Monthly Archives

September 2022

ବନ୍ୟା ପରେ ଏବେ ମରୁଡି : ଚାଷ ଜମିକୁ ଜଳସେଚନ ନିମନ୍ତେ ଦାବୀପତ୍ର ପ୍ରଦାନ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ବନ୍ୟା ପରେ ଏବେ ମରୁଡି । ଡେଲାଙ୍ଗ ଡିଷ୍ଟ୍ରିବ୍ୟୁଟର କେନାଲରେ ପାଣି ନ ଆସିବାରୁ ବିଲ ଫାଟି ଆଁ କରିଗଲାଣି । ଏନେଇ ଡେଲାଙ୍ଗରେ ଚାଷୀ ଅସନ୍ତୋଷ ଦେଖାଦେଇଛି । ମହାବୀର କୃଷକ ସଂଗଠନ ତରଫରୁ ଗଞ୍ଜେଇଗୋଡି, ରାମଚନ୍ଦ୍ରପୁର ଏବଂ ଡେଲାଙ୍ଗ କୋଠବାଡର ଅନେକ
Read More...

ଓଡିଶା ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ବଲାଙ୍ଗିର ଶାଖାର କାର୍ଯ୍ୟକାରିଣୀ ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ନରସିଂହ ମନ୍ଦିରଠାରେ ଗୋବିନ୍ଦ ମିଶ୍ରଙ୍କ ସଭାପତିତ୍ୱରେ ଓଡିଶା ଅବସରପ୍ରାପ୍ତ କର୍ମଚାରୀ ସଂଘ ବଲାଙ୍ଗିର ଶାଖାର ଏକ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ସଭାର ପ୍ରାରମ୍ଭରେ ସଂପାଦକ ମଲିଆ ଗଡୁଆ ପୂର୍ବ ବୈଠକର ବିବରଣୀ ପାଠ କରିଥିଲେ । ନୂତନ
Read More...

ଖୋର୍ଦ୍ଧା-ବଲାଙ୍ଗିର ନିର୍ମାଣାଧୀନ ରେଳପଥ ପ୍ରସଙ୍ଗ : ଲୋଭନୀୟ ବଜେଟ ଘୋଷଣା ମାତ୍ର ନିରାଶାଜନକ ଖର୍ଚ୍ଚ

ଲୋକଙ୍କୁ ଭୂଆଁ ବୁଲାଉଛନ୍ତି କେନ୍ଦ୍ର ଓ ରାଜ୍ୟ ସରକାରନର୍ଲାର ୱାର୍କଶପ ପାଇଁ ଘୋଷିତ ୨ କୋଟି ଟଙ୍କାରୁ ଖର୍ଚ୍ଚ ହୋଇଛି ମାତ୍ର ୩୧ ହଜାର ଟଙ୍କାପଶ୍ଚିମ ଓଡିଶା ପ୍ରତି ରେଳ ବିଭାଗର ଅବହେଳା ସମ୍ପୂର୍ଣ୍ଣ ଉଦ୍ଦେଶ୍ୟମୂଳକ- ହେମନ୍ତ ପଣ୍ଡା ବଲାଙ୍ଗିର, (କେପିଏନ୍‌ଏସ୍‌) :
Read More...

କୋଶଲ ରାଜ୍ୟ ଦାବୀରେ ଟିଟିଲାଗଡ଼ ମହାବନ୍ଦ

ଟିଟିଲାଗଡ଼, (କେପିଏନ୍‌ଏସ୍‌) : ସ୍ୱତନ୍ତ୍ର କୋଶଳ ରାଜ୍ୟ ଦାବୀ ନେଇ କୋଶଲ ରାଏଜ ମୁକ୍ତି ମୋର୍ଚା ପକ୍ଷରୁ ଡାକରା କ୍ରମେ ଟିଟିଲାଗଡ଼ ସହର ସମୂର୍ଣ୍ଣ ଠପ୍‌ ହୋଇପଡିଛି । ବନ୍ଦ ନେଇ ଗତକାଲିଠାରୁ କୋଶଲ ସମର୍ଥକ ସହରରେ ଡାକବାଜି ଯନ୍ତ୍ର ଯୋଗେ ପ୍ରଚାର ପ୍ରସାର ସହ ବିଭିନ୍ନ ଅନୁଷ୍ଠାନକୁ ସହଯୋଗ
Read More...

କୋସଲ ମହାବନ୍ଦ, କଳାହାଣ୍ଡି ଠପ୍‌

କଳାହାଣ୍ଡି, (କେପିଏନ୍‌ଏସ୍‌) : କୋସଲ ମହାବନ୍ଦର ପ୍ରଭାବରେ କଳାହାଣ୍ଡି ଠପ୍‌ ହୋଇ ଯାଇଥିବା ଦେଖିବାକୁ ମିଳିଛି । ସୂଚନା ଅନୁସାରେ କୋଶଳ ମହବନ୍ଦକୁ ବିପୁଳ ଜନ ସମର୍ଥନ ରହିଥିବା ଦେଖିବାକୁ ମିଳିଛି । କୋଶଳ ରାଜ୍ୟ ଗଠନ ଦାବୀରେ ୧୨ ଘଣ୍ଟିଆ ବନ୍ଦ ବେଳେ କୋଶଳ ରାଜ୍ୟ ମୁକ୍ତି ମୋର୍ଚ୍ଚା
Read More...

