Monthly Archives

September 2022

ଅହିଂସା ରଥ ସ୍ୱାଗତ ଶୋଭାଯାତ୍ରାରେ ସାମିଲ ହେଲେ ହଜାର ହଜାର ଛାତ୍ରଛାତ୍ରୀ ଓ ସ୍ଥାନୀୟ ଜନତା

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ବାଲେଶ୍ୱର ଖଇରା ବ୍ଲକ ଓ ଭୋଗରାଇ ବ୍ଲକରେ ଅହିଂସା ରଥ ସ୍ୱାଗତ ଶୋଭାଯାତ୍ରାରେ ସାମିଲ ହେଲେ ହଜାର ହଜାର ଛାତ୍ରଛାତ୍ରୀ ଓ ସ୍ଥାନୀୟ ଜନତା । ଏହି ଅବସରରେ ଛାତ୍ରଛାତ୍ରୀମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ଏନେଇ ରାଜ୍ୟ ସୂଚନା ଓ ଲୋକ
Read More...

ମୂଲ୍ୟବୋଧ, ଆଧ୍ୟାତ୍ମିକବୋଧ ଓ ଶିକ୍ଷା ଉପରେ କର୍ମଶାଳା

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ଖଡ଼ିଆଳ ସ୍ୱୟଂ ଶାସିତ ମହାବିଦ୍ୟାଳୟର ସେମିନାଲ ହଲ୍‌ ଠାରେ ଏଇକ୍ୟୁଏସି ଓ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ଖଡ଼ିଆଳର ମିଳିତ ଆନୁକୂଲ୍ୟରେ ମୂଲ୍ୟବୋଧ, ଆଧ୍ୟାତ୍ମିକବୋଧ ଓ ଶିକ୍ଷା ଉପରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏହି କର୍ମଶାଳାରେ କଲେଜର
Read More...

ସୁନାବେଢା ପୌରାଞ୍ଚଳରେ ଅହିଂସା ରଥ ସ୍ୱାଗତ କାର୍ଯ୍ୟକ୍ରମ ଆୟୋଜିତ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ସୁନାବେଢା ପୌରାଞ୍ଚଳରେ ଅହିଂସା ରଥ ସ୍ୱାଗତ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି । ଏହି ପରିପ୍ରେକ୍ଷୀରେ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରାରେ ସାମିଲ ହେଲେ ହଜାର ହଜାର ନାଗରିକ । ଆକର୍ଷଣୀୟ ଚିତ୍ରାଙ୍କନରେ ଛାତ୍ରଛାତ୍ରୀ ସ୍ୱାଗତ କଲେ ଅହିଂସା ରଥକୁ । ଏନେଇ ରାଜ୍ୟ
Read More...

କୋରାପୁଟ ଜିଲ୍ଲାରେ ପହଞ୍ଚିଲା ଅହିଂସା ରଥ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : କୋରାପୁଟ ଜିଲ୍ଲାର ସବୁଜିମା ଠାରୁ ଅଧିକ ଘନତ୍ୱ ଜିଲ୍ଲାର ଦେଶପ୍ରେମର ଭାବନା । ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ ଅହିଂସା ରଥ ପରିକ୍ରମାରେ ହଜାର ହଜାର ସଂଖ୍ୟକ ନାଗରିକଙ୍କ ସ୍ୱତଃ ପ୍ରବୃତ୍ତ ସମାବେଶ ଏହା ପ୍ରମାଣିତ କରୁଛି । ଏନେଇ ରାଜ୍ୟ
Read More...

ବାଲେଶ୍ୱର ଜିଲ୍ଲା ସଦର ମହକୁମାରେ ପହଞ୍ଚିଲା ଅହିଂସା ରଥ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଜିଲ୍ଲା ସଦର ମହକୁମାରେ ପହଞ୍ଚିଥିବା ଅହିଂସା ରଥକୁ ସ୍ୱାଗତ କରିବା ପାଇଁ ଏକ ବିଶାଳ ଶୋଭାଯାତ୍ରା ବାଲେଶ୍ୱର ରେଳ ଷ୍ଟେସନରୁ ବାହାରି ଜିଲ୍ଲାସ୍କୁଲରେ ପହଂଚିଛି । ସେହିପରି ଔପଦା ବ୍ଲକର ବିଭିନ୍ନ ସ୍ଥାନରେ ଅହିଂସା ରଥକୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଛି ।
Read More...

