Monthly Archives

August 2022

ଭବାନୀପାଟଣାଠାରେ ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ଆଜାଦୀ କା ଅମୃତ ମହୋତ୍ସବର ବିଭିନ୍ନ କାର୍ଯ୍ୟକ୍ରମ…

କଳାହାଣ୍ଡି, (ପି.କେ. ସାହୁ) : ସ୍ଥାନୀୟ ଓସ୍ଵାନ କେନ୍ଦ୍ରରେ କଳାହାଣ୍ଡି ଜିଲ୍ଲାପାଳ ପି ଅନ୍ୱେଷା ରେଡ୍ଡୀଙ୍କ ଅଧ୍ୟକ୍ଷତାରେ ଜିଲ୍ଲାରେ ଆଜାଦୀ କା ଅମୃତ ମହୋତ୍ସବ କାର୍ଯ୍ୟକ୍ରମର ଚୂଡାନ୍ତ ପାଇଁ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି ଏବଂ ଏଥିରେ ସମସ୍ତ ବ୍ଲକର ବିଡିଓ ତଥା ନିର୍ବାହୀ ଅଧକାରୀ,
Read More...

ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୪୦୩ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୪୦୩ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ୦ରୁ ୧୮ ବର୍ଷ ବୟସ ମଧ୍ୟରେ ୪୮ଜଣ ଚିହ୍ନଟ ହୋଇଥିବା ବେଳେ ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୩୯୬୬ ରହିଥିବା ବେଳେ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୨୩୭ ଜଣ
Read More...

ଆଜାଦୀ କା ଅମୃତ ମହୋତ୍ସବ : ଦେଶର ୭୫ଟି ଜେଲରେ ହେବ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ

ନୂଆଦିଲ୍ଲୀ, (ପିଆଇବି) : ମହର୍ଷି ଅରବିନ୍ଦଙ୍କର ୧୫ଠତମ ଜନ୍ମ ଦିବସ ଏବଂ ଦେଶ ସ୍ୱାଧୀନତାର ୭୫ ବର୍ଷ ପାଳନ ଅବସରରେ ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ ଶ୍ରୀ ଅରବିନ୍ଦଙ୍କର ଜୀବନାଦର୍ଶ ଉପରେ ଆଧାରିତ ସାଂସ୍କୃତିକ କାର୍ଯ୍ୟକ୍ରମ ୭୫ଟି ଜେଲରେ ଆୟୋଜନ କରାଯିବ । ଅଗଷ୍ଟ ୧୨ ତାରିଖରୁ ୧୫ ତାରିଖ
Read More...

ବନସ୍ତର ସୁରକ୍ଷାରେ ଗଜରାଜଙ୍କ ସୁରକ୍ଷା : ହୃଷୀକେଶ ପାଢୀ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ବିଶ୍ୱ ହାତୀ ଦିବସ ପାଳନ ଅବସରରେ ଘଞ୍ଚ ଜଙ୍ଗଲ ସୃଷ୍ଟି ଦିଗରେ ତଥା ବନସ୍ତର ସୁରକ୍ଷାରେ ଗଜରାଜଙ୍କ ସୁରକ୍ଷା ବୋଲି ପ୍ରକୃତି ପ୍ରେମୀ ଆଇନଜୀବୀ ହୃଷୀକେଶ ପାଢ଼ୀ ମତ ରଖି କହିଛନ୍ତି- 'ବର୍ତ୍ତମାନ ସଂକଟରେ ଗଜରାଜ । ଜଙ୍ଗଲ ପଦା ହେବାରୁ ଗଜରାଜ(ହାତୀ)
Read More...

ହରଡ ଡାଲିର ମହଜୁଦ ପରିମାଣ ଜଣାଇବା ବାଧ୍ୟତାମୂଳକ : ସବୁ ବଡ ବ୍ୟବସାୟୀ ଓ ମହଜୁଦକାରୀ ଏହି ତଥ୍ୟ ଦେବାକୁ ବାଧ୍ୟ

● ଏହାକୁ ଅବିଳମ୍ବେ କାର୍ଯ୍ୟକାରୀ କରିବାକୁ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡିକୁ କହିଲେ କେନ୍ଦ୍ର ସରକାର● ମହଜୁଦକାରୀ (ଷ୍ଟକ ହୋଲଡର) ନିଜ ଷ୍ଟକ ସମ୍ପର୍କୀତ ତଥ୍ୟ ପ୍ରତି ସପ୍ତାହରେ ଥରେ ଅନ୍ଲାଇନ ମନିଟରିଂ ପୋର୍ଟାଲରେ ଅପ୍ଲୋଡ କରିବେ: କେନ୍ଦ୍ର● ବିଭିନ୍ନ ପ୍ରକାର ଡାଲିର ଉପଲବ୍ଧତା ଓ
Read More...

ଧର୍ମେନ୍ଦ୍ର ପ୍ରଧାନ ଏବଂ ଅନୁରାଗ ଠାକୁର ନୂଆଦିଲ୍ଲୀ ଠାରେ ଆଜାଦୀର ଅମୃତ ମହୋତ୍ସବର ଅଂଶ ବିଶେଷ ଭାବରେ ଯୁବ ସମ୍ବାଦ

“ଭାରତ@୨୦୪୭” କାର୍ଯ୍ୟକ୍ରମକୁ ସମ୍ବୋଧିତ କରିଛନ୍ତିଭାରତୀୟ ମୂଲ୍ୟବୋଧ, ସଂସ୍କାର, ଜ୍ଞାନ ଏବଂ ମଡେଲ୍ ଗୁଡିକୁ ସାରା ବିଶ୍ୱରେ ପହଂଚାଇବା ନିମନ୍ତେ ଦାୟିତ୍ୱ ଆମ ଯୁବକ ମାନଙ୍କ ଉପରେ ରହିଛି – ଧର୍ମେନ୍ଦ୍ର ପ୍ରଧାନଯୁବକ ମାନଙ୍କୁ ନିଜର ବିଚାର ବ୍ୟକ୍ତ କରିବା ପାଇଁ ମଂଚ ଦେବା ନିମନ୍ତେ ସାରା
Read More...

