Monthly Archives

August 2022

ଡାକ୍ତରଙ୍କୁ ଡାକିଲେ, ନର୍ସଙ୍କୁ ଗୁହାରି କଲେ କିନ୍ତୁ କେହି ଆସିଲେନି : ଦୀର୍ଘ ୫୦ ମିନିଟ୍ ଯନ୍ତ୍ରଣାରେ ଛଟପଟ ହେଲେ…

ଖଡିଆଳ, (ନିରାକାର ମେହେର) : ଡାକ୍ତରଙ୍କୁ ଡାକିଲେ, ନର୍ସଙ୍କୁ ଗୁହାରି କଲେ କିନ୍ତୁ କେହି ଆସିଲେ ନାହିିଁ । ଦୀର୍ଘ ୫୦ ମିନିଟ୍ ଯନ୍ତ୍ରଣାରେ ଛଟପଟ ହେଲେ ଗର୍ଭବତୀ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଖଡିଆଲଥାନା ଜୁନାନୀ ଗ୍ରାମରେ । ସୂଚନା ଅନୁସାରେ ଖଡିଆଳ ଥାନା ଜୁନାନୀ ଗ୍ରାମର
Read More...

ଆଇପିଏସ୍‌ ସ୍ତରରେ ଅଦଳବଦଳ

ଭୁବନେଶ୍ୱର : ଆଇପିଏସ୍‌ ସ୍ତରରେ ଅଦଳବଦଳ ହୋଇଥିବା ନେଇ ରାଜ୍ୟ ସରକାରଙ୍କ ତରଫରୁ ସୂଚନା ଦିଆଯାଇଛି । ବୌଦ୍ଧ ଓ ଦେବଗଡ଼ ଜିଲ୍ଲା ଏସ୍‌ପିଙ୍କୁ ବଦଳି ହୋଇଛି । ପ୍ରହ୍ଲାଦ ସହାଇ ମୀନାଙ୍କୁ ବୌଦ୍ଧର ନୂଆ ଏସ୍‌ପି ଭାବେ ନିଯୁକ୍ତି ମିଳିଛି । କ୍ରାଇମ୍ ଡିସିପି ପ୍ରମୋଦ ରଥଙ୍କୁ ଦେବଗଡ଼ ଏସ୍‌ପି
Read More...

ଭିଜିଲାନ୍ସ ଜାଲରେ ଧରାପଡିଲେ ଆର୍‌ଆଇ ଡଲି ସେଠୀ

ବାଲେଶ୍ୱର : ବାଲେଶ୍ୱର ଜିଲ୍ଲା ସଦର ତହସିଲ ଅଧୀନ ବଇଞ୍ଚା ଆର୍‌ଆଇ ଡଲି ସେଠୀ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି । ସୂଚନା ଅନୁସାରେ, ସରକାରଙ୍କ ପାରିବାରିକ ମୃତ ଜନିତ ସହାୟତା ଯାଞ୍ଚ ରିପୋର୍ଟ ଦେବାକୁ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଅଧିକାରୀ ତାଙ୍କୁ ଧରିଥିଲେ । ୧୦
Read More...

ରାଷ୍ଟ୍ରୀୟ ଅନୁସୂଚିତ ଜନଜାତିର ବକ୍ତା କର୍ମଶାଳା : ୬ ଓଡିଆଙ୍କ ସହ ସାମିଲ୍ ହେଲେ ଡ. କୌତୁକ ପନ୍ଦର

ମ.ରାମପୁର, (ହେମନ୍ତ ସାହୁ) : ନୂଆଦିଲ୍ଲୀ ଚାଣକ୍ୟପୁରୀ ସ୍ଥିତ ବିଶ୍ଵ ଯୁବ କେନ୍ଦ୍ରଠାରେ ଗତ ତିରିଶ ତାରିଖ ରାଷ୍ଟ୍ରୀୟ ଅନୁସୂଚିତ ଜନଜାତି ଆୟୋଗ ଆନୁକୂଲ୍ୟରେ ଆୟୋଜିତ ହୋଇଯାଇଛି ଏକ ବକ୍ତା କର୍ମଶାଳା । ଏଥିରେ ଦେଶର ବିଭିନ୍ନ ପ୍ରାନ୍ତରୁ ଲେଖକ, କବି, ଆଇନଜୀବୀ ତଥା ବିଶିଷ୍ଟ ବ୍ୟକ୍ତି
Read More...

ଭିଜିଲାନ୍ସ ହାତରେ ଧରାପଡ଼ିଲେ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର କିରାଣୀ ଅନୁପ ଶତପଥୀ

ଖୋର୍ଦ୍ଧା : ଖୋର୍ଦ୍ଧା ଥାନା ଅନ୍ତର୍ଗତ ହଳଦିଆ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର କିରାଣୀ ଅନୁପ ଶତପଥୀ ମଙ୍ଗଳବାର ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି । ମୃତ ବ୍ୟକ୍ତିଙ୍କ ପ୍ରମାଣପତ୍ର କରାଇଦେବାକୁ କହି ୫ହଜାର ଟଙ୍କା ଲାଞ୍ଚ ନେବା ବେଳେ ସେ ଭିଜିଲାନ୍ସ ହାତରେ ଧରାପଡିଥିଲେ । ସୂଚନା ଅନୁଯାୟୀ,
Read More...

