Daily Archives

ଅହିଂସା ରଥର ଚାଳକମାନଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଅହିଂସା ରଥ ପରିକ୍ରମା ଅଭିଯାନକୁ ସଫଳ ଭାବରେ ସାରା ରାଜ୍ୟରେ ପହଁଚାଇଥିବା ରଥର ଚାଳକମାନଙ୍କୁ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
Read More...

୭୮ ବର୍ଷର ପ୍ରକାଶନ ଯାତ୍ରାରେ ‘ଉତ୍କଳ ପ୍ରସଙ୍ଗ’ ତଥା ‘ଓଡ଼ିଶା ରିଭ୍ୟୁ’

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ୭୮ ବର୍ଷର ପ୍ରକାଶନ ଯାତ୍ରାରେ 'ଉତ୍କଳ ପ୍ରସଙ୍ଗ' ତଥା 'ଓଡ଼ିଶା ରିଭ୍ୟୁ'ର ପାଠକୀୟ ଆଦୃତି ବହୁଗୁଣରେ ବୃଦ୍ଧି ପାଇଛି । ଏହାକୁ ବିଶ୍ଵବ୍ୟାପୀ କରିବାକୁ ୧୯୪୪ ଅପ୍ରେଲରୁ ୨୦୨୨ ଅଗଷ୍ଟ ପର୍ଯ୍ୟନ୍ତ ପ୍ରକାଶିତ ଉଭୟ ପତ୍ରିକାର ଡିଜିଟାଲ ସଂସ୍କରଣକୁ
Read More...

ଧାମନଗର ବିଧାନସଭା ଉପନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଧାମନଗର ବିଧାନସଭା ଆସନ ଉପନିର୍ବାଚନ ପରିପ୍ରେକ୍ଷୀରେ ଆସନ୍ତା ନଭେମ୍ବର ୦୩ ତାରିଖରେ ଭୋଟ ଗ୍ରହଣ ନିମନ୍ତେ ବିଜ୍ଞପ୍ତି ପ୍ରକାଶ ପାଇଅଛି । ଅଧିକ ତଥ୍ୟ ନିମ୍ନରେ ଦିଆଗଲା ;
Read More...

ଜରାସିଂହା ପାଟଖଣ୍ଡା ଯାତ୍ରା : ଜରାସିଂହା ମନ୍ଦିରକୁ ପହଞ୍ଚିଲା ପାଟ ସିନ୍ଦୁର, ଆଜି ଦେଝାରରୁ ବାହାରିବେ ଦେବୀ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଜରାସିଂହାରେ ବହୁ ପ୍ରତୀକ୍ଷିତ ପାଟଖଣ୍ଡା ଯାତ୍ରା ପାଇଁ ପାଟ ସିନ୍ଦୁର ସୋମବାର ରାତିରେ ପାଟଖଣ୍ଡା ଦେବୀଙ୍କ ମୁଖ୍ୟ ମନ୍ଦିର ଜରାସିଂହାରେ ପହଞ୍ଚିଛି । ପାରମ୍ପରିକ ରୀତିନୀତି ଅନୁଯାୟୀ ପାଟଣାଗଡ଼ରୁ ବାହାରି ବିଭିନ୍ନ ସ୍ଥାନରେ ପୂଜା ଅର୍ଚ୍ଚନା
Read More...

ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୯୧ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୯୧ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ୦ରୁ ୧୮ ବର୍ଷ ବୟସ ମଧ୍ୟରେ ୮ ଜଣ ଚିହ୍ନଟ ହୋଇଥିବା ବେଳେ ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୧୦୪୪ ରହିଥିବା ବେଳେ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୫୪ ଜଣ
Read More...

ବ୍ଲକ ପ୍ରାଥମିକ ଶିକ୍ଷକ ସଂଘର ବୈଠକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ବ୍ଲକ ପ୍ରାଥମିକ ଶିକ୍ଷକ ସଂଘର ବୈଠକ ରାଧାରମଣ ସ୍କୁଲଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସଂଘର ସଭ୍ୟ ସଭ୍ୟାମାନେ ସରକାରଙ୍କର ନୂତନ ପେନସନ ଯୋଜନାକୁ ବିରୋଧ କରିବା ସହିତ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ । ଜିଲ୍ଲା ସଂଘର
Read More...

