Daily Archives

ସୁଖାସୋଢ଼ାରୁ ପବିତ୍ର ଜଳ ସଂଗ୍ରହ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ପାଳନ ତଥା ଆସନ୍ତା ଗାନ୍ଧୀ ଜୟନ୍ତୀ ଅବସରରେ ରାଜ୍ୟର ସମସ୍ତ ଜିଲ୍ଲାରୁ ପବିତ୍ର ମାଟି ଜଳ ସଂଗ୍ରହ କରାଯାଉଛି । ଏହି ପରିପ୍ରେକ୍ଷୀରେ ଓଡ଼ିଶାରେ ମହାନଦୀର ପ୍ରବେଶ ସ୍ଥଳ ସୁଖାସୋଢ଼ାରୁ ପବିତ୍ର ଜଳ ସଂଗ୍ରହ କରିଛନ୍ତି
Read More...

ତେନ୍ତୁଳିଗୁମା ଗ୍ରାମରୁ ପବିତ୍ର ମାଟି ସଂଗ୍ରହ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ମହାନ୍ ସ୍ୱାଧୀନତା ସଂଗ୍ରାମୀ ଶହୀଦ ଲକ୍ଷ୍ମଣ ନାଏକଙ୍କ ଜନ୍ମସ୍ଥାନ କୋରାପୁଟ ଜିଲ୍ଲା ବୈପିରୀଗୁଡା ବ୍ଲକର ତେନ୍ତୁଳିଗୁମା ଗ୍ରାମରୁ ପବିତ୍ର ମାଟି ସଂଗୃହୀତ ହୋଇଛି । ମାଟି ସଂଗ୍ରହ ଅବସରରେ ଜିଲ୍ଲା ପ୍ରଶାସନ ପକ୍ଷରୁ କଳସ ଶୋଭାଯାତ୍ରା ଏବଂ ସଂକୀର୍ତ୍ତନ
Read More...

ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜନ୍ମପୀଠକୁ ଆକର୍ଷଣୀୟ ଐତିହାସିକ ଓ ସାଂସ୍କୃତିକ ସ୍ଥାନରେ ପରିଣତ କରିବା ପାଇଁ ରାଜ୍ୟ…

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜନ୍ମପୀଠକୁ ଏକ ଆକର୍ଷଣୀୟ ଐତିହାସିକ ଓ ସାଂସ୍କୃତିକ ସ୍ଥାନରେ ପରିଣତ କରିବା ପାଇଁ ରାଜ୍ୟ ସରକାରଙ୍କ ତରଫରୁ ଆରମ୍ଭ କରାଯାଇଥିବା ପ୍ରକଳ୍ପର କାର୍ଯ୍ୟ ବେଶ ଅଗ୍ରଗତି ହୋଇଛି । ଗତକାଲି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର
Read More...

ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୨୦୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୨୦୩ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ୦ରୁ ୧୮ ବର୍ଷ ବୟସ ମଧ୍ୟରେ ୨୦ ଜଣ ଚିହ୍ନଟ ହୋଇଥିବା ବେଳେ ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୧୪୦୭ ରହିଥିବା ବେଳେ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୧୧୯ ଜଣ
Read More...

ବନୁପାଲି ଗ୍ରାମରେ ସ୍ୱଚ୍ଛତା ସପ୍ତାହ ପାଳନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ରାଜବୋରାସମ୍ବର ଅଧିନସ୍ଥ କଂସର ଗ୍ରାମ ପଞ୍ଚାୟତର ବନୁପାଲି ଏବଂ ସପିଆଁ ଗ୍ରାମରେ କଂସର ଗ୍ରାମ ପଞ୍ଚାୟତର ସରପଞ୍ଚ ଆନନ୍ଦ ବେହେରାଙ୍କ ନେତୃତ୍ୱରେ ଗ୍ରାମର ୱାର୍ଡ ସଭ୍ୟ, ଏସଏସଜି ମହିଳା, ଯୁବକମାନଙ୍କ ମିଳିତ ଉଦ୍ୟମରେ ସ୍ୱଚ୍ଛତା ସପ୍ତାହ ପାଳନ କରାଯାଇଛି ।
Read More...

ଦାଦନ ଶ୍ରମିକ ଚାଲାଣ ଋତୁର ସମୟ ଆସିଲା : କଡ଼ାକଡ଼ି ହେବ କି ପ୍ରଶାସନିକ ପଦକ୍ଷେପ ?

