Daily Archives

କ୍ଲିନ୍ ଆଣ୍ଡ ଗ୍ରୀନ ତରଫରୁ ରେଲୱେ ଷ୍ଟେସନରେ ସ୍ୱଚ୍ଛତା କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ଭାରତ ସ୍ୱାଧୀନତାର ଦୁଇ କର୍ଣ୍ଣଧାର ମହାତ୍ମାଗାନ୍ଧୀ ଓ ଲାଲ ବାହାଦୂର ଶାସ୍ତ୍ରୀଙ୍କ ଜନ୍ମ ଦିନକୁ ବେଶ ଶ୍ରଦ୍ଧାର ସହ ଦେଶବ୍ୟାପୀ ପାଳୁଥିବା ଅବସରରେ ପୂର୍ବ ନିର୍ଧାରିତ କାର୍ଯ୍ୟକ୍ରମ ଅନୁଯାୟୀ "କ୍ଲିନ ଓ ଗ୍ରୀନ"ର ସଭ୍ୟ ମାନେ ରାଉରକେଲା ରେଳ ଷ୍ଟେସନ
Read More...

ଗାନ୍ଧୀ ପୀଠରୁ ବିଜେଡିର ଜନ ସମ୍ପର୍କ ପଦଯାତ୍ରା ଆରମ୍ଭ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ରାଜ୍ୟ ବିଜେଡି ସରକାରଙ୍କ ଜନହିତକର ଯୋଜନା ଲୋକଙ୍କ ପାଖରେ ବାର୍ତା ରୂପେ ପହଂଚିବା ପାଇଁ ବିଜେଡି ପକ୍ଷରୁ ପଦଯାତ୍ରା ଆରମ୍ଭ କରାଯାଇଛି । ଏହି ପଦଯାତ୍ରା ଆକ୍ଟୋବର ୨ ତାରିଖ ଗାନ୍ଧୀ ଜୟନ୍ତୀ ଠାରୁ ନଭେମ୍ବର ୨ତାରିଖ ପର୍ଯ୍ୟନ୍ତ ଏକ ମାସ ଧରି ଚାଲିବ ।
Read More...

ଡେଲାଙ୍ଗରେ ଗାନ୍ଧୀ ଜୟନ୍ତୀ ପାଳିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ବେରବୋଇ ଗାନ୍ଧୀ ସ୍ମୃତି ପୀଠରେ ଆଜି ଗାନ୍ଧିଜୀଙ୍କ ଜନ୍ମ ଜୟନ୍ତୀ ଅତ୍ୟନ୍ତ ଉଲ୍ଲାସର ସହ ପାଳିତ ହୋଇଛି । ସର୍ବପ୍ରଥମେ ପ୍ରାତଃ ସମୟରେ ବେରବୋଇ ଗାନ୍ଧୀ ସ୍ମାରକୀ ସମିତିର ସଭାପତି ବିଚିତ୍ରାନନ୍ଦ ମହାନ୍ତିଙ୍କ ପୌରହିତ୍ୟରେ
Read More...

କଛାରପାଲି ରାମଲୀଳାର ବରିଷ୍ଠ କଳାକାର କୃଷ୍ଣ ଗୋପାଳଙ୍କ ପରଲୋକ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ କଛାରପାଲି ପ୍ରଗତୀ ଯୁବକ ସଂଘ ସାହୁପଡ଼ା ଅନୁକୂଲ୍ୟରେ ଅଭିନୀତ ହେଉଥିବା ଶ୍ରୀ ରାମଲୀଳାର ବରି‌ଷ୍ଠ କଳାକାର କୃଷ୍ଣ ଗୋପାଳ ସାହୁ (୫୨)ଙ୍କ ଶନିବାର ରାତିରେ ବଲାଙ୍ଗିର ସରକାରୀ ଭୀମଭୋଇ କଳେଜ ହସପିଟାଲରେ ଦେହାନ୍ତ ହୋଇଯାଇଛି । ଶନିବାର ସନ୍ଧ୍ୟାରେ
Read More...

ଯୁବ ଲେଖକ ମାନଙ୍କୁ ପରାମର୍ଶ ଦେବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଯୋଜନା – ଯୁବା ୨.୦ ର ଶୁଭାରମ୍ଭ

ନୂଆଦିଲ୍ଲୀ, (ପିଆଇବି) : ଉଚ୍ଚଶିକ୍ଷା ବିଭାଗ, ଶିକ୍ଷା ମନ୍ତ୍ରଣାଳୟ ଆଜି ଯୁବ ଲେଖକ ମାନଙ୍କର ପରାମର୍ଶ ପାଇଁ ପ୍ରଧାନମନ୍ତ୍ରୀଙ୍କ ଯୋଜନା ଯୁବା ୨.୦ ଆରମ୍ଭ କରିଛି । ପଢ଼ିବା, ଲେଖିବା ଏବଂ ପୁସ୍ତକ ସଂସ୍କୃତିକୁ ପ୍ରୋତ୍ସାହିତ କରିବା ପାଇଁ ଯୁବକ ଏବଂ ନୂତନ ଲେଖକ ମାନଙ୍କୁ (30 ବର୍ଷରୁ କମ୍
Read More...

