Monthly Archives

September 2022

ମା’ ବାଟ ମଙ୍ଗଳା ପଞ୍ଚମ ଜାତୀୟ ସ୍ତରୀୟ ଶାସ୍ତ୍ରୀୟ ସଂଗୀତ ସମାରୋହ ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଜୟଦେବ କଳା ବିକାଶ କେନ୍ଦ୍ର ଓ ଜଗଦା ସାଂସ୍କୃତିକ ପରିଷଦର ମିଳିତ ଆନୁକୂଲ୍ୟରେ ମା' ବାଟ ମଙ୍ଗଳା ପଞ୍ଚମ ଜାତୀୟ ସ୍ତରୀୟ ଶାସ୍ତ୍ରୀୟ ସଂଗୀତ ସମାରୋହ ଜଗଦା ସ୍ଥିତ ମା' ବାଟ ମଙ୍ଗଳା ଶକ୍ତିପୀଠର ଶକ୍ତିଭବନ ଠାରେ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମର
Read More...

ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର

ବିଭିନ୍ନ ୪୩ ଗୋଟି ଅଭିଯୋଗ ଦରଖାସ୍ତ ଗ୍ରହଣତୁରନ୍ତ ସମାଧାନ ହେଲା ୨୨ ଗୋଟି ଅଭିଯୋଗ ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲାସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ବୀରମହାରାଜପୁର ବ୍ଲକ ସଭାଗୃହ ଠାରେ ଅନୁଷ୍ଠିତ ହୋଇଯାଇଛି । ସୁବର୍ଣ୍ଣପୁର ଜିଲ୍ଲାପାଳ ଶ୍ରୀମତୀ ଅବୋଲୀ ସୁନିଲ
Read More...

ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି

କଲ୍ୟାଣସିଂହପୁର : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସମିତି କାର୍ଯ୍ୟାଳୟର ସଭାଗୃହଠାରେ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଉପଜିଲ୍ଲାପାଳ ଭୀମସେନ ଶବରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶୁଣାଣିରେ ବିଡ଼ିଓ ତାପସ କୁମାର ଭୋଇ, ଏବିଡ଼ିଓ ବଳରାମ ପାତ୍ର, ଅତିରିକ୍ତ ତହସିଲଦାର
Read More...

ପଦ୍ମପୁର କେନ୍ଦୁପତ୍ର ଡିଭିଜନର ନୂଆଁଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘ ପଦ୍ମପୁର ଡିଭିଜନର ପାଇକମାଲ, ମିଠାପାଲି, ଚୁହାପାଲି, ଝାରବନ୍ଧ, ଜଗଦଲପୁର, ପଦ୍ମପୁର, ଗାଇସିଲେଟ, ମେଲଛାମୁଣ୍ତା, ସୋହେଲା ରେଞ୍ଜର ଶତାଧିକ ସଂଘର ସଦସ୍ୟଙ୍କ ଉପସ୍ଥିତରେ ନୃସିଂହନାଥ ସ୍ଥିତ କେନ୍ଦୁପତ୍ର କେନ୍ଦ୍ରୀୟ
Read More...

ଗଛ ସଂଖ୍ୟା ବଢ଼ାଇବା ଲକ୍ଷ୍ୟରେ ଯୁବ ପରିବେଶବିତ ଶୁଭ୍ରାଂଶୁ ଶତପଥୀ

ଢେଙ୍କାନାଳ, (ଅଙ୍କିତା ସାହୁ) : ସବୁଜ ପୃଥିବୀ ଗଠନର ପ୍ରୟାସ । ସେପଟେ ଗଛ କଟାର ଗତି ସାଙ୍ଗକୁ ଗଛ ଲଗାଇବାର ଗତିକୁ ତ୍ୱରାନ୍ୱିତ କରିବାକୁ ଟେକ୍ନୋଲୋଜିର ବ୍ୟବହାର କରିଛନ୍ତି । ସବୁଜ ବିକଳ୍ପ ପାଇଁ ନିଆରା ପ୍ରୟାସ କରିଛନ୍ତି ସେ । ଗଛ ହସିଲେ ଜୀବନ ହସିବ । କିନ୍ତୁ ଏବେ ଜଙ୍ଗଲ କ୍ରମଶଃ
Read More...

