ଧନୁଯାତ୍ରା ମହୋତ୍ସବ ସ୍ମରଣିକା କମିଟିର ବୈଠକ
ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଧନୁଯାତ୍ରା ମହୋତ୍ସବ ଆସନ୍ତା ଡ଼ିସେମ୍ବର ମାସରେ ହେବାକୁ ଥିବା ବେଳେ ଏହାର ପ୍ରସ୍ତୁତି ଆରମ୍ଭ ହୋଇଛି । ଏହି କ୍ରମରେ ଗତକାଲି ଅତିରିକ୍ତ ଜିଲ୍ଲାପାଳ ମିର୍ଦ୍ଧା ଟପ୍ପୋଙ୍କ ପୌରାହିତ୍ୟରେ ତାଙ୍କ ପ୍ରକୋଷ୍ଠରେ ଧନୁଯାତ୍ରା ମହୋତ୍ସବ ସ୍ମରଣିକା କମିଟିର ବୈଠକ!-->…
Read More...
Read More...