foot
Daily Archives

ଧବଳେଶ୍ୱର ପୀଠର ଉନ୍ନୟନ କାର୍ଯ୍ୟର ସମୀକ୍ଷା ବୈଠକ, ଭିତ୍ତିଭୂମିର ବିକାଶ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ…

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ପ୍ରସିଦ୍ଧ ଶୈବପୀଠ ପ୍ରଭୁ ଶ୍ରୀଧବଳେଶ୍ୱର ପୀଠରେ ଭକ୍ତ ଓ ଦର୍ଶନାର୍ଥୀଙ୍କୁ ସୁବିଧା ଯୋଗାଇବା ସହିତ ପୀଠକୁ ଅଧିକ ଆକର୍ଷଣୀୟ କରିବା ପରିପ୍ରେକ୍ଷୀରେ ନିର୍ମାଣାଧୀନ ଉନ୍ନୟନ କାର୍ଯ୍ୟର ସମୀକ୍ଷା ବୈଠକ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ
Read More...

ଜଙ୍ଗଲ ଭିତରେ ଚାଲାଣ ପାଇଁ ପ୍ରସ୍ତୁତି ବେଳେ ୧୨୭ କିଲୋ ଗଞ୍ଜେଇ ଜବତ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ପୋଲିସ ଶୁକ୍ରବାର ଏକ ଘଂଚ ଜଙ୍ଗଲ ଭିତରେ ଚଢ଼ାଉ କରି ୧୨୭ କିଲୋ ଗଞ୍ଜେଇ ଜବତ କରିବାରେ ସଫଳ ହୋଇଛି । ତେବେ ପୋଲିସକୁ ଦେଖି ଚୋରା ଗଂଜେଇ ଚାଲାଣକାରୀମାନେ ଫେରାର ହୋଇଯାଇଥିବା ଜଣାପଡ଼ିଛି । ଫିରିଙ୍ଗିଆ ବ୍ଲକର ମାଓ ଅଧ୍ୟୁସିତ ଅଞ୍ଚଳ କୁହାଯାଉଥିବା
Read More...

ସାପ କାମୁଡ଼ାରେ ଛାତ୍ରଙ୍କ ମୃତ୍ୟୁ

ରେଙ୍ଗାଲିକ୍ୟାମ୍ପ : ଅତାବିରା ବ୍ଲକ ଅନ୍ତର୍ଗତ ଖଲିଆପାଲି ପରମାନପୁରର ଶେଷଦେବ ମଲ୍ଲିକଙ୍କ ପୁଅ ଦୀପକ ମଲ୍ଲିକ ସାପ କାମୁଡ଼ାରେ ମୃତ୍ୟୁବରଣ କରିଛନ୍ତି । ସେ ଅତାବିରା ମହାବିଦ୍ୟାଳୟରେ ସେ ଯୁକ୍ତ ତିନି ଦ୍ବିତୀୟ ବର୍ଷ କଳା ଛାତ୍ର ଥିଲେ । ଗତ ରାତିରେ ଶୋଇଥିବା ବେଳେ ତାଙ୍କ ବେକରେ ଏକ ବିଷଧର
Read More...

ଜିଲ୍ଲାପାଳଙ୍କ ତବଲା ପଞ୍ଚାୟତ କାର୍ଯ୍ୟାଳୟ ପରିଦର୍ଶନ

ସମ୍ବଲପୁର : ସମ୍ବଲପୁର ଜିଲ୍ଲାପାଳ ଅନନ୍ୟା ଦାସ ଶୁକ୍ରବାର ମାନେଶ୍ୱର ବ୍ଲକ ଅର୍ନ୍ତଗତ ତବଲା ପଞ୍ଚାୟତ ଗସ୍ତରେ ଯାଇ ପଞ୍ଚାୟତ କାର୍ଯ୍ୟାଳୟ ପରିଦର୍ଶନ କରିଥିଲେ । ପଞ୍ଚାୟତ କାର୍ଯ୍ୟାଳୟ ପରିଦର୍ଶନ ଓ ଯାଞ୍ଚ ପରେ ଜିଲ୍ଲାପାଳ ଦାସ ଆଦର୍ଶ ଲିଙ୍ଗରାଜ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ଦ୍ୱାରା
Read More...

ବଜ୍ରାଘାତରେ ଯୁବକ ମୃତ

କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : ତୁରେକେଲା ଥାନା ଅନ୍ତର୍ଗତ ଘୁନେଶ ଗ୍ରାମ ପଞ୍ଚାୟତର ବାନ୍ଧନପାଲି ଗାଁର ଜୈନିକ ଯୁବକ ସୁନାଧର ପୁଞ୍ଜି ଘରୁ ବାହାରି ଗାଁ ପାଖ ପେଣ୍ଡ୍ରା ବନ୍ଧ ଜଳ ପ୍ରପାତକୁ କାଠ ଡ଼ଙ୍ଗାରେ ମାଛ ମାରିବାକୁ ଡ୍ୟାମ ଭିତରକୁ ପ୍ରବେଶ କରି ମାଛ ମାରୁଥିଲେ । ଅପରାହ୍ନରେ ହଠାତ
Read More...

