ଟିଟିଲାଗଡ ବରିଷ୍ଠ ନାଗରିକ ସଂଘର କର୍ମକର୍ତ୍ତା ଚୟନ
ଟିଟିଲାଗଡ, (କେପିଏନ୍ଏସ୍) : ଟିଟିଲାଗଡ ବରିଷ୍ଠ ନାଗରିକ ସଂଘର କର୍ମକର୍ତ୍ତା ଚୟନ ହୋଇଯାଇଛି । ଏହି ଅବସରରେ ସଂଘର ସଭାପତି ଭାବେ ସେବକ ଚରଣ ଦାଶ, ଉପସଭାପତି ଭାବେ ବୈରିଗଂଜନ ମିଶ୍ର, ଘିନୁ ଆଡଯୁଆଡ, ସଂପାଦକ ଭାବେ ଭିକାରୀ ଚରଣ ମିଶ୍ର, ସହସଂପାଦକ ଭାବେ ବନମାଳୀ ଦାଶ, ଅକ୍ଷୟ କୁମାର!-->…
Read More...
Read More...