ନନ୍ଦପୁର ଅଞ୍ଚଳରୁ ୨ କ୍ୱିଣ୍ଟାଲରୁ ଊର୍ଦ୍ଧ୍ୱ ଚନ୍ଦନ କାଠ ଜବତ
କୋରାପୁଟ : କୋରାପୁଟ ଜିଲ୍ଲା ନନ୍ଦପୁର ଅଞ୍ଚଳରୁ ଗତକାଲି ୨ କ୍ୱିଣ୍ଟାଲ ୧୪ କେଜି ୭ ଶହ ଗ୍ରାମ ଚନ୍ଦନ କାଠ ପାଡୁଆ ପୋଲିସ ଜବତ କରିଥିବା ଜଣାପଡିଛି । ସୂଚନା ଅନୁଯାୟୀ, ପଶ୍ଚିମବଙ୍ଗକୁ ଚାଲାଣ କରିବା ପାଇଁ ଡଙ୍ଗା ଯୋଗେ ନନ୍ଦପୁରର ଚମ୍ପାପୁଟ କୁଲାରସିଂ ନଦୀଘାଟକୁ ଅଣାଯାଇ ଏହି ଚନ୍ଦନ କାଠ ଏକ!-->…
Read More...
Read More...