Monthly Archives

September 2022

ବିଦ୍ୟୁତ ସଂସ୍ପର୍ଶରେ ଆସି ୫ ଆହତ

ପାତ୍ରପୁର : ପାତ୍ରପୁର ବ୍ଲକ ପଦାଦିଗି ପଂଚାୟତ ନୂଆଁପେଣ୍ଠ ଗ୍ରାମରେ ନାଟକ ଦେଖୁଥିବା ବେଳେ ବିଦ୍ୟୁତ ସଂସ୍ପର୍ଶରେ ଆସି ୫ ଜଣ ଛାତ୍ର ଆହତ ହୋଇଥିବା ଜଣାପଡିଛି । ସମସ୍ତ ଆହତମାନଙ୍କୁ ୧୦୮ଯୋଗେ ପାତ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଛି । ଆହତମାନେ ହେଲେ ଶ୍ରୀତମ
Read More...

ବଲାଙ୍ଗିର ସହରରେ ନୂଆଁଖାଇ ଦିନ ଖୋଲା ହୋଇଥିବା ଅଫିସକୁ ବନ୍ଦ କଲେ ପଶ୍ଚିମ ଓଡିଶା ଯୁବା ମଂଚର ସଦସ୍ୟମାନେ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପଶ୍ଚିମ ଓଡିଶାର ମହାନ ଗଣପର୍ବ ନୂଆଁଖାଇ । ଏହି ପର୍ବକୁ ସାରା ପଶ୍ଚିମ ଓଡିଶାର ଲୋକେ ପାଳନ କରନ୍ତି । ତେବେ ଏହି ଦିନ ରାଜ୍ୟ ସରକାରଙ୍କ ଛୁଟି ତାଳିକାରୁ ବାଦ୍‌ ପଡିଥିବା ବେଳେ ସାରା ପଶ୍ଚିମ ଓଡିଶାବାସୀ ଏହି ଦିନ ଛୁଟି କରିବା ପାଇଁ ରାଜ୍ୟ ସରକାରଙ୍କ
Read More...

ଭାଲୁପାଲିରେ ନୂଆଁଖାଇ ଭେଟ୍‌ଘାଟ୍ କାର୍ଯ୍ୟକ୍ରମ ଅନୁଷ୍ଠିତ

ଆଗଲପୁର, (କେପିଏନ୍‌ଏସ୍‌) : ଆଗଲପୁର ବ୍ଲକ ଭାଲୁପାଲି ଗାଁରେ ଚତୁର୍ଥ ବର୍ଷ ନୂଆଁଖାଇ ଭେଟ୍‌ଘାଟ୍ କାର୍ଯ୍ୟକ୍ରମ ଅତି ଭିନ୍ନ ଢଙ୍ଗରେ ଅନୁଷ୍ଠିତ ହୋଇଯାଇଛି । ଗାଁର ସମସ୍ତ ଘର ସାମ୍ନାରେ ଶୁଭ କଳସ ସ୍ଥାପନ କରାଯାଇଥିବା ବେଳେ ଆକର୍ଷଣୀୟ ଝୋଟି ଅଙ୍କାଯାଇଥିଲା । ଏହି ଉତ୍ସବରେ କଳା ସଂସ୍କୃତି
Read More...

ପାଟଣାଗଡର ବିଭିନ୍ନ ମନ୍ଦିର ପରିଦର୍ଶନ କଲେ ପୂର୍ବତନ ବଲାଙ୍ଗିର ସାଂସଦ କଳିକେଶ ନାରାୟଣ ସିଂହଦେଓ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ପାଟଣାଗଡକୁ ବଲାଙ୍ଗିର ପୂର୍ବତନ ସାଂସଦ ତଥା ବିଜେଡିର ରାଜ୍ୟ ବରିଷ୍ଠ ସାଧାରଣ ସମ୍ପାଦକ କଳିକେଶ ନାରାୟଣ ସିଂହଦେଓ ତାଙ୍କ ପରିବାର ସହ ଗସ୍ତ କରି ନୂଆଁଖାଇ ଅବସରରେ ମା' ଦଶମତିଙ୍କୁ ଦର୍ଶନ କରିବା ସହିତ ପାଟଣାଗଡର ବିଭିନ୍ନ
Read More...

ସେପ୍ଟେମ୍ବର ମାସ ପାଇଁ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସେପ୍ଟେମ୍ବର ମାସ ପାଇଁ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଧାର୍ଯ୍ୟ କରାଯାଇଛି । ତଦନୁସାରେ ସେପ୍ଟେମ୍ବର ମାସ ପ୍ରଥମ ସୋମବାର ତା. ୦୫/୦୯/୨୦୨୨ରିଖ ପୂର୍ବାହ୍ନ ଘ: ୧୦ଟା ୩୦ ମିନିଟ ସମୟରେ ବଲାଙ୍ଗିର ଜିଲ୍ଲା
Read More...

