tur
Daily Archives

ବାରିକ ଘରକୁ ଅତିଥି ହୋଇ ଆସିଲେ, ଓଡ଼ିଶାର ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ

ଭୁବନେଶ୍ୱର, (କେ.ସତ୍ୟନାରାୟଣ ରେଡ୍ଡୀ) : ଓଡ଼ିଶାର ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମଙ୍ଗଳବାର ଅପରାହ୍ନ ପ୍ରାୟ ୫.୩୦ ସମୟରେ ଜୟଦେବ ନିର୍ବାଚନ ମଣ୍ଡଳୀର ବାଲିପାଟଣା ଅଞ୍ଚଳକୁ ଅଚାନକ ଗ୍ରସ୍ତ କରିଥିଲେ । ବାଲିପାଟଣା ବ୍ଲକ ଅନ୍ତର୍ଗତ କୁରୁଞ୍ଜିପୁର ଗ୍ରାମ ପଞ୍ଚାୟତର
Read More...

ନାରୀ ଶକ୍ତି ଫାଉଣ୍ଡେସନ୍‌ ପକ୍ଷରୁ ଘରକୁ ଘର ଯାଇ ସଚେତନତା କାର୍ଯ୍ୟକ୍ରମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ନାରୀ ଶକ୍ତି ଫାଉଣ୍ଡେସନ୍‌ ପକ୍ଷରୁ ଘରକୁ ଘର ଯାଇ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସଂଗଠନର ସଦସ୍ୟା ନୂତନ ଦାଶ ଓ ନୂତନ ସେନ୍ଦ୍ରିଆ ବଲାଙ୍ଗିର ସହରର ଘରକୁ ଘର ଯାଇ ବୁଷ୍ଟର ଡୋଜ ନେବା ପାଇଁ ଲୋକଙ୍କୁ ସଚେତନ କରୁଥିବା
Read More...

ଅଜଣା ବୋଲେରୋ ଗାଡି ଧକ୍କାରେ ଜଣେ ଗୁରୁତର, ବଲାଙ୍ଗିର ମେଡିକାଲରେ ଭର୍ତ୍ତି

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ତୁରେକଲୋ ବ୍ଲକ ଅନ୍ତର୍ଗତ ବଡବ୍ୟାଙ୍କ ଗ୍ରାମ ଠାରେ ଅଜଣା ବୋଲେରୋ ଧକ୍କାରେ ଜଣେ ଗୁରୁତର ଅବସ୍ଥାରେ ବଲାଙ୍ଗିର ମେଡିକାଲରେ ଭର୍ତ୍ତି ହୋଇଥିବା ଖବର ମିଳିଛି । ଗୁରୁତର ବ୍ୟକ୍ତି ଜଣକ ହେଲେ ବଲରା ଗ୍ରାମର ମୁକୁନ୍ଦ ବାଗ । କୌଣସି କାମ ଯୋଗେ
Read More...

ଗଞ୍ଜାମ ଏସ୍‌ପିଙ୍କ ଛତ୍ରପୁର ଆଦର୍ଶ ଥାନା ପରିଦର୍ଶନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ମହକୁମାସ୍ଥ ଛତ୍ରପୁର ଆଦର୍ଶ ଥାନାକୁ ଗଞ୍ଜାମ ଆରକ୍ଷୀ ଅଧିକ୍ଷକ ବ୍ରିଜେଶ କୁମାର ରାଏ ପରିଦର୍ଶନ କରି ବିଭିନ୍ନ ଆନୁସଙ୍ଗିକ ସ୍ଥିତିର ଅନୁଧ୍ୟାନ କରିଛନ୍ତି । ମଙ୍ଗଳବାର ଅପରାହ୍ନରେ ଥାନା ପରିଦର୍ଶନ କରିବା ସାଂଗକୁ ଥାନାର ଅଭାବ
Read More...

ଚିନ୍ତା ବଢାଉଛି ବିଦ୍ୟୁତ ଖୁଣ୍ଟ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବିଜ୍ଞାପିତ ଅଞ୍ଚଳ ଅନ୍ତର୍ଗତ ପୁଇଁତୋଳା ଗାଁ ମଝିରେ ବିପଦ ସଂକୁଳ ଅବସ୍ଥାରେ ରହିଛି ବିଦ୍ୟୁତ ଖୁଣ୍ଟ । ଉକ୍ତ ଖୁଣ୍ଟକୁ ଲାଗି ରହିଛି ଏକ ବିରାଟ ଉଚ୍ଚତା ସମ୍ପର୍ଣ୍ଣ ହାଇମାକ୍ସ ଲାଇଟ ପୋଲ । ତାହା ପୁଣି ପାଞ୍ଚ ବର୍ଷରୁ ଅଧିକ ହେବ ଅଚଳ ହୋଇ ପଡିଛି
Read More...

