Daily Archives

ନୂଆପଡାରେ ମାଓ ତାଣ୍ଡବ : ଇନଫର୍ମର ସନ୍ଦେହରେ ଯୁବକଙ୍କୁ ଘରୁ ଉଠାଇ ନେଇ ହତ୍ୟା

ନୂଆପଡା, (ନିରାକାର ମେହେର) : ପୁଣି ଜିଲ୍ଲାରେ ନିଜର ଦୃଢ ଉପସ୍ଥିତି ଜାହିର କଲେ ମାଓବାଦୀ । ଆଉ ଜିଲ୍ଲାର ମାଓ ଅଧ୍ୟୁଷିତ ସୁନାବେଡା ଅଭୟାରଣ୍ୟରେ ତାଣ୍ଡବ ରଚିଛନ୍ତି । ପୋଲିସ ଇନଫର୍ମର ସନ୍ଦେହରେ ଜଣେ ଯୁବକଙ୍କୁ ଘରୁ ଉଠାଇ ନେଇ ମାଓବାଦୀମାନେ ହତ୍ୟା କରିଥିବା ଜଣାପଡ଼ିଛି । ସୂଚନା
Read More...

ପରିକ୍ରମାର ୫ମ ଦିନରେ ଅହିଂସା ରଥକୁ ସ୍ୱାଗତ ସହ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଅହିଂସା ରଥ ପରିକ୍ରମାର ୫ମ ଦିନରେ ଦୁଇଟି ରଥ ପୁରୀ ଜିଲ୍ଲାର ସାତପଡା, ପୁରୀ ସଦର, ବରପାଳ, ନାଗେଶ୍ଵର ଓ ବ୍ରହ୍ମଗିରି ଅଞ୍ଚଳ ଗସ୍ତ କରିଥିଲା । ପୁରୀ ସହରର ଜିଲ୍ଲା ସ୍କୁଲରେ ସ୍ୱାଗତ ସହ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ବ୍ରହ୍ମଗିରି ସମେତ
Read More...

ପୁରୀ ପୌରପାଳିକା ପକ୍ଷରୁ ଅହିଂସା ରଥକୁ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରାର ସ୍ୱାଗତ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ପୁରୀ ପୌରପାଳିକା ପକ୍ଷରୁ ଅହିଂସା ରଥକୁ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରାର ସ୍ୱାଗତ କରାଯାଇଥିଲା । ଏଥିସହିତ ପାରମ୍ପରିକ ବାଦ୍ୟଯନ୍ତ୍ର ତଥା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା
Read More...

ଅନୁଗୁଳ ଜିଲ୍ଲାରେ ଅହିଂସା ରଥ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟ ସରକାରଙ୍କ ଐତିହାସିକ ଅହିଂସା ରଥ ଗତକାଲି ପ୍ରବେଶ କରିଛି ଅନୁଗୁଳ ଜିଲ୍ଲାରେ । ଜିଲ୍ଲାର ଆଠମଲ୍ଲିକ, ବଅଁରପାଳ ହାଇସ୍କୁଲ, ପାଲଲହଡା ବ୍ଲକର ବିଭିନ୍ନ ଅଞ୍ଚଳ ତଥା ଅନୁଗୁଳ ସହର ସ୍ଥିତ ବାଜି ରାଉତ ଛାତ୍ରାବାସ ପହଞ୍ଚିଥିଲା । ଜିଲ୍ଲାର ବିଭିନ୍ନ
Read More...

ପୁରୀ ଜିଲ୍ଲାରେ ଅହିଂସା ରଥର ପରିକ୍ରମା ସମାପ୍ତ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଅହିଂସା ଓ ଶାନ୍ତିର ତଥା ଦେଶପ୍ରେମର ବାର୍ତ୍ତା ପ୍ରଚାର କରୁଥିବା ଅହିଂସା ରଥର ପୁରୀ ଜିଲ୍ଲାରେ ପରିକ୍ରମା ସମାପ୍ତ ହୋଇଛି । ଜିଲ୍ଲାର ସତ୍ୟବାଦି, କୋଣାର୍କ, ବ୍ରହ୍ମଗିରୀ, ପୁରୀ ସହର ସମେତ ବିଭିନ୍ନ ଅଞ୍ଚଳରେ ରଥଗୁଡିକୁ ଜନସାଧାରଣ ବିପୁଳ ଶ୍ରଦ୍ଧା ସହକାରେ
Read More...