ବଲାଙ୍ଗିର, (କେପିଏନ୍‌ଏସ୍‌) : ଦଶହରା ପର୍ବ ସହ ପ୍ରତିବର୍ଷ ଦାଦନ ଶ୍ରମିକ ଚାଲାଣ ଋତୁ ଜମିଯାଏ । ବାସ୍ତବରେ ନୂଆଁଖାଇ ସମୟରୁ ଦାଦନ ଶ୍ରମିକ ସର୍ଦ୍ଦାରମାନେ ବଇନା ଦେଇ ଆବୋରି ପକାନ୍ତି ଶ୍ରମିକ ପରିବାରମାନଙ୍କୁ । ଏତିକି ବେଳୁ ହିଁ ଦାଦନ ଶ୍ରମିକ ଚାଲାଣର ପର୍ବ ଆରମ୍ଭ ହୋଇଯାଇଥାଏ ।
Read More...

ବଲାଙ୍ଗିର ସମଲେଇ ମନ୍ଦିରରେ ମା’ଙ୍କ ସ୍କନ୍ଦମାତା ବେଶ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସମଲେଇ ମନ୍ଦିରରେ ମା’ଙ୍କ ସ୍କନ୍ଦମାତା ବେଶ । ମା’ ଯଶସ୍ୱିନୀ ସ୍କନ୍ଦମାତା ରୂପରେ ଆଜି ଭକ୍ତମାନଙ୍କୁ ଦେବୀ ପୀଠରେ ଦର୍ଶନ ଦେଇଛନ୍ତି । ଆସନ୍ତୁ ମା’ଙ୍କ ସ୍କନ୍ଦମାତା ବେଶର ମହାତ୍ମ୍ୟ ସଂପର୍କରେ କିଛି ପୌରାଣିକ କଥାବସ୍ତୁ ଜାଣିବା ।
Read More...

ଇନ୍ଦ୍ରମଣି ସାହୁ ଜୟନ୍ତୀ ପାଳନ ଓ କୋଶଲି ରାମାୟଣ ଦ୍ୱିତୀୟ ଖଣ୍ଡ ଉନ୍ମୋଚନ

ପାଟଣାଗଡ, (କେପିଏନ୍‌ଏସ୍‌) : କୋଶଲି ବାଲ୍ମୀକି ଭାବେ ପରିଚିତ କବି, ସ୍ୱାଧୀନତା ସଂଗ୍ରାମୀ ତଥା ରାଜନେତା ଇନ୍ଦ୍ରମଣି ସାହୁଙ୍କ ଜୟନ୍ତୀ କୋଶଲି ସଂସ୍କୃତି ଦିନ ଭାବେ ପାଳନ କରାଯାଇଛି । କୋଶଲି ଡେରା ତରଫରୁ ବନକା ବିଅର ଠାରେ ଏକ ସାହିତ୍ୟ ସଭାରେ କବିଙ୍କର ଜନ୍ମଦିନ ଉତ୍ସବରେ ଅନେକ
Read More...

ଆଠଗଡ ବ୍ଲକର ବିଭିନ୍ନ ସ୍ଥାନରେ ଅହିଂସା ରଥ ସ୍ୱାଗତ କାର୍ଯ୍ୟକ୍ରମ

ଭୁବନେଶ୍ୱର : ଆଠଗଡ ବ୍ଲକର ବିଭିନ୍ନ ସ୍ଥାନରେ ଅହିଂସା ରଥ ସ୍ୱାଗତ କାର୍ଯ୍ୟକ୍ରମରେ ବିଶାଳ ଜନ ସମାଗମ ଦେଖିବାକୁ ମିଳିଥିଲା । କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଏହି ସମାବେଶରେ ସକ୍ରିୟ ଯୋଗଦାନ କରି ସମସ୍ତଙ୍କୁ ଉତ୍ସାହିତ କରିଥିଲେ । ଏନେଇ ରାଜ୍ୟ ଓ ଲୋକ
Read More...

କେନ୍ଦ୍ରମନ୍ତ୍ରୀ ନୀତୀନ ଗଡ଼କରୀଙ୍କ ସୂଚନା : ୧ ଅକ୍ଟୋବର ୨୦୨୩ଠାରୁ ଏମ-ୱାନ୍ ଶ୍ରେଣୀର ଯାତ୍ରୀବାହୀ କାରରେ…

ନୂଆଦିଲ୍ଲୀ, (ପିଆଇବି) : କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରୀ ନୀତୀନ ଗଡ଼କରୀ ଏକାଧିକ ଟୁଇଟ୍ଜରିଆରେ ଏକ ଗୁରୁତ୍ବପୂର୍ଣ୍ଣ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ସମସ୍ତ ମୂଲ୍ୟବର୍ଗ ଏବଂ ସବୁ ପ୍ରକାରର ମୋଟର ଗାଡ଼ିରେ ଯାତ୍ରା କରୁଥିବା ସମସ୍ତ ଯାତ୍ରୀଙ୍କ ସୁରକ୍ଷା ଆମର ସର୍ବୋଚ୍ଚ
Read More...