Daily Archives

ନବରଙ୍ଗପୁରଠାରେ ସମ୍ମାନିତ ହେଲେ କଳାହାଣ୍ଡି ଜିଲ୍ଲାର ଦୁଇଜଣ ଶିକ୍ଷକ

ଲାଞ୍ଜିଗଡ : ନିଜର ଅସାଧାରଣ ଦକ୍ଷତା, ଛାତ୍ର ବତ୍ସଳତା ସହିତ ଶିକ୍ଷାନୁଷ୍ଠାନ ପରିଚାଳନାର କୁଶଳତାକୁ ଆଖି ଆଗରେ ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଦ୍ୱାରା ପରିଚାଳିତ ସ୍କୁଲ ସମୂହ ତରଫରୁ ନବରଙ୍ଗପୁରଠାରେ ଅନୁଷ୍ଠିତ ଏକ ସ୍ୱତନ୍ତ୍ର ସମାରୋହରେ ସାତଜଣ ଶିକ୍ଷକଙ୍କୁ ସମ୍ମାନିତ କରାଯାଇଛି ।
Read More...

କବିତା ସଂକଳ୍ପ ‘ଆମ ବିଭବ’ ଉନ୍ମୋଚିତ

ବୌଦ୍ଧ, (କେପିଏନ୍‌ଏସ୍‌) : ବୌଦ୍ଧ ଶ୍ରୀଜଗନ୍ନାଥ ମନ୍ଦିର ସମ୍ମିଳନୀ କକ୍ଷରେ କବି ତ୍ରିନାଥ ହୋତା ଓ କବୟିତ୍ରୀ କୃଷ୍ଣପ୍ରିୟା ହୋତାଙ୍କର ଲିଖିତ କବିତା ସଂକଳନ 'ଆମ ବିଭବ' ଉନ୍ମୋଚିତ ହୋଇଯାଇଛି । ଶିକ୍ଷକ ସୁଶାନ୍ତ ମହାପାତ୍ର ପୁସ୍ତକ ସମ୍ବନ୍ଧରେ ପ୍ରାରମ୍ଭିକ ସୂଚନା ଦେବା ସହ ସ୍ୱାଗତ ଭାଷଣ
Read More...

ଚକ୍ରଧର ସାହୁ ସ୍ମାରକୀ ଛାତ୍ରବୃତ୍ତି ପ୍ରଦାନ

ହରଭଙ୍ଗା : ହରଭଙ୍ଗା ବ୍ଲକ ଛତ୍ରଙ୍ଗ ପଂଚାୟତ ଅର୍ନ୍ତଗତ ଭାଲିଆଗୋରା ଚକ୍ରଧର ସାହୁ ସ୍ମାରକୀ ଟ୍ରଷ୍ଟ ଆନୁକୂଲ୍ୟରେ ଗୁରୁଦିବସ ଅବସରରେ ଛାତ୍ରବୃତ୍ତି ପ୍ରଦାନ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଛତ୍ରଙ୍ଗ ନାରାୟଣ ଉଚ୍ଚବିଦ୍ୟାଳୟର ଦଶମ ବୋର୍ଡ ପରୀକ୍ଷାରେ ସର୍ବୋଚ୍ଚ ନମ୍ବର ରଖି ଉତ୍ତୀର୍ଣ୍ଣ
Read More...

ସ୍ଵତନ୍ତ୍ର କୋଶଳ ପ୍ରଦେଶ ଦାବୀକୁ ସମର୍ଥନ ଜଣାଇ କେସିଙ୍ଗା ବନ୍ଦ

କେସିଙ୍ଗା : ସ୍ଵତନ୍ତ୍ର କୋଶଳ ପ୍ରଦେଶ ଗଠନ ଦାବୀ ନେଇ କୋଶଳ ରାଜ୍ୟ ମୁକ୍ତି ମୋର୍ଚ୍ଚାର ଆହ୍ଵାନ କ୍ରମେ ଆଜି ପଶ୍ଚିମ ଓଡ଼ିଶାର ୧୧ଟି ଜିଲ୍ଲାରେ ୧୨ ଘଣ୍ଟିଆ ମହାବନ୍ଦ ପାଳନ କରାଯାଇଛି । ତାହାକୁ ସମର୍ଥନ ଜଣାଇ କଳାହାଣ୍ଡି ଜିଲ୍ଲା କେସିଙ୍ଗା ସହରରେ ମଧ୍ୟ ଶାନ୍ତି ଶୃଙ୍ଖଳା ମଧ୍ୟରେ ବନ୍ଦ
Read More...

ଜାତୀୟ ଗ୍ରାମାଞ୍ଚଳ ମେଧାବୃତ୍ତି ପରୀକ୍ଷା

ବାଙ୍କୀ : ମାଧ୍ୟମିକ ଶିକ୍ଷା ପରିଷଦ ଓଡିଶା ସରକାରଙ୍କ ପରିଚାଳନାରେ ଜାତୀୟ ଗ୍ରାମାଞ୍ଚଳ ମେଧାବୃତ୍ତି (ଏନଆର୍‌ଟିଏସ୍) ପରୀକ୍ଷା ମଙ୍ଗଳବାର ଦିନ ଅନୁଷ୍ଠିତ ହୋଇଯାଇଛି । ବାଙ୍କୀ ଓ ଡମପଡା ବ୍ଲକର ୨୦୬ଜଣ ପରୀକ୍ଷାର୍ଥି ବାଙ୍କୀ ବରେନ୍ଦ୍ରକୃଷ୍ଣ ବିଦ୍ୟାପୀଠରେ ଏହି ପରୀକ୍ଷା ଦେଇଛନ୍ତି ।
Read More...