ସମନ୍ୱିତ ଶିଶୁ ବିକାଶ ଯୋଜନ ଡେଲାଙ୍ଗ ପକ୍ଷରୁ ମାନବ ଶୃଙ୍ଖଳ କାର୍ଯ୍ୟକ୍ରମ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଭାରତ ସ୍ଵାଧୀନତାର ୭୫ବର୍ଷ ପୂର୍ତ୍ତି ଆଜାଦି କା ଅମୃତ ପାଳନ ଅବସରରେ ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଆଇସିଡିଏସ ପକ୍ଷରୁ ସିଡିପିଓ ଜାପାନୀ କୁମାରୀ ମିତ୍ରାଙ୍କ ତତ୍ଵାବଧାନରେ ଦେଶର ଗୌରବକୁ ସମସ୍ତ ଭାରତୀୟ ଅତୁଟ ରଖିବା ନେଇ ଏହି ମାନବ ଶୃଙ୍ଖଳ
Read More...

ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୩୨୦ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୩୨୦ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ୦ରୁ ୧୮ ବର୍ଷ ବୟସ ମଧ୍ୟରେ ୪୧ ଜଣ ଚିହ୍ନଟ ହୋଇଥିବା ବେଳେ ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୨୬୫୮ ରହିଥିବା ବେଳେ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୧୮୭ ଜଣ
Read More...

ବିଶ୍ୱ ଫଟୋଗ୍ରାଫି ଦିବସ ଉପଲକ୍ଷେ ରାଉରକେଲା ଫଟୋଗ୍ରାଫର ଆସୋସିଏସନ୍‌ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ଅଗଷ୍ଟ ୧୯ ତାରିଖ ଦିନ ସାରା ବିଶ୍ୱରେ ପାଳିତ ହୋଇଯାଇଛି ବିଶ୍ୱ ଫଟୋଗ୍ରାଫି ଦିବସ । ଏହି ଅବସରରେ ରାଉରକେଲା ଫଟୋଗ୍ରାଫର ଆସୋସିଏସନ୍‌-ଆର୍‌ପିଏ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ପ୍ରଥମେ ଭଞ୍ଜ ଭବନଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ
Read More...

୧୧ କେଭି ବିଦ୍ୟୁତ ତାର ଲାଗି ଜଳିଗଲା ହାଇୱା, ଜଳିଗଲେ ଡ୍ରାଇଭର୍‌

ସୁନ୍ଦରଗଡ଼ : ୧୧ କେଭି ବିଦ୍ୟୁତ ତାର ଲାଗି ଜଳିଗଲା ହାଇୱା । କେବଳ ସେତିକି ନୁହେଁ, ହାଇୱା ସହ ଘଟଣା ସ୍ଥଳରେ ଜଳିଗଲେ ଡ୍ରାଇଭର । ଏହି ଦୁର୍ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲାର ଟେନ୍‌ସା ଫାଣ୍ଡି ଅଂଚଳର ଗୀତାରାଣୀ ମାଇନ୍ସ ନିକଟରେ । ଏହି ଘଟଣା ସାରା ଅଂଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।
Read More...

କଣ୍ଟାବାଞ୍ଜି ସହରର ପ୍ରତ୍ୟେକ ରାସ୍ତା ମଝିରେ ବୁଲା ଗାଈଗୋରୁ ଜମା

କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ସହରର ପ୍ରତ୍ୟେକ ରାସ୍ତା ମଝିରେ ବୁଲା ଗାଈଗୋରୁ ଜମା ହୋଇଥିବା ଦେଖିବାକୁ ମିଳିଛି । ଗାଡି ମଟର ଚଳାଚଳ ସମୟରେ ଦୁର୍ଘଟଣାଗ୍ରସ୍ତ ହେବାର ଆଶଂକା ରହୁଛି ଏହା ସହ ଯାତାୟତରେ ମଧ୍ୟ ବାଧା ସୃଷ୍ଟି ହେଉଥିବା ଅଭିଯୋଗ ହେଉଛି ।
Read More...