍ରପୂଜା, ବିଜୟା ଦଶମୀ ବୁଧବାର ଉଦ୍‌ଯାପିତ ହୋଇଯାଇଛି । ଉକ୍ତଦିନ ସନ୍ଧ୍ୟାରେ ରିକାପଲ୍ଲୀ ରେଡ୍ଡୀ
Read More...

ମାଟିମନସ୍କ ଚିନ୍ତାନାୟକ ଶିକ୍ଷା ପ୍ରବୀଣ ପ୍ରଫେସର ରବିଶଙ୍କର ପାଣ୍ଡିଆଙ୍କ ଦେହାନ୍ତରେ କାନ୍ଦୁଛି ବଲାଙ୍ଗିର ମାଟି

ବଲାଙ୍ଗିର, (କେପିଏନ୍‌ଏସ୍‌) : ମାଟିମନସ୍କ ଚିନ୍ତାନାୟକ ଶିକ୍ଷା ପ୍ରବୀଣ ପ୍ରଫେସର ରବିଶଙ୍କର ପାଣ୍ଡିଆଙ୍କ ଦେହାନ୍ତରେ କାନ୍ଦୁଛି ବଲାଙ୍ଗିର ମାଟି । ବଲାଙ୍ଗିରର ବିଶିଷ୍ଟ ଶିକ୍ଷାବିତ୍, ଗାନ୍ଧୀବାଦୀ ବିଚାରକ, ଅର୍ଥନୀତି ବିଶାରଦ ତଥା ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ଅବସରପ୍ରାପ୍ତ ପିଜି
Read More...

ମହଙ୍ଗା ପଡିଲା ପାହାଡ଼ ଉପରକୁ ଯାଇ ପାଠ ପଢିବା : ବଜ୍ରାଘାତରେ ତିନି ଛାତ୍ର ଆହତ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ଗାଁକୁ ମୋବାଇଲ ନେଟଓ୍ୱାର୍କ ଆସୁନଥିବାରୁ ପାଠ ପଢ଼ିବାକୁ ପାହାଡ଼ ଉପରକୁ ଯାଇଥିଲେ ୩ ଛାତ୍ର । ପାହାଡ଼ ଉପରେ ଥିବାବେଳେ ଘୋଟି ଆସିଲା କଳା ହାଣ୍ଡିଆ ମେଘ । ଘନ ଘନ ମାରିଲା ବିଜୁଳି । ସେଠାରେ ଚେତାଶୂନ୍ୟ ହୋଇ ପଡ଼ିଯାଇଥିଲେ ଛାତ୍ରମାନେ । ୩
Read More...

ପୋଖରୀରେ ବୁଡି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ

କନ୍ଧମାଳ, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଅଧୀନରେ ଥିବା ବନ୍ଧଗଡ଼ ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ମା' ବରାଳଦେବୀଙ୍କ ମନ୍ଦିର ପାଖରେ ଥିବା ପୋଖରୀରେ ବୁଡି ଯାଇ ଜଣେ ୫୫ ବର୍ଷର ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ତେବେ ମୃତ ବ୍ୟକ୍ତି ଜଣକ
Read More...

ଘାଟିରେ ଓଲଟିଲା ପରିବା ବୋଝେଇ ଟ୍ରକ୍‌

ଦାରିଙ୍ଗବାଡ଼ି : କନ୍ଧମାଳ ଓ ଗଞ୍ଜାମକୁ ସଂଯୋଗ କରୁଥିବା ଗାଜଲବାଡ଼ି ଘାଟି ଏବେ ବିପଦ ସାଜିଛି । କେବେ ଦୁର୍ଘଟଣା ଆଉ କେବେ ଭୁସ୍ଖଳନ ପାଇଁ ଚର୍ଚ୍ଚାରେ ରହିଛି ଏହି ଘାଟି । ଗୋଟିଏ ସପ୍ତାହ ମଧ୍ୟରେ ଦୁଇ ଦୁଇଟି ଫଳ ଏବଂ ପନିପରିବା ବୋଝେଇ ମିନି ଟ୍ରକ୍‌ ଓଲଟିଲାଣି । ଫଳରେ ଉକ୍ତ ଘାଟିରେ
Read More...

ଦଶହରା ଉପଲକ୍ଷେ ଖଣ୍ଡାୟତ କ୍ଷତ୍ରିୟ ମହାସଭାର ବାର ହାତ ଖଡ୍ଗ ଶୋଭାଯାତ୍ରା

ରାଉରକେଲା, (ସସ୍ମିତା ପ୍ରଧାନ) : ଦଶହରା ଉପଲକ୍ଷେ ନିଖିଳ ଉତ୍କଳ ଖଣ୍ଡାୟତ କ୍ଷତ୍ରିୟ ମହାସଭା ଇସ୍ପାତ ନଗର କମିଟି ତରଫରୁ ବାର ହାତ ଖଡ୍ଗ ଶୋଭାଯାତ୍ରା ସେକ୍ଟର ୩ ଖଡ୍ଗ ଭବନଠାରୁ ବାହାରି ସେକ୍ଟର ୨ସ୍ଥିତ ବିଜୁ ପଟ୍ଟନାୟକ ପ୍ରତିମୂର୍ତ୍ତି ନିକଟ ପର୍ଯ୍ୟନ୍ତ ଯାଇ ପୁଣି ଖଡ୍ଗ ଭବନକୁ
Read More...