ଭୁବନେଶ୍ଵର ସ୍ଥିତ ଆଞ୍ଚଳିକ ପାସପୋର୍ଟ କାର୍ଯ୍ୟାଳୟ ଏବଂ ଟିସିଏସ କର୍ମଚାରୀ ମାନଙ୍କ ଦ୍ଵାରା ତ୍ରିରଙ୍ଗା ପଦଯାତ୍ରା

ଭୁବନେଶ୍ଵର, (ପିଆଇବି) : ଭୁବନେଶ୍ଵର ସ୍ଥିତ ଆଞ୍ଚଳିକ ପାସପୋର୍ଟ ଅଧିକାରୀ ସୁଧାଂଶୁ ଶେଖର ମିଶ୍ରଙ୍କ ନେତୃତ୍ଵରେ କାର୍ଯ୍ୟାଳୟରେ କାର୍ଯ୍ୟରତ ସରକାରୀ ଏବଂ ଟିସିଏସ କର୍ମଚାରୀ ମାନଙ୍କ ଦ୍ୱାରା ଆଜି ପାସପୋର୍ଟ କର୍ଯ୍ୟାଳୟରୁ ସିଆରପି ଛକ ପର୍ଯ୍ୟନ୍ତ ତ୍ରିରଙ୍ଗା ପଦଯାତ୍ରାର ଆୟୋଜନ କରାଯାଇଛି
Read More...

ସରସ୍ୱତୀ ବିଦ୍ୟାପୀଠ ସ୍କାଉଟ୍‌ ଗାଇଡ୍ ଓ ଜୁନିଅର ରେଡକ୍ରସର ଦୀକ୍ଷାନ୍ତ ସମାରୋହ

ରାଉରକେଲା, (ସସ୍ମିତା ପ୍ରଧାନ) : କୋଏଲନଗର ସ୍ଥିତ ସରସ୍ୱତୀ ବିଦ୍ୟାପୀଠଠାରେ ବିଦ୍ୟାଳୟସ୍ତରୀୟ ଭାରତ ସ୍କାଉଟ୍‌ ଗାଇଡ୍ ଓ ଜୁନିଅର ରେଡକ୍ରସର ଦୀକ୍ଷାନ୍ତ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଏହି ଦୀକ୍ଷାନ୍ତ ସମାରୋହରେ ଅତିଥି ଭାବେ ରାଉରକେଲା ସ୍କାଉଟ୍ କମିଶନର ବ୍ରଜେନ୍ଦ୍ର ଦାଶ, ସଂପାଦକ
Read More...

୨୦୨୨ ମସିହା ନିମନ୍ତେ ଅନୁସନ୍ଧାନରେ ଉତ୍କର୍ଷ ପାଇଁ କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ପଦକ

ଓଡିଶାରୁ ଚାରିଜଣ-ଇନ୍ସିପେକ୍ଟର ଆଶିଷ ଚନ୍ଦ୍ର ଜେନା, ଶ୍ରୀମତୀ ଅନୁସୂୟା ନାୟକ, ରମେଶ କୁମାର ପ୍ରଧାନ ଏବଂ ଡିଏସ୍‌ପି ଶ୍ରୀମତୀ ସୁମିତ୍ରା ଜେନା ନୂଆଦିଲ୍ଲୀ, (ପିଆଇବି) : ଅନୁସନ୍ଧାନରେ ଉତ୍କର୍ଷ ନିମନ୍ତେ-୨୦୨୨ ବର୍ଷ ପାଇଁ ୧୫୧ଜଣ ପୁଲିସ କର୍ମଚାରୀଙ୍କୁ (ତାଲିକା ସଂଲଗ୍ନ)କେନ୍ଦ୍ର
Read More...

ସ୍ୱରାଜ – ଭାରତର ସ୍ୱାଧୀନତା ସଂଗ୍ରାମର ସମଗ୍ର ଗାଥା ପୃଷ୍ଠଭୂମି

ନୂଆଦିଲ୍ଲୀ, (ପିଆଇବି) : • ‘ସ୍ୱରାଜ – ଭାରତର ସ୍ୱାଧୀନତା ସଂଗ୍ରାମର ସମଗ୍ର ଗାଥା’, ୭୫ ଅଧ୍ୟାୟ ବିଶିଷ୍ଟ ଏହି ଧାରାବାହିକ ଦୂରଦର୍ଶନର ଡିଡି ନେଶନାଲ ଚାନେଲରେ ୧୪ ଅଗଷ୍ଟ ଠାରୁ ପ୍ରସାରିତ ହେବ, ପ୍ରତି ରବିବାର ରାତି ୯ଟାରୁ ୧୦ଟା ପର୍ୟ୍ୟନ୍ତ । ସ୍ୱାଧୀନତା ସଂଗ୍ରାମର ମହାନାୟକଙ୍କ
Read More...