ଠିଆ ହୋଇଥିବା ଟ୍ରକକୁ ଧକ୍କା ଦେଲା ବାଇକ୍‌ : ୨ ମୃତ, ୧ ଗୁରୁତର

ସାକ୍ଷୀଗୋପାଳ : ପୁରୀ ଭୁବନେଶ୍ୱର ଜାତୀୟ ରାଜପଥର ସତ୍ୟବାଦୀ ଥାନା ଅନ୍ତର୍ଗତ ବୀର ଗୋବିନ୍ଦପୁର ପେଟ୍ରୋଲ ପମ୍ପ ନିକଟରେ ମଙ୍ଗଳବାର ଅପରାହ୍ନ ପ୍ରାୟ ୫ଟା ସମୟରେ ଘଟିଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଏଥିରେ ଜଣେ ମହିଳା କନଷ୍ଟେବଳଙ୍କ ସମେତ ଘଟଣାସ୍ଥଳରେ ୨ ଜଣଙ୍କର ମୃତ୍ୟୁ ଘଟିବା ସହ
Read More...

ହେଲ୍ପ ଟ୍ରଷ୍ଟ ପକ୍ଷରୁ ପୌଢଶିକ୍ଷା କାର୍ଯ୍ୟକ୍ରମ

ରେଙ୍ଗାଲି : ଗୁରୁଦୁବସ ଅବସରରେ ହେଲ୍ପ ଟ୍ରଷ୍ଟ୍‍ ପକ୍ଷରୁ ରେଙ୍ଗାଲି ଅଞ୍ଚଳରେ ପୌଢଶିକ୍ଷା କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ଏହି ଅବସରରେ ରେଙ୍ଗାଲି ପୁରୁନଣାବସ୍ତି ସ୍ଥିତ କଲ୍ୟାଣ ମଣ୍ଡପ ଠାରେ ରେଙ୍ଗାଲି ସରପଞ୍ଚ ଚିତ୍ତରଞ୍ଜନ ବାଗଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ହେଲ୍ପ ଟ୍ରଷ୍ଟର
Read More...

ଶୋଷଣ ମୁକ୍ତ ସାମାଜ ଗଠନରେ ଗ୍ରାହକମାନଙ୍କ ସଚେତନତା ହିଁ ସଫଳତା ଆଣିବ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଅନୈତିକ ଭାବେ ଗ୍ରାହକମାନଙ୍କ ଉପରେ ହେଉଥିବା ଶୋଷଣ ବିରୁଦ୍ଧରେ ସ୍ଵର ଉତ୍ତୋଳନ କରିବା ପାଇଁ ଗ୍ରାହକ ପଞ୍ଚାୟତର ସୃଷ୍ଟି । ଗ୍ରାହକ ପଞ୍ଚାୟତର ମୁଖ୍ୟ କାର୍ଯ୍ୟ ହେଲା ଗ୍ରାହକମାନଙ୍କୁ ଜାଗ୍ରତ କରିବା ତଥା ଶୋଷଣ ବିରୁଦ୍ଧରେ ସଙ୍ଗଠିତ ହୋଇ ନିଜର ଅଧିକାର
Read More...

ସିକୁଆଁ ୟୁପି ସ୍କୁଲ ବାଲା ସ୍କୁଲ ଭାବେ ଉଦ୍‌ଘାଟନ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ସିକୁଆଁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ଏକ ବାଲା ସ୍କୁଲ ଭାବେ ଉଦ୍‌ଘାଟନ କରାଯାଇଛି । ଏହି ଉତ୍ସବରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ରାମଦତ୍ତ ଭୋଇ, ଗୋଷ୍ଠୀ ଶିକ୍ଷା ଅଧିକାରୀ ଗୋବର୍ଦ୍ଧନ ଭୋଇ, ପିରାମଲ୍ ଫାଉଣ୍ଡେସନ୍‌ର ସଂଯୋଜିକା, ସିକୁଆଁ
Read More...

ଟ୍ରେନ ଧକ୍କାରେ ଦଶମ ଶ୍ରେଣୀ ଛାତ୍ରୀ ମୃତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ସରକାରୀ ରେଳବାଇ ଥାନା ଅନ୍ତର୍ଗତ ପଞ୍ଚମା ରେଳ ଫାଟକ ନିକଟରେ ଚଳନ୍ତା ଟ୍ରେନ ଧକ୍କାରେ ଜଣେ ୧୦ମ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ ହୋଇଛି । ମୃତ ଛାତ୍ରୀ ଜଣଙ୍କ ହେଲେ ପଞ୍ଚମା ଗ୍ରାମର ସଦା ରାଉଳଙ୍କ ଝିଅ ରଶ୍ମିତା ରାଉଳ । ସେ ପଞ୍ଚମା
Read More...