ଛତ୍ରପୁର ଓ ହିଞ୍ଜିଳିକାଟୁରେ ଅନୁଷ୍ଠିତ ବ୍ୟାଙ୍କ ସମନ୍ୱୟ ମେଳାରେ ଜିଲ୍ଲାପାଳଙ୍କ ହସ୍ତରେ ଚେକ ପ୍ରଦାନ
ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ପଞ୍ଚାୟତ ସମିତି ଆନୁକୂଲ୍ୟରେ ମିଶନ ଶକ୍ତି ସୌଜନ୍ୟରେ ଏକ ମେଗା ବ୍ୟାଙ୍କ ସମନ୍ୱୟ ମେଳା ମଙ୍ଗଳବାର ସଂଗଠିତ ହୋଇଯାଇଛି । ବିଭିନ୍ନ ମହିଳା ଏସ୍ଏଚ୍ଜି ଗୃପମାନେ ଏହି କାର୍ଯ୍ୟକ୍ରମରେ ସମବେତ ହୋଇଥିଲେ । ଏହି ବ୍ୟାଙ୍କ ସମନ୍ୱୟ ମେଳାରେ!-->…
Read More...
Read More...