ଗାନ୍ଧୀ ଜୟନ୍ତୀ ଅବସରରେ କିରେନ ରିଜିଜୁ ଓ ଅନୁରାଗ ସିଂ ଠାକୁର ଆରମ୍ଭ କଲେ ଫିଟ୍ ଇଣ୍ଡିଆ ଫ୍ରିଡମ୍ ରନ୍ ୩.ଠ

ନୂଆଦିଲ୍ଲୀ (ପିଆଇବି) : ଗାନ୍ଧୀ ଜୟନ୍ତୀ ଅବସରରେ ଗତକାଲି ନୂଆଦିଲ୍ଲୀ ଠାରେ ମେଜର ଧ୍ୟାନଚାନ୍ଦ ଜାତୀୟ ଷ୍ଟାଡିୟମ ଠାରେ ଫିଟ୍ ଇଣ୍ଡିଆ ଫ୍ରିଡମ୍ ରନ୍ ୩.ଠ ଆରମ୍ଭ ହୋଇଛି । ଭାରତ ସରକାରଙ୍କ ପକ୍ଷରୁ ଦେଶବ୍ୟାପୀ ହେଉଥିବା ବୃହତ୍ତମ କାର୍ଯ୍ୟକ୍ରମ କୋଭିଡ-୧୯ ବୈଶ୍ୱିକ ମହାମାରୀ ସବୁଠାରୁ
Read More...

ଘରୋଇ ମୂଲ୍ୟ ନିୟନ୍ତ୍ରଣ ନିମନ୍ତେ ଖାଇବା ତେଲ ଆମଦାନୀ ବାବଦ ସୀମା ଶୁଳ୍କ ରିହାତି ଅବଧି ମାର୍ଚ୍ଚ ୨୦୨୩ ପର୍ଯ୍ୟନ୍ତ…

ନୂଆଦିଲ୍ଲୀ (ପିଆଇବି) : କେନ୍ଦ୍ରୀୟ ଅପ୍ରତ୍ୟକ୍ଷ ଟିକସ ବୋର୍ଡ ଏହାର ବିଜ୍ଞପ୍ତି କ୍ରମିକ ୪୬/୨୦୨୨ କଷ୍ଟମ୍‌ସ ତା ୩୧ ଅଗଷ୍ଟ ୨୦୨୨ ଜରିଆରେ କିଛି ଖାଇବା ତେଲ ଆମଦାନୀ ଉପରେ ସୀମାଶୁଳ୍କ ଅବଧିକୁ ମାର୍ଚ୍ଚ ୩୧, ୨୦୨୩ ପର୍ଯ୍ୟନ୍ତ ବୃଦ୍ଧି କରିଛି । ଏହା ଫଳରେ ଖାଇବା ତେଲ ଆମଦାନୀ ରିହାତି ଦର
Read More...

‘ଅହିଂସା ରଥ’କୁ ସ୍ୱାଗତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ମହାତ୍ମା ଗାନ୍ଧିଜୀଙ୍କ ଜୟନ୍ତୀରେ ଲୋକସେବା ଭବନରେ ଶାନ୍ତି, ଅହିଂସା ଓ ସ୍ୱରାଜର ମହୋତ୍ସବ ପାଳିତ ହୋଇଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ୱାଧୀନତା ସଂଗ୍ରାମୀଙ୍କୁ ସମ୍ମାନିତ କରିବା ସହ ଭବନ ପରିସରରେ ସ୍ୱରାଜ ବୃକ୍ଷ ରୋପଣ କରି
Read More...

ବୃକ୍ଷ ରୋପଣ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ମୁଖ୍ୟମନ୍ତ୍ରୀ ଅଶ୍ୱତଥ୍‌ ବୃକ୍ଷକୁ ଶାନ୍ତି, ସ୍ବାଧୀନତା ଓ ଅହିଂସାର ପ୍ରତୀକ ଭାବେ ଦର୍ଶାଇ ଏହା ଆମ ସାମାଜିକ ଓ ସାଂସ୍କୃତିକ ଜୀବନର ସାକ୍ଷୀ ବୋଲି କହିଛନ୍ତି । ଗାନ୍ଧିଜୀଙ୍କ ଶାନ୍ତି ଓ ଅହିଂସା ମନ୍ତ୍ରରେ ଦୀକ୍ଷିତ ହୋଇ ଏକ ସମୃଦ୍ଧ ଭାରତ ଗଠନ ପାଇଁ
Read More...

‘ଅହିଂସା ରଥ’କୁ ସାରା ରାଜ୍ୟରେ ବିପୁଳ ସ୍ୱାଗତ ଓ ସମ୍ମାନ ଜଣାଇଥିବାରୁ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା…

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗାନ୍ଧିଜୀଙ୍କ ଶାନ୍ତି ଓ ଅହିଂସା ବାର୍ତ୍ତାର ପ୍ରସାର କରୁଥିବା 'ଅହିଂସା ରଥ'କୁ ସାରା ରାଜ୍ୟରେ ବିପୁଳ ସ୍ୱାଗତ ଓ ସମ୍ମାନ ଜଣାଇଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏଥିସହ ଗାନ୍ଧୀ ଜୟନ୍ତୀର ପବିତ୍ର ଅବସରରେ
Read More...