sss
Daily Archives

ପୋଷ୍ଟମର୍ଟମ ହୋଇଥିବାରୁ ଶବକୁ କାନ୍ଧ ଦେଲେନି ଜାତି ଭାଇ : ଛୁଇଁବାକୁ ମନା କଲେ ଗ୍ରାମବାସୀ

ମୋଟର ସାଇକେଲରେ ମଶାଣିକୁ ନେଇ ଶବ ସତ୍କାର କଲେ ସରପଞ୍ଚଙ୍କ ସ୍ୱାମୀ ପଦ୍ମପୁର, (ନିରୋଜ କୁମାର ପାଣୀ) : ଦେଶ ସ୍ଵାଧୀନ ହେବା ୭୫ ବର୍ଷ ହେଲା । ଏ ବର୍ଷ ଆମେ ସମସ୍ତେ ଅମୃତ ମହୋତ୍ସବ ପାଳନ କରୁଛୁ କିନ୍ତୁ ଛୁଆଁ ଅଛୁଆଁ ଜାତି ପ୍ରଥା ଆଜି ବି ଗାଁ ସହର ସମସ୍ତ ଜାଗାରେ ଭରି ରହିଛି । ଯାହାର
Read More...

ଅହିଂସା ରଥକୁ ଗଞ୍ଜାମ ଜିଲ୍ଲାରେ ବିପୁଳ ସମ୍ବର୍ଦ୍ଧନା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ ଅବସରରେ ମହାତ୍ମା ଗାନ୍ଧୀଙ୍କ ଅହିଂସା ନୀତିର ଜନଜାଗରଣ କରିବା ପୂର୍ବକ ସାରା ଓଡ଼ିଶା ପରିକ୍ରମା କରୁଥିବା ଅହିଂସା ରଥକୁ ସସମ୍ମାନ ପ୍ରଦାନ କରାଯାଉଛି, ଗଞ୍ଜାମ ଜିଲ୍ଲାରେ ବିପୁଳ ସମ୍ବର୍ଦ୍ଧନାର ସହ ରଥକୁ ସ୍ୱାଗତ
Read More...

ବୈତାଳି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପୋଷଣ ମେଳା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ଅନ୍ତର୍ଗତ ବୈତାଳି କ୍ଲଷ୍ଟର ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଦିବସ କୁମାର ସାହୁଙ୍କ ତତ୍ତ୍ୱାବଧାନରେ କ୍ଲଷ୍ଟର ଅନ୍ତର୍ଗତ ସମସ୍ତ ବିଦ୍ୟାଳୟମାନଙ୍କରେ “ପୋଷଣ ମାସ” ପାଳନ କରାଯାଉଛି । ଏହି କ୍ରମରେ ବୈତାଳି ସରକାରୀ ଉଚ୍ଚ
Read More...

ଖପ୍ରାଖୋଲ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ବିଶେଷଜ୍ଞ ଡାକ୍ତର ପଦବୀ ପୂରଣ ପାଇଁ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ ଚିଠି ଲେଖିଲେ…

ପାଟଣାଗଡ, (ଗୋରେଖନାଥ ବରିହା) : ବଲାଙ୍ଗିର ଜିଲ୍ଲାର ମ୍ୟାଲେରିଆ ପ୍ରବଣ ଅଞ୍ଚଳ ଖପ୍ରାଖୋଲ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ବିଶେଷଜ୍ଞ ଡାକ୍ତର ପଦବୀ ଖାଲି ପଡିଛି । ଏହାକୁ ତୁରନ୍ତ ପୁରଣ ପାଇଁ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ଚିଠି ଲେଖିଥିବା ଜଣାଯାଇଛି ।
Read More...

ଗୋପାଳପୁର ବନ୍ଦର ପକ୍ଷରୁ ସାପ୍ତାହିକ ସଫେଇ ଅଭିଯାନ ଅନୁଷ୍ଠିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗୋପାଳପୁର ବନ୍ଦର ଲିଃ. ଏହାର କର୍ପୋରେଟ ସାମାଜିକ ଦାୟିତ୍ୱବୋଧ ଶାଖା ଆନୁକୂଲ୍ୟରେ ନିକଟବର୍ତ୍ତୀ ବଡ ଆର୍ଯ୍ୟପଲ୍ଲୀ ଗ୍ରାମରେ ଅବସ୍ଥିତ ଶ୍ରୀ ସିଦ୍ଧି ପୋଲାମା ମନ୍ଦିର ପରିସର ଏବଂ ଏହାର ଆଖପାଖ ଅଞ୍ଚଳରେ ଏକ ସାପ୍ତାହବ୍ୟାପୀ ସଫେଇ, ସ୍ୱଚ୍ଛତା
Read More...

ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୨୨୨ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୨୨୨ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ୦ରୁ ୧୮ ବର୍ଷ ବୟସ ମଧ୍ୟରେ ୩୬ ଜଣ ଚିହ୍ନଟ ହୋଇଥିବା ବେଳେ ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୧୪୧୭ ରହିଥିବା ବେଳେ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୧୩୦ ଜଣ
Read More...

ଧନୁଯାତ୍ରା ମହୋତ୍ସବ ସ୍ମରଣିକା କମିଟିର ବୈଠକ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଧନୁଯାତ୍ରା ମହୋତ୍ସବ ଆସନ୍ତା ଡ଼ିସେମ୍ବର ମାସରେ ହେବାକୁ ଥିବା ବେଳେ ଏହାର ପ୍ରସ୍ତୁତି ଆରମ୍ଭ ହୋଇଛି । ଏହି କ୍ରମରେ ଗତକାଲି ଅତିରିକ୍ତ ଜିଲ୍ଲାପାଳ ମିର୍ଦ୍ଧା ଟପ୍ପୋଙ୍କ ପୌରାହିତ୍ୟରେ ତାଙ୍କ ପ୍ରକୋଷ୍ଠରେ ଧନୁଯାତ୍ରା ମହୋତ୍ସବ ସ୍ମରଣିକା କମିଟିର ବୈଠକ
Read More...

ପାର୍ବତୀଗିରି ବୃହତ ଉଠା ଜଳସେଚନ ପ୍ରକଳ୍ପ ପାଇଁ ୧୪୮ କୋଟି ମଞ୍ଜୁର

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲା ବିଜେପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଗାଇସିଲେଟ ବ୍ଲକ ବୁରୋମୁଣ୍ଡା ୭୬.୮୩ ଓ ରାଇସଲପଦର ପାଇଁ ୭୧.୨୦ ସର୍ବମୋଟ ୧୪୮ କୋଟି ଟଙ୍କା ପାର୍ବତୀଗିରି ମେଗା ଉଠା ଜଳସେଚନ ପ୍ରକଳ୍ପ ପାଇଁ ରାଜ୍ୟ ସରକାର ମଞ୍ଜୁର କରିଛନ୍ତି । ମୁଖ୍ୟମନ୍ତ୍ରୀ
Read More...

ଲୋଇସିଂହାର ନୂତନ ବିଡ଼ିଓ ଭାବେ ଯୋଗଦେଲେ ଆକାଶ ରଞ୍ଜନ ସାହୁ

ଲୋଇସିଂହା, (କେପିଏନ୍‌ଏସ୍‌) : ଦୀର୍ଘ ପାଞ୍ଚ ମାସର ବ୍ୟବଧାନ ପରେ ଶୁକ୍ରବାର ଲୋଇସିଂହା ବ୍ଲକରେ ନୂତନ ବିଡିଓ ଭାବେ ଯୋଗ ଦେଇଛନ୍ତି ଓଡିଶା ପ୍ରଶାସନିକ ସେବାର ଅଧିକାରୀ ଆକାଶ ରଞ୍ଜନ ସାହୁ । ଆଗରୁ ସେ ଦେବଗଡ ଜିଲ୍ଲା ବାରକୋଟ ବ୍ଲକରେ କାର୍ଯ୍ୟରତ ଥିଲେ । ଏହି ଅବସରରେ ବ୍ଲକର ବିଡ଼ିଓ
Read More...

ବିଦ୍ୟାଳୟସ୍ତରୀୟ ବିଜ୍ଞାନ ଆଲୋଚନାଚକ୍ର

ପୁଇଁତଲା, (କେପିଏନ୍‌ଏସ୍‌) : ପୁଇଁତଲା ବ୍ଲକ ଅନ୍ତର୍ଗତ ପଂଚାୟତ ଉଚ୍ଚ ବିଦ୍ୟାଳୟ, ବାନ୍ଧପଡାର ରମଣ ଭିପନେଟ ସାଇନ୍ସ କ୍ଲବ ଆନୁକୂଲ୍ୟରେ ବିଦ୍ୟାଳୟସ୍ତରୀୟ ବିଜ୍ଞାନ ଆଲୋଚନାଚକ୍ର ଶିକ୍ଷକ ତଥା ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଆନନ୍ଦ ବଡ଼ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏ
Read More...