କୋସଲ ମହାବନ୍ଦର ପ୍ରଭାବରେ ବନ୍ଦହେଲା କଳାହାଣ୍ଡି ଲାଞ୍ଜିଗଡ଼ର ବେଦାନ୍ତ

କଳାହାଣ୍ଡି, (କେପିଏନ୍‌ଏସ୍‌) : କୋସଲ ମହାବନ୍ଦର ପ୍ରଭାବରେ କଳାହାଣ୍ଡି ଲାଞ୍ଜିଗଡ଼ର ବେଦାନ୍ତ ବନ୍ଦ ହୋଇଥିବା ଦେଖିବାକୁ ମିଳିଛି । କୋସଲ୍‌ ରାଜ୍ୟ ସମର୍ଥକଙ୍କ ତାୱଡ଼୍‌ତୋଡ଼୍‌ ଆନ୍ଦୋଳନରେ ସାରା ପଶ୍ଚିମ ଓଡ଼ିଶା ଆଜି ଠପ୍‌ ହୋଇଯାଇଥିବା ବେଳେ ଲାଞ୍ଜିଗଡ଼ର ବେଦାନ୍ତରେ ମଧ୍ୟ ଏହି ବନ୍ଦର
Read More...

ଘରୁ ଡାକିନେଇ ଯୁବକଙ୍କୁ ହତ୍ୟା ଘଟଣା : ନିରପେକ୍ଷ ତଦନ୍ତ ଓ ଦୋଷୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବୀରେ…

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ସିନାପାଲି ଥାନା କାପସି ଗ୍ରାମର ଯୁବକ ତୁଲାରାମ ତାଣ୍ଡି(ମଣ୍ଟୁ)ଙ୍କୁ ଘରୁ ଡାକିନେଇ ହତ୍ୟା ଘଟଣା ଦିନକୁ ଦିନ ସରଗରମ ହେବାରେ ଲାଗିଛି । ଘଟଣାର ନିରପେକ୍ଷ ତଦନ୍ତ ଓ ସମ୍ପୃକ୍ତ ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବୀରେ ଦଳିତ
Read More...

ଘରର କାନ୍ଥ ଭୁଶୁଡି ମହିଳା ଗୁରୁତର

ଦେବଗଡ଼ : ତିଲେଇବଣି ବ୍ଲକ ଛେପିଲିପାଲି ଗ୍ରାମ ପଂଚାୟତ ଅନ୍ତର୍ଗତ ଗାଡପାଳ ଗ୍ରାମରେ ଗତକାଲି ରାତ୍ରିରେ ଘରର କାନ୍ଥ ଭୁଶୁଡି ଜଣେ ମହିଳା ଗୁରୁତର ଆହତ ହୋଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ଗାଡପାଳ ଗ୍ରାମର ଏକାଦୁଶିଆ ଶବରଙ୍କ ସ୍ତ୍ରୀ ସୁଶୀଳା ଶବର(୩୦) ଅନ୍ୟଦିନ ମାନଙ୍କ ଭଳି
Read More...

ଖଟଖଟିଆ ସ୍କୁଲରେ ପୋଷାକ ବଣ୍ଟନ

ବୌଦ୍ଧ, (ମମତା ମହାକୁର) : ବୌଦ୍ଧ ଜିଲ୍ଲା କଣ୍ଟାମାଲ ବ୍ଲକ ଖଟଖଟିଆ ସରକାରୀ ଉପ୍ରା ବିଦ୍ୟାଳୟରେ ପୋଷାକ ବଣ୍ଟନ ହୋଇଯାଇଛି ।ବିଦ୍ୟାଳୟ ପ୍ରଧାନ ଶିକ୍ଷକ ସମୀର କୁମାର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପୋଷକ ବଣ୍ଟନ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଜିଲ୍ଲା ଶିକ୍ଷା ଅଧିକାରୀ ଡ଼
Read More...

ହାତୀବନ୍ଧା ଉଚ୍ଚ ବିଦ୍ୟାଳୟରେ ଗୁରୁ ଦିବସ ପାଳିତ

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଅର୍ନ୍ତଗତ ହାତୀବନ୍ଧା ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ପ୍ରଧାନ ଶିକ୍ଷକ ଭୁବନେଶ୍ୱର ମେହେରଙ୍କ ଅଧ୍ୟକ୍ଷତାରେ ସୋମବାର ଗୁରୁ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଏନେଇ ଅନୁଷ୍ଠିତ ସଭାରେ ଅତିଥି ଭାବରେ ବରିଷ୍ଠ
Read More...