ଖଗସାକନାରେ ନୂଆଁଖାଇ ଭେଟ୍‌ଘାଟ୍‌

ତରଭା, (ପୁସ୍ତମ୍ ଯୁଆଡି) : ତରଭା ବ୍ଲକ ମେଣ୍ଡା ପଂଚାୟତ ଅନ୍ତର୍ଗତ ଖଗସାକନା ଗାଁରେ ମାହେଶ୍ଵରୀ ପରିବାର ତରଫରୁ ନୂଆଁଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କୋଶଳି କବି ତଥା ନାଟ୍ୟକାର ଚନ୍ଦ୍ରାବତୀ ପାଣ୍ଡେ ମୁଖିଆ କୁନୁଆ, ଗାଁ ସ୍କୁଲର ପ୍ରଧାନ ଶିକ୍ଷକ ଭିକାରୀ ଚରଣ
Read More...

ନୂଆଁଖାଇ ଜୁହାର ଜଣାଇବା ସହ ଏକଜୁଟ୍‌ ହୋଇ ସମସ୍ତେ କୋଶଲ ସଂଗ୍ରାମରେ ସାମିଲ୍‌ ହେବାକୁ ଆହ୍ୱାନ ଦେଲେ କୋଶଲ ରାଜ୍ୟ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ପଶ୍ଚିମ ଓଡ଼ିଶାର ମହାନ୍‌ ଗଣପର୍ବ ନୂଆଁଖାଇ ପାଳନ ହୋଇ ସାରିଥିବା ବେଳେ କୋଶଲ ରାଜ୍ୟ ସମନ୍ୱୟ ସମିତିର ଅଧ୍ୟକ୍ଷ ପ୍ରମୋଦ ମିଶ୍ର ସମସ୍ତଙ୍କୁ ନୂଆଁଖାଇ ଜୁହାର୍‌ ଜଣାଇବା ସହ ଏକଜୁଟ୍‌ ହୋଇ ସମସ୍ତେ କୋଶଲ ସଂଗ୍ରାମରେ ସାମିଲ୍‌ ହେବାକୁ ଆହ୍ୱାନ କରିଛନ୍ତି । ସେ
Read More...

କୁତମୁଣ୍ଡା ଗ୍ରାମରେ ନୂଆଁଖାଇ ଭେଟ୍‌ଘାଟ୍‌ ଅନୁଷ୍ଠିତ

ପାଟଣାଗଡ଼, (ପୁସ୍ତମ୍ ଯୁଆଡି) : ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ଉପଲକ୍ଷେ ବଲାଙ୍ଗିର ଜିଲ୍ଲା ପାଟଣାଗଡ ବ୍ଲକ ଅନ୍ତର୍ଗତ କୁତମୁଣ୍ଡା ଗ୍ରାମର ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ନୂଆଁଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଲକ୍ଷ୍ମଣ
Read More...

ପରମେଶ୍ୱର ସିପ୍‌କାଙ୍କ ଦ୍ୱାରା ସରିଆ ଧାନ ବଣ୍ଟନ

ତୁରେକେଲା, (କୈଳାଶ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ହିଆଲ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ହିଆଲ ଗାଁର ପରମେଶ୍ୱର ସିପ୍‌କା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ପ୍ରତ୍ୟେକ ଗାଁକୁ ସରିଆ ଧାନ ଦାନ କରିଛନ୍ତି । ସରିଆ ଧାନ ପାଇ ପ୍ରତ୍ୟେକ ଗାଁର ଲୋକେ ପ୍ରଶଂସା କରି ତାଙ୍କୁ ଧନ୍ୟବାଦ
Read More...

ବହଲିରେ ୨୫ତମ ନୂଆଁଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମ ଉଦ୍‌ଯାପିତ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ କୁତୁର୍ଲା ପଞ୍ଚାୟତ ଅନ୍ତର୍ଗତ ବହଲି ଗାଁରେ ସ୍ଥାନୀୟ ଗଣେଶ ପୂଜା କମିଟି ପକ୍ଷରୁ ୨୫ତମ ନୂଆଁଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମକୁ ପ୍ରତିଷ୍ଠାତା ସଭ୍ୟ ହୃଦାନନ୍ଦ ଗଡତ୍ୟା ସଭାପତିତ୍ୱରେ ଅନୁଷ୍ଠିତ ଏହି
Read More...