Monthly Archives

August 2022

ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୨୭୫ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୨୭୫ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ୦ରୁ ୧୮ ବର୍ଷ ବୟସ ମଧ୍ୟରେ ୪୫ ଜଣ ଚିହ୍ନଟ ହୋଇଥିବା ବେଳେ ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୧୯୫୪ ରହିଥିବା ବେଳେ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ
Read More...

ଶ୍ରୀକ୍ଷେତ୍ରରେ ବାଲି ତୃତୀୟା ପାଳିତ

ପୁରୀ, (ଦେବାଶିଷ ମିଶ୍ର) : ଭାଦ୍ରବ ଶୁକ୍ଳ ତୃତୀୟା ତିଥିରେ ମଙ୍ଗଳବାର ଶ୍ରୀକ୍ଷେତ୍ରରେ ବାଲି ତୃତୀୟା (ଗୌରୀ ବ୍ରତ) ପାଳିତ ହୋଇଯାଇଛି । ଗଣେଶ ପୂଜାର ପୂର୍ବ ଦିନ ଏହି ବ୍ରତ ପାଳନ କରାଯାଇଥାଏ । ବିଭିନ୍ନ ନଦୀ ଓ ପୁଷ୍କରିଣୀ କୂଳରେ ମହିଳା ଏବଂ ଯୁବତୀମାନେ ବାଲୁକାରେ ଶକ୍ତି ସହିତ
Read More...

ପାଇକମାଲରେ ଅହିଂସା ରଥକୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା

ଯମୁନା କନ୍ଧୁଣୀ ବାଳିକା ଉଚ୍ଚ ବିଦ୍ୟାଳୟ ସାଧାରଣ ସଭାରେ ସ୍ୱାଧୀନତା ସଂଗ୍ରାମୀ ଦାୟଦଙ୍କୁ ସମ୍ମାନିତ ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜାଦୀ କା ଅମୃତ ମହୋତ୍ସବ ଅବସରରେ ଓଡ଼ିଶା ପରିଭ୍ରମଣ କରୁଥିବା 'ଅହିଂସା ରଥ'କୁ ପଦ୍ମପୁର ଉପଖଣ୍ଡରେ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ
Read More...

‘ଶକ୍ତି ସଂରକ୍ଷଣ କ୍ଲବ’ ତରଫରୁ ଆଲୋଚନାଚକ୍ର

ପୁଇଁତଲା, (କେପିଏନ୍‌ଏସ୍‌) : ପୁଇଁତଲା ବ୍ଲକ ଅନ୍ତର୍ଗତ ପଂଚାୟତ ଉଚ୍ଚ ବିଦ୍ୟାଳୟ, ବାନ୍ଧପଡାଠାରେ ଶକ୍ତି ସଂରକ୍ଷଣ କ୍ଲବ ଆନୁକୂଲ୍ୟରେ ଭାରତ ସରକାରଙ୍କ ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ ଅନ୍ତର୍ଗତ ପେଟ୍ରୋଲିୟମ ସଂରକ୍ଷଣ ଅନୁସନ୍ଧାନ ସଂଘ (PCRA)ର ଶକ୍ତି ସଂରକ୍ଷଣ
Read More...

ମୁନୁସିପେଣ୍ଠ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ନବୀକରଣର ଲୋକାର୍ପଣ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ଛତ୍ରପୁର ବ୍ଲକ ଅନ୍ତର୍ଗତ ମୁନୁସିପେଣ୍ଠ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ନବୀକରଣ କରାଯାଇଛି । ରାଜ୍ୟ ସରକାରଙ୍କ ଦ୍ଵାରା ଏକ ସ୍ୱତନ୍ତ୍ର ମଞ୍ଜୁର ହୋଇଥିବା ୯୦ ଲକ୍ଷ ୧୫ ହଜାର ୩ ଶହ ୩୧ଟଙ୍କା ବ୍ୟୟରେ ପୂର୍ତ୍ତ ବିଭାଗ ଦ୍ଵାରା
Read More...

କୋସଲି ନୂଆଁଖାଇ ଫିଲ୍ମ ‘ଭାବର ବନ୍ଧନ’ ଉନ୍ମୋଚିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ପି.ପି.ଏକାଡେମି ଠାରେ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶିଙ୍କ କରକମଳରେ ମହନୀ କ୍ରିଏସନ ଦ୍ୱାରା ପ୍ରସ୍ତୁତ ପାରମ୍ପାରିକ କୋସଲି ନୂଆଁଖାଇ ଫିଲ୍ମ 'ଭାବର ବନ୍ଧନ' ଉନ୍ମୋଚିତ ହୋଇଯାଇଛି । କୋସଲାଞ୍ଚଳର ଗଣପର୍ବ ନୂଆଁଖାଇ ଏହାକୁ ଆଖି ଆଗରେ ରଖି ମହନୀ
Read More...

