Daily Archives

ଉତ୍କଳ ଭାରତୀ କୁନ୍ତଳା କୁମାରୀଙ୍କ ତିରୋଧନ ଦିବସ ଓ ବର୍ଷା ସାହିତ୍ୟ ଆସର ଆୟୋଜିତ

ରାଉରକେଲା, (ସସ୍ମିତା ପ୍ରଦାନ) : ସହରର ପ୍ରଗତିଶୀଳ ସାହିତ୍ୟନୁଷ୍ଠାନ ଓଡିଆ ଭାଷା ବିକାଶ ମଞ୍ଚ ଓ ବାଜି ରାଉତ ଶିକ୍ଷା ନିକେତନର ମିଳିତ ଆନୁକୂଲ୍ୟରେ ଉତ୍କଳ ଭାରତୀ କୁନ୍ତଳା କୁମାରୀ ସାବତଙ୍କ ତିରୋଧନ ଦିବସ ଓ ବର୍ଷା ସାହିତ୍ୟ ଆସର ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର
Read More...

ଅଗ୍ନିଶମ ବାହିନୀରେ ଗଢା ହେବ ଷ୍ଟ୍ରାଇକିଂ ଫାୟାର ଫୋର୍ସ

ବିପର୍ଯ୍ୟୟ ସମୟରେ ତ୍ୱରିତ ଉଦ୍ଧାର କାର୍ଯ୍ୟ ପାଇଁ ନିୟୋଜିତ ହେବେକଟକ, ସମ୍ବଲପୁର ଓ ବ୍ରହ୍ମପୁରରେ ରହିବ ଏହାର ୩ଟି ୟୁନିଟ୍‌ସୃଷ୍ଟି ହେବ ୧୪୪ଟି ପଦବୀ ଭୁବନେଶ୍ୱର, (କେପିଏନ୍‌ଏସ୍‌) : ବର୍ତ୍ତମାନ ସମୟର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଅଗ୍ନିଶମ ବାହିନୀକୁ ଅଧିକ ଦକ୍ଷ ଓ କ୍ରିୟାଶୀଳ
Read More...

ରମ୍ଭା ଉଚ୍ଚ ବିଦ୍ୟାଳୟ ପରିସରରେ ଜାତୀୟ କ୍ରୀଡା ଦିବସ ଅବସରରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ପ୍ରତି ବର୍ଷ ପରି ଚଳିତ ବର୍ଷ ଜାତୀୟ ସ୍ତରରେ ଅଗଷ୍ଟ ୨୯କୁ ସମଗ୍ର ଦେଶ ଜାତୀୟ କ୍ରୀଡା ଦିବସ ପାଳନ କରୁଥିବା ବେଳେ ଅନୁରୂପ ଭାବେ ରମ୍ଭା ଉଚ୍ଚ ବିଦ୍ୟାଳୟ ପରିସରରେ ହକି କିମ୍ବଦନ୍ତୀ ଧ୍ୟାନଚାନ୍ଦ ଜନ୍ମ ଦିବସ ଅବସରରେ ସ୍ଥାନୀୟ ବିଦ୍ୟାଳୟ ପରିସରରେ
Read More...

ନୂଆଁଖାଇ ପାଇଁ ଚଳଚଂଚଳ ବରଗଡ ଜିଲ୍ଲା : ସହରରେ ଡିଙ୍ଗରା ପିଟି ଲଗ୍ନ ଘୋଷଣା

ବରଗଡ଼, (ନିରୋଜ କୁମାର ପାଣୀ) : 'ସୁନ ସୁନ ଗାଁର ଲୁକେ ସୁନ । ଆଏବା ଗୁରବାର ୧ ତାରିଖ ପଚଂମୀ ତିଥି ଦିନର ୧୦.୩୩ରୁ ୧୧.୦୮ ଭିତରେ ନୂଆଁ ଖାଏବାର ଲାଗି ଗ୍ରାମଦେବୀ ମା' ସମଲେଇଙ୍କ ମନ୍ଦିର ନୁ ଲଗନ ବାହାରିଛେ । ହେ ସମିୟା ଭିତରେ ସଭେ ନିଜ ନିଜ ଇଷ୍ଟ ଦେବାଦେବୀ ନୁ ନୂଆଁ ଲଗାଇ କରି ନୂଆ
Read More...