ରାଣୀ ଏଲିଜାବେଥ ଦ୍ୱିତୀୟଙ୍କୁ ୯୬ ତୋପର ସଲାମୀ

ଲଣ୍ଡନ : ରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ପରଲୋକକୁ ନେଇ ଶୁକ୍ରବାରଠାରୁ ବ୍ରିଟେନରେ ୧୦ଦିନିଆ ରାଷ୍ଟ୍ରୀୟ ଶୋକ ପାଳନ କରାଯାଇଛି । ଶୋକ ଦିବସର ପ୍ରଥମ ଦିନରେ ରାଣୀଙ୍କ ଉଦ୍ଦେଶ୍ୟରେ ଇଂଲଣ୍ଡର ବିଭିନ୍ନ ସାମରିକ ପ୍ରତିଷ୍ଠାନ ପକ୍ଷରୁ ୯୬ଟି ଲେଖାଏଁ ତୋପ ସଲାମୀ ଦିଆଯାଇଛି । ଅପରାହ୍ନ ୧ଟାରେ ହାଇଦ
Read More...

ଜନଜାତି କୃତି ଛାତ୍ରୀଙ୍କୁ ୧୦ ହଜାର ଟଙ୍କା ପୁରସ୍କାର

ନୀଳଗିରି : ବାଲେଶ୍ୱର ଜିଲ୍ଲା ନୀଳଗିରି ବ୍ଲକର ଅନୁସୂଚିତ ଜନଜାତି ବର୍ଗର ପିଲାଙ୍କ ଭିତରୁ ତରତରୀସ୍ଥିତ ବାଳିକା ବିଦ୍ୟା ନିକେତନର ଛାତ୍ରୀ ଜ୍ୟୋତିପ୍ରିୟା ମାଝୀ ଚଳିତ ମାଟ୍ରିକ ପରୀକ୍ଷାରେ ସର୍ବାଧିକ ୫୩୩ ନମ୍ବର ରଖି ବ୍ଲକରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ଏହି ଅବସରରେ ସମ୍ପୃକ୍ତା
Read More...

ରାଜପୁର ଗ୍ରାମ ଦଣ୍ଡକାଳୀ ମନ୍ଦିର ପ୍ରାଙ୍ଗଣରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ନିର୍ବାଚନ ମଣ୍ଡଳୀ ଅଧୀନସ୍ଥ ବିଭିନ୍ନ ଖାଲି ସ୍ଥାନମାନଙ୍କରେ ସମାଜସେବୀ ଭାଗୀରଥୀ ବେହେରା ଗଛ ଲଗାଇ ସାମାଜିକ ବନୀକରଣ କରିବା ଲକ୍ଷ୍ୟ ନେଇଛନ୍ତି । ସେ କିଛି ଜଣ ସହଯୋଗୀ ସମାଜସେବୀଙ୍କୁ ନେଇ ଏହି କାର୍ଯ୍ୟ ଅନୁକୂଳ କରିଛନ୍ତି । ଗଞ୍ଜାମ
Read More...

ସର୍ବେଶ୍ୱର ପଣ୍ଡାଙ୍କ ପରଲୋକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ପୁଡାପଦର ଗ୍ରାମର ସର୍ବେଶ୍ୱର ପଣ୍ଡାଙ୍କ ୯୩ ବର୍ଷ ବୟସରେ ପରଲୋକ ହୋଇଯାଇଛି । ସେ ଜଣେ ଧର୍ମପରାୟଣ, ପରୋପକାରୀ ବ୍ୟକ୍ତି ଥିଲେ । ତାଙ୍କ ଶେଷ ସମୟରେ ଦୁଇ ପୁଅ ନରେନ୍ଦ୍ର ପଣ୍ଡା ଓ ନକୁଳ ପଣ୍ଡା, ଚାରି ନାତି ଅଜିତ, ସୁଜିତ, ଆଶିଷ, ଦେବାଶିଷ, ଦୁଇ
Read More...

ସେପ୍ଟେମ୍ବର ୧୦ରୁ ୨୭ ପର୍ଯ୍ୟନ୍ତ ଦ୍ୱିତୀୟ ପର୍ଯ୍ୟାୟ ଇ-ଆଡ୍‌ମିଶନ ପ୍ରକ୍ରିୟା

ଭାଗ ନେଇପାରିବେ ଦଶମ ପରୀକ୍ଷାରେ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀ ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଦଶମ ବା ହାଇସ୍କୁଲ ସାର୍ଟିଫିକେଟ୍‌ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା କିଛି ଛାତ୍ରଛାତ୍ରୀ ପ୍ରଥମ ପର୍ଯ୍ୟାୟ ଇ-ଆଡ୍‌ମିଶନରେ ଭାଗ ନେଇପାରିନଥିବା ସରକାରଙ୍କ ଦୃଷ୍ଟିକୁ ଆସିଛି । ଏହି
Read More...