ଯୁବ କବି ଅର୍ଜୁନ ସାହୁଙ୍କ କୋସଲି କବିତା ବହି ‘ଚରା’ ଉନ୍ମୋଚିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଯୁବ କବି ଅର୍ଜୁନ କୁମାର ସାହୁଙ୍କ କୋସଲି କବିତା ବହି 'ଚରା' ସ୍ଥାନୀୟ ଟାଉନ୍‌ ବାଳିକା ଉଚ୍ଚ ବିଦ୍ୟାଳୟ ସଭାଗୃହରେ ବିଶିଷ୍ଟ ଅତିଥିମାନଙ୍କ ଗହଣରେ ଉନ୍ମୋଚିତ ହୋଇଯାଇଛି । ଏହି ଉତ୍ସବରେ ବିଶିଷ୍ଟ ଅତିଥି ନାଟ୍ୟ ଭୂଷଣ ଜଗଦାନନ୍ଦ ଛୁରିଆ ଯୋଗ ଦେଇ ପ୍ରାଥମିକ
Read More...

ଯାଦବ ସମାଜର ନୂଆଁଖାଇ ଭେଟ୍‌ଘାଟ୍‌ ପାଇଁ ପ୍ରସ୍ତୁତି

ଆସନ୍ତା ସେପ୍ଟେମ୍ବର ୯ରେ ଯାଦବ ଭବନଠାରେ ହେବ ଭେଟ୍‌ଘାଟ୍‌ ବଲାଙ୍ଗିର, (ଦେବାଶିଷ ମିଶ୍ର) : ଯାଦବ ସମାଜ ଆନୁକୁଲ୍ୟରେ ପଶ୍ଚିମ ଓଡିଶାର ବଡଖା ତିହାର ନୂଆଁଖାଇ ଭେଟ୍‌ଘାଟ୍‌କୁ ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ପୌରାଞ୍ଚଳ ସଭାପତି ପଙ୍କଜ ସେଲମାଙ୍କ ସଭାପତିତ୍ୱରେ ଏକ
Read More...

୨୦୨୧ର ପ୍ରଧାନମନ୍ତ୍ରୀ ଫସଲ ବୀମା ରାଶିରୁ ବଞ୍ଚିତ ଚାଷୀ ଦୀଲ୍ଲିପ ସାହୁଙ୍କ ଆତ୍ମାହୂତି ସ୍ଥଗିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଗତ ୨୦୨୧ ବର୍ଷର ପ୍ରଧାନମନ୍ତ୍ରୀ ଫସଲ ବୀମା ରାଶି ଯୋଗାଇବାରେ ଏଚଡିଏଫସି ବୀମା କମ୍ପାନୀ ଓ ରାଜ୍ୟ ସରକାରଙ୍କ ମନମୁଖି ଟାଳଟୁଳ ନୀତି ଓ ବୀମା ରାଶି ପ୍ରଦାନରେ ଅହେତୁକ ବିଳମ୍ବ ସହ ଚାଷୀ ବୀମା କରିଥିବା ପଞ୍ଜିକରଣ ଆବେଦନକୁ ଏଯାଏ ଚାଷୀଙ୍କୁ ପ୍ରଦାନ ନ
Read More...

ଟିକ୍ରାପଡ଼ା ଗାନ୍ଧୀ ପାଠାଗାରରେ ଦୁର୍ଗାପୂଜା ପାଇଁ ପ୍ରସ୍ତୁତି ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଟିକ୍ରାପଡ଼ା ପୂଜା ମଣ୍ଡପ (ଗାନ୍ଧୀ ପାଠାଗାର)ରେ ଚଳିତ ବର୍ଷ ମା' ଜଗତ ଜନନୀ ଦୂର୍ଗା ପୂଜା ଆୟୋଜନ ପାଇଁ ଏକ ପ୍ରସ୍ତୁତି ବୈଠକ ପାଠାଗାର ସଭାପତି ପ୍ରକାଶ ନେପାକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଚଳିତ ବର୍ଷ ଆୟୋଜକ କମିଟିର ସଭାପତି ପ୍ରକାଶ ନେପାକ,
Read More...