ନୂଆପଡା ଜିଲ୍ଲାକୁ ଦିନିକିଆ ଗସ୍ତରେ ମହିଳା ଓ ଶିଶୁବିକାଶ ମନ୍ତ୍ରୀ

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ଗସ୍ତରେ ମହିଳା ଓ ଶିଶୁବିକାଶ ମନ୍ତ୍ରୀ ପ୍ରଥମେ ପୋତରା ସ୍ଥିତ ଯୋଗେଶ୍ୱର ଶିବ ମନ୍ଦିରରେ ପହଂଚି ମନ୍ଦିର ପରିଦର୍ଶନ କରିଥିଲେ । ପରେ ନୂଆପଡା ଜିଲ୍ଲାପାଳଙ୍କ ସଦ୍ଭାବନା ଠାରେ ଯୋଗ ଦେଇ ଏକ ସମୀକ୍ଷା ବୈଠକ କରିଥିଲେ । ପରେ ଫଳସିପାଣି,
Read More...

ଏରୋବାଟିକ୍ ଦଳ ପକ୍ଷରୁ ପ୍ରଦର୍ଶିତ ହେବ ଦୁଃସାହସିକ ସମରକଳା କୌଶଳ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଆଜି ସକାଳ ୧୦ଟାରେ ଭାରତୀୟ ବାୟୁସେନାର ସୂର୍ଯ୍ୟକିରଣ ଏରୋବାଟିକ୍ ଦଳ ପକ୍ଷରୁ ପ୍ରଦର୍ଶିତ ହେବ ଦୁଃସାହସିକ ସମରକଳା କୌଶଳ । ଏହି ଅଲୌକିକ ଶକ୍ତି ପ୍ରଦର୍ଶନ ଭୁବନେଶ୍ୱର ବାଲିଯାତ୍ରା ପଡିଆ କୁଆଖାଇ ନଦୀକୂଳରେ ଅନୁଷ୍ଠିତ ହେବ । ଏହା ଦେଖିବା ପାଇଁ ସକାଳ ୯ଟା
Read More...

ଦିପ୍ତିପୁର ସରକାରୀ ଉଚ୍ଚ ବିଦ୍ୟାଳୟରେ ସୁରକ୍ଷିତ ଭବିଷ୍ୟତ ପାଇଁ ଗଛଟିଏ କାର୍ଯ୍ୟକ୍ରମ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପଦ୍ମପୁର ବ୍ଲକ୍ ଅନ୍ତର୍ଗତ ଦିପ୍ତିପୁର ସରକାରୀ ଉଚ୍ଚ ବିଦ୍ୟାଳୟରେ ସୁରକ୍ଷିତ ଭବିଷ୍ୟତ ପାଇଁ ଗଛଟିଏ ଲଗାଇବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ଶାନ୍ତନୁ କୁମାର ସାହୁ ସଭାପତିତ୍ୱ ଅନୁଷ୍ଠିତ ଏକ ସଭାରେ ପ୍ରକୃତି ବନ୍ଧୁ
Read More...

ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୨୧୪ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୨୧୪ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ୦ରୁ ୧୮ ବର୍ଷ ବୟସ ମଧ୍ୟରେ ୩୦ ଜଣ ଚିହ୍ନଟ ହୋଇଥିବା ବେଳେ ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୧୬୬୪ ରହିଥିବା ବେଳେ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୧୨୯ ଜଣ
Read More...

ଟୋଲ ମୁକ୍ତ ଯାନବାହାନ ଚଳାଚଳ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ସମ୍ବଲପୁର ଜାତୀୟ ରାଜପଥର ବରାହାଗୁଡା ଠାରେ ଥିବା ଅଶୋକା ଟୋଲ ପ୍ଲାଜାରେ ଗତକାଲି ବରଗଡ଼ ଓକିଲ ସଂଘ ପକ୍ଷରୁ ଆନ୍ଦୋଳନ ଯୋଗୁଁ ସମସ୍ତ ଯାନବାହାନ ଗୁଡିକୁ ବିନା ଦେୟରେ ଯିବା ଆସିବା କରିଥିବା ଦେଖିବାକୁ ମିଳିଥିଲା । ବରାହଗୋଡା ଠାରେ ଥିବା ଟୋଲ
Read More...