୨ ଚୋରଙ୍କୁ ଧରି ପୁଲିସଠାରେ ଜିମା ଦେଲେ ଲୋକେ

ଲଛିପୁର : ଲଛିପୁର ସପ୍ତାହିକ ବଜାରରେ ସୋମବାର ଦୁଇଜଣ ଚୋରଙ୍କୁ ଲୋକେ ଧରି ପୁଲିସର ଜିମା ଦେଇଥିବା ଜଣାପଡିଛି । ସୂଚନା ଅନୁସାରେ ପିଙ୍କୁ ମାଝୀ ଓ ଛୋଟୁ ମାଝୀ ନାମକ ଦୁଇଜଣ ଚୋର ସାପ୍ତାହିକ ବଜାରରେ ଚୋରି ପାଇଁ ବୁଲୁଥିଲେ । ଏହି ସମୟରେ ବଜାରକୁ ଆସିଥିବା ଜଣେ ଗ୍ରାହକଙ୍କଠାରୁ ସେମାନେ ଚୋରି
Read More...

ସିଂହାମୁଣ୍ଡା ସୋମନାଥ ବ୍ରତ ମହୋତ୍ସବ ୫ରୁ

ଦେଓଗାଁ, (କେପିଏନ୍‌ଏସ୍‌) : ଦେଓଗାଁ ବ୍ଲକ ସିଂହାମୁଣ୍ଡା ଗାଁର ବଡଓଷା କମିଟି ଆନୁକୂଲ୍ୟରେ ଆସନ୍ତା ୫ରୁ ୧୧ ତାରିଖ ପର୍ଯ୍ୟନ୍ତ ୫୦ତମ ସୋମନାଥ ବ୍ରତ ମହୋତ୍ସବ ଆୟୋଜିତ ହେବ । ଏହି ଉପଲକ୍ଷେ ୫ରୁ ପୂଜା ଆର. ୬ରୁ ୧୧ ତାରିଖ ପର୍ଯ୍ୟନ୍ତ ମନୋରଞ୍ଜନ କାର୍ଯ୍ୟକ୍ରମ ଜଳନ୍ଧର ରାଜ ଦରବାର ଅନିଲ
Read More...

ଠିକା କମ୍ପାନିର ଗାଡି ଅଟକାଇବା ଅଭିଯୋଗରେ ୫ ଗିରଫ

ବ୍ରଜରାଜନଗର : ବ୍ରଜରାଜନଗର ଥାନା ଲଜକୁରା କୋଇଲା ଖଣିରେ କାର୍ଯ୍ୟରତ ହିଲ୍‌ଟପ ଠିକା କମ୍ପାନିର ଗାଡିକୁ ଅଟକାଇବା ନେଇ ଲଜକୁର ପ୍ରକଳ୍ପ ଅଦିକାରୀ ରବିବାର ଦିନ ଥାନାରେ ଅଭିଯୋଗ କରିଥିଲେ । ଏହି ମାମଲାରେ ପୁଲିସ ସେମାବାର ଅଭିଯୁକ୍ତ କୁଳେଶ୍ୱର ସାହୁ, ଲୋକେଶ୍ୱର ଭୋଇ, ସୁରେଶ ରଣବିଡା, ପାଏଲ
Read More...

ରଣାପଡାରେ ନାମଯଜ୍ଞ

ଦେଓଗାଁ, (କେପିଏନ୍‌ଏସ୍‌) : ଦେଓଗାଁ ସଦର ପଞ୍ଚାୟତ କଛାରପାଲି ରଣାପଡାସ୍ଥିତ ଜୟଦୁର୍ଗା କ୍ଲବ ଆନୁକୂଲ୍ୟରେ ହେଉଥିବେ ୫୬ତମ ସାର୍ବଜନୀନ ଦୁର୍ଗାପୂଜା ଅବସରରେ ୨୪ ପ୍ରହର ନାମଯଜ୍ଞ ସୋମବାର ଆରମ୍ଭ ହୋଇଛି । ଏଥିପାଇଁ ରବିବାର ଶୋଭାଯାତ୍ରାରେ ପୂର୍ଣ୍ଣ କଳସ ଆଣି ଯଜ୍ଞ ମଣ୍ଡପରେ ସ୍ଥାପନା
Read More...