Monthly Archives

August 2022

ଆକାଶବାଣୀ ରାଉରକେଲା କେନ୍ଦ୍ରର ଦୁର୍ଗାପୁର ପାହାଡ ସ୍ଥିତ ଟ୍ରାନ୍ସମିଟରଠାରେ ଜାତୀୟ ପତାକା ଉତ୍ତୋଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ଆଜାଦୀ କା ଅମୃତ ମହୋତ୍ସବ ସାରା ଦେଶରେ ପାଳିତ ହେଉଛି । ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନ କ୍ରମେ 'ହର୍ ଘର୍ ତ୍ରିରଙ୍ଗା' କାର୍ଯ୍ୟକ୍ରମରେ ସାରା ଦେଶ ମଧ୍ୟ ସାମିଲ ହୋଇଛି । ଏହି ଅବସରରେ
Read More...

ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୩୮୫ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୩୮୫ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ୦ରୁ ୧୮ ବର୍ଷ ବୟସ ମଧ୍ୟରେ ୫୮ ଜଣ ଚିହ୍ନଟ ହୋଇଥିବା ବେଳେ ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୨୭୯୧ ରହିଥିବା ବେଳେ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୨୨୪ ଜଣ
Read More...

ମାସେରୁ ଅଧିକ ହେଲା ମହଲାଇ ଗାଁରେ ଜଳ ଯୋଗାଣ ବନ୍ଦ ଥିବା ଅଭିଯୋଗ : ଗାଁ ବାହାର ଏକମାତ୍ର ନଳକୂଅ ଭରସାରେ ଗ୍ରାମବାସୀ

ଦେଓଗାଁ, (ମନୀଷ କୁମାର ସାହୁ) : ବର୍ଷା ମାସରେ ଗୋଟିଏ ମାସରୁ ଅଧିକ ଦିନ ହେଲା ପାନୀୟ ଜଳ ଯୋଗାଣ ବନ୍ଦ ରହିଛି । ଫଳରେ ଗ୍ରାମବାସୀ ଗାଁ ବାହାରେ ଥିବା ଏକ ନଳ କୂଅର ପାଣି ନେଇ ବ୍ୟବହାର କରୁଛନ୍ତି । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଦେଓଗାଁ ବ୍ଲକ ମହଲାଇ ଗାଁରେ । ପ୍ରକାଶ ଯେ, ୮ ଶହରୁ ଅଧିକ
Read More...

ଡେଲାଙ୍ଗରେ ଜନ୍ମାଷ୍ଟମୀ ପର୍ବ ପାଳିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକର ବିଭିନ୍ନ ଅନୁଷ୍ଠାନ ତଥା ମଠ ଓ ମନ୍ଦିରରେ ଶ୍ରୀକୃଷ୍ଣ ଜନ୍ମ ତଥା ଜନ୍ମାଷ୍ଟମୀ ପର୍ବ ପାଳିତ ହୋଇଯାଇଛି । କରୋନା କଟକଣା ଯୋଗୁଁ ଦୀର୍ଘ ୨ବର୍ଷ ହେବ ସମସ୍ତ ପର୍ବ ବନ୍ଦ ରହିଥିବା ବେଳେ ଚଳିତ ବର୍ଷ ମହାସମାରୋହରେ
Read More...

ତୁରେକେଲା ବ୍ଲକ କାର୍ଯ୍ୟାଳୟଠାରେ ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ

ତୁରେକେଲା, (କୈଳାଶ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ କାର୍ଯ୍ୟାଳୟଠାରେ ଗତ ୧୬ ଅଗଷ୍ଟ ମଙ୍ଗଳବାର ଦିନ ବ୍ଲକ ଅଧ୍ୟକ୍ଷାଙ୍କ ଆହ୍ୱାନ କ୍ରମେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଜିପିଇଓ ଗୋବିନ୍ଦ ଭୋଇ ବିଶେଷ କରି ଶିକ୍ଷା, ସ୍ଵାସ୍ଥ୍ୟ, ଗମନାଗମନ, ବିଭିନ୍ନ ସ୍ଥାନରେ
Read More...