୧୪୪ ସଦସ୍ୟ ବିଶିଷ୍ଟ ଏକ ଷ୍ଟ୍ରାଇକିଂ ଫାୟାର୍ ଫୋର୍ସ ଗଠନ କରାଯିବାକୁ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଅଗ୍ନି ଦୁର୍ଘଟଣା ସମୟରେ ଲୋକଙ୍କ ଉଦ୍ଧାର କାର୍ଯ୍ୟକୁ ଅଧିକ ତ୍ୱରାନ୍ୱିତ କରିବା ପାଇଁ ୧୪୪ ସଦସ୍ୟ ବିଶିଷ୍ଟ ଏକ ଷ୍ଟ୍ରାଇକିଂ ଫାୟାର୍ ଫୋର୍ସ ଗଠନ କରାଯିବାକୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ରାଜ୍ୟର କଟକ, ସମ୍ବଲପୁର ଓ ବ୍ରହ୍ମପୁରରେ ଥିବା ୩ଟି
Read More...

ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୨୩୨ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୨୩୨ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ୦ରୁ ୧୮ ବର୍ଷ ବୟସ ମଧ୍ୟରେ ୩୮ ଜଣ ଚିହ୍ନଟ ହୋଇଥିବା ବେଳେ ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୧୯୮୨ ରହିଥିବା ବେଳେ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୧୩୬ ଜଣ
Read More...

୨୦୨୧ ବର୍ଷର ବୀମା ରାଶି ପ୍ରଦାନ ଦାବୀରେ ତହସିଲ ଅଫିସ ଘେରାଉ କଲେ ଚାଷୀ

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ବ୍ଲକର ଶତାଧିକ ଚାଷୀ ଗତକାଲି ତହସିଲ କାର୍ଯ୍ୟାଳୟ ଘେରାଉ କରିଛନ୍ତି । ୨୦୨୧ ବର୍ଷର କୃଷି ବୀମା ପାଇ ନଥିବାରୁ ଚାଷୀମାନେ ଘେରାଉ କରି ଅଭିଯୋଗ କରିଛନ୍ତି । ଏନେଇ ଖପ୍ରାଖୋଲ ବ୍ଲକ ସମ୍ମୁଖରୁ ଶତାଧିକ ଚାଷୀ ଏକ ବିଶାଳ
Read More...

ଶୁଦ୍ଧିକ୍ରିୟାରେ ରକ୍ତଦାନ ଶିବିର ସହ ବୃକ୍ଷ ରୋପଣ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ତହସିଲ ଅଫିସ ନିକଟସ୍ଥ ଜର୍ଜଗଡ଼ରେ ଶୁଦ୍ଧିକ୍ରିୟା ଅବସରରେ ଏକ ରକ୍ତଦାନ ଶିବିର ଓ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପରୋପକାରୀ ଗରିବ ଯୁବକ ସ୍ୱର୍ଗତ କୀର୍ତ୍ତନ ଚନ୍ଦନଙ୍କ ଶୁଦ୍ଧିକ୍ରିୟା ଅବସରରେ ରାଜକୁମାର
Read More...

ୟୁରୋ ସ୍କୁଲ ପରିସରରେ ଜାତୀୟ କ୍ରୀଡା ଦିବସ ପାଳିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ପ୍ରତିବର୍ଷ ଅଗଷ୍ଟ ୨୯ ତାରିଖକୁ ହକି ଯାଦୁକର ମେଜର ଧ୍ୟାନଚାନ୍ଦଙ୍କର ଜନ୍ମ ଦିବସକୁ ଜାତୀୟ କ୍ରୀଡା ଦିବସ ଭାବେ ପାଳନ କରାଯାଉଛି । ଏହି ଅବସରରେ ଛତ୍ରପୁରର ଅଗ୍ରଣୀ ଶିକ୍ଷାନୁଷ୍ଠାନ ୟୁରୋ ସ୍କୁଲ ଆନୁକୂଲ୍ୟରେ ସ୍କୁଲ ପରିସରରେ ଜାତୀୟ କ୍ରୀଡା ଦିବସ
Read More...

୯୫ତମ ‘ପିଲାଙ୍କ ପାଖରେ ପାଠାଗାର’ କାର୍ଯ୍ୟକ୍ରମ ଆୟୋଜିତ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବିଗତ ଚାରି ବର୍ଷ ତଳେ ଶିଶୁଶ୍ରୀ ଭ୍ରାମ୍ୟମାଣ ପାଠାଗାର ଦ୍ୱାରା ୨୦୧୮ ମସିହା ଅକ୍ଟୋବର ଦୁଇ ତାରିଖ ପବିତ୍ର ଗାନ୍ଧୀ ଜୟନ୍ତୀରେ ଆରମ୍ଭ ହୋଇଥିବା 'ପିଲାଙ୍କ ପାଖରେ ପାଠାଗାର' କାର୍ଯ୍ୟକ୍ରମର ୯୫ତମ ଭାଗ ଚାରି ଛକ (ବିରମାଲ)ସ୍ଥିତ ଉଦ୍ଧବ ପବ୍ଲିକ ସ୍କୁଲ
Read More...