ବରଗଡ଼ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ବିଦ୍ୟାଳୟ ଗସ୍ତ

ବରଗଡ, (ନିରୋଜ କୁମାର ପାଣୀ) : ଗତକାଲି ଦିନ ପୂର୍ବାହ୍ନ ୧୦ ଘଟିକା ସମୟରେ ବରଗଡ଼ ମ୍ୟୁନିସିପାଲିଟି ଅଧିନସ୍ଥ ପ୍ରଧାନ ସରକାରୀ ପ୍ରାଥମିକ ବିଦ୍ୟାଳୟ ବରଗଡ଼କୁ ବରିଷ୍ଠ ବ୍ଲକ୍ ଶିକ୍ଷା ଅଧିକାରୀ ବରଗଡ଼ ଶ୍ରୀମତୀ ସେବାଶ୍ରୀ ଭୋଇ ମହାଶୟା ପରିଦର୍ଶନ କରିଥିଲେ । ବିଦ୍ୟାଳୟରେ ଅଧ୍ୟୟନରତ
Read More...

ପାଟଣାଗଡ଼ ଉପଖଣ୍ଡସ୍ତରୀୟ ୭୫ତମ ସ୍ଵାଧୀନତା ଦିବସ ପାଳନ ପାଇଁ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ବୈଠକ

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ଉପଖଣ୍ଡସ୍ତରୀୟ ୭୫ତମ ସ୍ଵାଧୀନତା ଦିବସ ପାଳନ ପାଇଁ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ବୈଠକ ସ୍ଥାନୀୟ ସୁଭଦ୍ରା ଭବନଠାରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠିତ ବୈଠକରେ ଉପଜିଲ୍ଲାପାଳ ଡ଼. ବିଜୟ କୁମାର ସେଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏନଏସି
Read More...

ହମ ନିଶାଦ ତରଫରୁ “ଶାମ ଏ ରଫି୨୦୨୨” ରୌପ୍ୟ ଜୟନ୍ତୀ ଉତ୍ସବ

ରାଉରକେଲା, (ସସ୍ମିତା ପ୍ରଧାନ) : ହମ ନିଶାଦ ତରଫରୁ ଶାମ ଏ ରଫି ୨୦୨୨ର ରୌପ୍ୟ ଜୟନ୍ତୀ ସ୍ଥାନୀୟ ସିଭିକ ସେଣ୍ଟରଠାରେ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ରାଉରକେଲା ଇସ୍ପାତ କାରଖାନାର ଭାରପ୍ରାପ୍ତ ନିର୍ଦ୍ଦେଶକ ଅତନୁ ଭୌମିକ ମୁଖ୍ୟ ଅତିଥି ଓ ଇଡିପିକେ ଶତପଥୀ ସମ୍ମାନିତ ଅତିଥି ଭାବେ
Read More...

ତେଲୁଗୁ ରେଡ୍ଡୀ ସମ୍ପ୍ରଦାୟର ଲୋକଙ୍କୁ ଓବିସି ପଛୁଆବର୍ଗ ଶ୍ରେଣୀରେ ସାମିଲ କରିବା ନିମନ୍ତେ ଦାବୀ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଓଡ଼ିଶାରେ ବସବାସ କରୁଥିବା ପ୍ରାୟ ୧୫ ଲକ୍ଷ ତେଲୁଗୁ ରେଡ୍ଡୀ ସମ୍ପ୍ରଦାୟର ଲୋକଙ୍କୁ ଓବିସି ପଛୁଆବର୍ଗ ଶ୍ରେଣୀରେ ସାମିଲ କରିବା ନିମନ୍ତେ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯିବା ସ୍ୱରୂପ ରେଡ୍ଡୀ ମହାସଂଘ ଦାବୀ ଉପସ୍ଥାପନ
Read More...

କେନ୍ଦ୍ର ସାହିତ୍ୟ ଏକାଡେମୀ ଦ୍ୱାରା ‘ନୁରା’ ପ୍ରକାଶିତ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଯେଉଁ ସମୟରେ ପୃଥିବୀର ଅନେକ ଭାଷା ଲୋପ ପାଇ ବସୁଛି, ସେହି ସମୟରେ ଦିନକୁ ଦିନ ଆହୁରି ଉଦ୍‌ଭାସିତ ହେଉଛି କୋଶଲୀ ସମ୍ବଲପୁରୀ ଭାଷା । କବି ଲେଖକମାନେ ଅଂଚଳର ସଂସ୍କୃତି ପରମ୍ପରା ଐତିହ୍ୟକୁ ନେଇ ସୃଷ୍ଟି କରି ଚାଲିଛନ୍ତି ସାହିତ୍ୟ । ଉପଭାଷାର ଶିକୁଳିକୁ
Read More...