ଭଟଲି ବ୍ଲକରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି

ଭଟଲି, (ସତ୍ୟ ନାରାୟଣ ପ୍ରଧାନ) : ଭଟଲି ବ୍ଲକର ସମ୍ମିଳନୀ କକ୍ଷରେ ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ଆୟୋଜିତ ହୋଇଯାଇଛି । ଏଥିରେ ଜିଲ୍ଲାପାଳ ମନୀଷା ବାନାର୍ଜୀ ଓ ଜିଲ୍ଲା ଏସ୍‌ପି ପର୍ମାର ସ୍ମିତ ପୁରୁଷୋତ୍ତମ ଦାଶ, ଭଟଲି ବ୍ଲକ ଅଧ୍ୟକ୍ଷ ନିତ୍ୟାନନ୍ଦ
Read More...

ଚାଷୀଙ୍କ ରାସ୍ତା ଅବରୋଧ

ସୋହେଲା, (ସତ୍ୟ ନାରାୟଣ ପ୍ରଧାନ) : ପ୍ରଧାନମନ୍ତ୍ରୀ ଫସଲ ବୀମା, ଏଚ୍‌ଡିଏଫ୍‌ସି ଏଗ୍ରୋ କଂପାନୀ ଆକଳନ ଅନୁସାରେ ବୀମା ଟଙ୍କା ପ୍ରଦାନରେ ଅହେତୁକ ବିଳମ୍ବ କରିବା ଓ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ଏଥିପ୍ରତି ଧ୍ୟାନ ଦେଉନଥିବା ପ୍ରତିବାଦରେ ଆଜି ସକାଳ ୮ଟାରୁ ଅନିର୍ଦ୍ଧିଷ୍ଟ କାଳ ପାଇଁ
Read More...

ବରଗଡ଼ ଜିଲ୍ଲାରେ ୨୯୧ ମିମି ବର୍ଷା ରେକର୍ଡ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲାର ବିଭିନ୍ନ ବ୍ଲକ ଅଞ୍ଚଳରେ ଗତ ୨୪ ଘଣ୍ଟା ମଧ୍ୟରେ ୨୯୧ ମିମି ବର୍ଷା ହୋଇଥିବା ରେକର୍ଡ ହୋଇଛି । ଜିଲ୍ଲାର ବିଜେପୁର ବ୍ଲକ ଅଞ୍ଚଳରେ ସର୍ବାଧିକ ୬୬.୦ ମିମି ବର୍ଷା ହୋଇଥିବା ରେକର୍ଡ ହୋଇଛି । ସେହିପରି ବରପାଲି ବ୍ଲକ ଅଞ୍ଚଳରେ ସର୍ବନିମ୍ନ
Read More...

ଅଜଣା ଗାଡି ଧକ୍କାରେ ୬ ଗୋରୁ ମୃତ

ଖୋର୍ଦ୍ଧା : ଅଜଣା ଗାଡି ଧକ୍କାରେ ୬ ଗୋରୁଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ଖୋର୍ଦ୍ଧା ସହର ନିକଟ ଶରଧାପୁର ଗ୍ରାମ ଦେଇ ଯାଇଥିବା ୫୭ ନମ୍ଵର ଜାତୀୟ ରାଜପଥ ଉପରେ ଆଜି ସକାଳୁ ପ୍ରାୟ ୬ଟି ଗୋରୁ ମରି ପଡ଼ିଥିବା ଦେଖିବାକୁ ମିଳିଥିଲା । ଏନେଇ ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ । ଗୋରୁ
Read More...

ଓଲଟିଲା ତୀର୍ଥଯାତ୍ରୀ ବସ୍, ଅଳ୍ପକେ ବର୍ତ୍ତିଲେ ୬୫ରୁ ଅଧିକ ଯାତ୍ରୀ

ବସ୍ତା : ବାଲେଶ୍ଵର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ୬୦ ନମ୍ବର ଜାତୀୟ ରାଜପଥର ହଳଦୀପଦା ବାଇପାସ୍ ନିକଟରେ ପୁରୀରୁ ପଶ୍ଚିମବଙ୍ଗ ଅଭିମୁଖେ ଯାଉଥିବା ଏକ ତୀର୍ଥଯାତ୍ରୀ ବସ୍ ଭାରସାମ୍ୟ ହରାଇ ରାଜପଥ ତଳକୁ ଓଲଟି ପଡିଥିବା ଜଣାପଡିଛି । ଫଳରେ ୨ ଜଣ ଯାତ୍ରୀ ଆହତ ହୋଇଥିବା ବେଳେ ୬୫ରୁ ଅଧିକ
Read More...