ଚାନ୍ଦଲି ପାହାଡ଼ କାମ ଆରମ୍ଭ କରିବାକୁ ପଦକ୍ଷେପ ନେବା ପାଇଁ ଦେଷଣ୍ଢ ଚାନ୍ଦଲି ପାହାଡ଼ ପରିଚାଳନା କମିଟିର ଦାବୀ

ମଞ୍ଜୁରୀ ପାପ୍ତର ୫ମାସ ପରେ ବି କୋଟିଏ ଟଙ୍କାର କାମ ଆରମ୍ଭ ହୋଇନି, ଧିମାଇ ଯାଉଛି ଚାନ୍ଦଲି ପାହାଡ଼ର ବିକାଶ କାମ : ଚାନ୍ଦଲି ପାହାଡ଼ ପରିଚାଳନା କମିଟି ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଦେଷଣ୍ଢ ପଞ୍ଚାୟତର ଖୋଦ ଦେଷଣ୍ଢ ଗାଁ ନିକଟରେ ଥିବା ଐତିହାସିକ ଚାନ୍ଦଲି ପାହାଡ଼କୁ
Read More...

ଖପ୍ରାଖୋଲରେ ବୀମା ଟଙ୍କା ପାଇବାରେ ବିଳମ୍ବ ପ୍ରତିବାଦରେ ଆନ୍ଦୋଳନ ପାଇଁ ପ୍ରସ୍ତୁତି ବୈଠକ

ପାଟଣାଗଡ, (ସଦାଶିବ ସରାଫ) : ସ୍ଥାନୀୟ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ କୃଷି ବୀମା ପାଇବାରେ ବିଳମ୍ବ ହୋଇଥିବାରୁ ତାର ପ୍ରତିବାଦରେ ଏକ ସଭା ତାପସ ରଞ୍ଜନ ବେହେରାଙ୍କ ସଭାପତିତ୍ୱରେ ଗୁରୁବାର ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଚାଷୀମାନେ ଗତବର୍ଷ କୃଷି ବୀମା କରିଥିଲେ ମଧ୍ୟ ଆଜି ଯାଏଁ ପାଇ
Read More...

ସଂସ୍କାର ଭାରତୀ ବଲାଙ୍ଗିର ଶାଖା ପକ୍ଷରୁ ଜନ୍ମାଷ୍ଟମୀ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସଂସ୍କାର ଭାରତୀ ବଲାଙ୍ଗିର ଶାଖା ପକ୍ଷରୁ ଗତକାଲି ଜନ୍ମାଷ୍ଟମୀ ମହୋତ୍ସବ ୨୦୨୨ ଉପଲକ୍ଷେ କୃଷ୍ଣ ବେଶ ମେଳଣ ମହୋତ୍ସବ ଆୟୋଜିତ ହୋଇଯାଇଛି । ପାଖାପାଖି ୭୦ ଜଣ ଶିଶୁ କୃଷ୍ଣ ବେଶରେ ଭାଗ ନେଇଥିଲେ ଓ ସମସ୍ତଙ୍କୁ ପ୍ରଶସ୍ତି ପତ୍ର ପ୍ରଦାନ କରାଯାଇଥିଲା ।
Read More...

ଦୁର୍ଗା ପୂଜା କମିଟିର ନୂତନ କର୍ମକର୍ତ୍ତା ନିର୍ବାଚନ ଓ ପ୍ରସ୍ତୁତି ବୈଠକ

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ସାର୍ବଜନୀନ ଦୁର୍ଗା ପୂଜା ନିମନ୍ତେ ନୂତନ କର୍ମକର୍ତ୍ତା ନିର୍ବାଚନ ଓ ଏହାର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ସଭାପତି ପ୍ରଶାନ୍ତ ସାମନ୍ତରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ସଂପାଦକ ହେମନ୍ତ ସାହୁ ପୂର୍ବ
Read More...

ଛତ୍ରପୁର ବ୍ଲକରେ ଚାଷୀମାନଙ୍କ ହିତ ଦୃଷ୍ଟିରୁ ଶୁଭାରମ୍ଭ ହେଲା ସଚେତନତା ରଥ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା କୃଷି ସୂଚନା ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ଗୁରୁବାର ଛତ୍ରପୁର କୃଷି ସୂଚନା ଓ ପରାମର୍ଶ କେନ୍ଦ୍ର ପକ୍ଷରୁ ଚାଷୀମାନଙ୍କ ହିତ ଦୃଷ୍ଟିରୁ ଏକ ସଚେତନତା ରଥର ଶୁଭାରମ୍ଭ ହୋଇଯାଇଛି । ଏହି ରଥ ଛତ୍ରପୁର ବ୍ଲକର ବିଭିନ୍ନ ସ୍ଥାନରେ
Read More...