ଟାଙ୍ଗିଆରେ ହାଣି ଜଣକୁ ହତ୍ୟା ଅଭିଯୋଗରେ ପରିବାରର ୫ ଜଣ ଅଟକ
ଦେବଗଡ : ଦେବଗଡ ଆଦର୍ଶ ଥାନା ଅନ୍ତର୍ଗତ କାଲକାଠ ଗ୍ରାମ କିଶାନ ସାହିରେ ଜଣେ ବ୍ୟକ୍ତିଙ୍କୁ କେହି ଟାଙ୍ଗିଆରେ ହାଣି ହତ୍ୟା କରିଥିବା ଅଭିଯୋଗ ହୋଇଛି । ମୃତକ ଜଣଙ୍କ ହେଲେ କାଲକାଠ ଗ୍ରାମ କିଶାନ ସାହିର ହୃଦାନନ୍ଦ କିଶାନ । ମୃତ ହୃଦାନନ୍ଦଙ୍କ ମୃତଦେହ ତାଙ୍କର ଅର୍ଦ୍ଧନିର୍ମିତ ଘର ମଧ୍ୟରେ!-->…
Read More...
Read More...