ବାଇକ ଚୋରି ମାମଲାରେ ୩ ଅଭିଯୁକ୍ତ ଗିରଫ
ବଲାଙ୍ଗିର, (କେପିଏନ୍ଏସ୍) : ବାଇକ ଚୋରି ମାମଲାରେ ସମ୍ପୃକ୍ତ ୩ ଜଣ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି । ସେମାନେ ହେଲେ ବିମଳ ପ୍ରଧାନ, ମହେନ୍ଦ୍ର ପ୍ରଧାନ, ଅନିଲ ସେଠ, ଅନ୍ୟକିଛି ଅଭିଯୁକ୍ତ ଫେରାର ଅଛନ୍ତି । ଏସ୍ଡିପିଓ ତୋଫାନ ବାଗଙ୍କ ସୂଚନା ଅନୁସାରେ କିଛି ଦିନ ତଳେ ଅନିଲକୁ ପ୍ରଥମେ!-->…
Read More...
Read More...