ତେନ୍ତୁଳୀଗୁମ୍ମାଠାରେ ଅହିଂସା ରଥକୁ ଭବ୍ୟ ସ୍ୱାଗତ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : କୋରାପୁଟ ଜିଲ୍ଲାର ଶହୀଦ ପୀଠ ବୈପାରିଗୁଡ଼ାର ତେନ୍ତୁଳୀଗୁମ୍ମାଠାରେ ଅହିଂସା ରଥକୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
Read More...

ଚଳିତ ଆର୍ଥିକ ବର୍ଷରେ ଓଡ଼ିଶାରେ ୩୦୦ ବିଜୁ ସେତୁ ନିର୍ମାଣ ଲକ୍ଷ୍ୟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଚଳିତ ଆର୍ଥିକ ବର୍ଷରେ ଓଡ଼ିଶାରେ ୩୦୦ ବିଜୁ ସେତୁ ନିର୍ମାଣ ଲକ୍ଷ୍ୟ ରଖାଯାଇଛି । ଲକ୍ଷ୍ୟ ହାସଲ ନିମନ୍ତେ ଗତକାଲି RDOdish ମନ୍ତ୍ରୀ ପ୍ରିତିରଞ୍ଜନ ଘଡାଇ ଏକ ବୈଠକରେ ସମୀକ୍ଷା କରିଥିଲେ । ପ୍ରମୁଖ ଶାସନ ସଚିବ ସଞ୍ଜୟ କୁମାର ସିଂ ନିର୍ଦ୍ଧାରିତ ସମୟରେ
Read More...

୩୦ ଦିନ ମଧ୍ୟରେ ୨୧ ଗୋଟି ଜିଲ୍ଲାରେ ପରିକ୍ରମା କରିଛି ଅହିଂସା ରଥ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ସାରା ରାଜ୍ୟ ପରିକ୍ରମା କରୁଛି ଅହିଂସା ରଥ । ଅଗଷ୍ଟ ୧୫ରୁ ଯାତ୍ରା ଆରମ୍ଭ କରିଥିବା ୪ଗୋଟି ରଥ ୩୦ ଦିନ ମଧ୍ୟରେ ୨୧ ଗୋଟି ଜିଲ୍ଲାରେ ପ୍ରଚାର କରିଛି ଅହିଂସାର ବାର୍ତ୍ତା । ହଜାର ଛାତ୍ରଛାତ୍ରୀ, ମିଶନ ଶକ୍ତି ସଦସ୍ୟ
Read More...

ଓଡ଼ିଶା ସରକାରଙ୍କ ପକ୍ଷରୁ ଦୁଇ ଦିବଙ୍ଗତ ସାମ୍ବାଦିକଙ୍କ ପରିବାରକୁ ଆର୍ଥିକ ସହାୟତା ପ୍ରଦାନ କରାଯିବା ପାଇଁ ମଞ୍ଜୁର

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଓଡ଼ିଶା ସରକାରଙ୍କ ପକ୍ଷରୁ ସାମ୍ବାଦିକ କଲ୍ୟାଣ ପାଣ୍ଠିରୁ ଦୁଇ ଦିବଙ୍ଗତ ସାମ୍ବାଦିକଙ୍କ ପରିବାରକୁ ୪ଲକ୍ଷ ଟଙ୍କା ଲେଖାଏ ଆର୍ଥିକ ସହାୟତା ପ୍ରଦାନ କରାଯିବା ପାଇଁ ମଞ୍ଜୁର ହୋଇଛି । ରାୟଗଡ ଜିଲ୍ଲାରେ ଓଟିଭିର ରିପୋର୍ଟର ଭାବରେ କାର୍ଯ୍ୟରତ ଥିବା ସ୍ୱର୍ଗତ
Read More...

ମହାନ୍ କ୍ରାନ୍ତିକାରୀ ଶହୀଦ ଲକ୍ଷ୍ମଣ ନାଏକଙ୍କ ଜନ୍ମମାଟିରେ ପରିକ୍ରମା କରିଛି ଅହିଂସା ରଥ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ମହାନ୍ କ୍ରାନ୍ତିକାରୀ ଶହୀଦ ଲକ୍ଷ୍ମଣ ନାଏକଙ୍କ ଜନ୍ମମାଟିରେ ଗତକାଲି ଅହିଂସା ରଥ ପରିକ୍ରମା କରି ପୁନଃ ସ୍ମୃତିଚାରଣ କରିଛି ବଳିଦାନର ଗାଥା । କୋରାପୁଟ ଜିଲ୍ଲାରେ ଅହିଂସା ରଥ ପରିକ୍ରମା ଆରମ୍ଭ କରିଛି । ବୈପାରୀଗୁଡା ବ୍ଲକର ଐତିହାସିକ ତେନ୍ତୁଲିଗୁମାରେ
Read More...