ସ୍ୱେଚ୍ଛାସେବୀଙ୍କ ଉଦ୍ୟମ କ୍ରମେ ନେଲସନ ମୁଣ୍ଡା ପହଁଚିଲେ ନିଜ ଭିଟାମାଟି
କଳାହାଣ୍ଡି, (ପି.କେ. ସାହୁ) : ସ୍ୱେଚ୍ଛାସେବୀ ଯଶୋବନ୍ତ ରଣାଙ୍କ ଉଦ୍ୟମରେ ନେଲସନ ମୁଣ୍ଡା ନିଜ ଭିଟାମାଟିକୁ ପହଞ୍ଚିପାରିଥିବା ଜଣାପଡିଛି । ସୂଚନା ଅନୁସାରେ, ସମ୍ବଲପୁର ଜିଲ୍ଲା ରେଙ୍ଗାଲି ଅଞ୍ଚଳ ବିଶାଳଖଣ୍ଡା ନିକଟବର୍ତ୍ତୀ ଏକ ଗାଁରୁ ନେଲସନ ମୁଣ୍ଡା ନାମକ ଜଣେ ବ୍ୟକ୍ତି କିଛିଦିନ ତଳେ!-->…
Read More...
Read More...