Daily Archives

ବରଗଡ ପୌର ପରିଷଦ ପକ୍ଷରୁ ସାମୁହିକ ସଫେଇ ଅଭିଯାନ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଆଜାଦୀ କା ଅମୃତ ମହୋତ୍ସବ ପରିପ୍ରେକ୍ଷୀରେ ଆଜି ବରଗଡ଼ ପୌର ପରିଷଦ ପକ୍ଷରୁ ସପ୍ତାହ ବ୍ୟାପୀ ସାମୁହିକ ସଫେଇ ଅଭିଯାନ ଶୁଭାରମ୍ଭ ହୋଇଯାଇଛି । ଏହି ଅଭିଯାନ ଆସନ୍ତା ୨୬ ତାରିଖ ପର୍ଯ୍ୟନ୍ତ ଚାଲିବାର କାର୍ଯ୍ୟକ୍ରମ ରହିଛି । ଏହାକୁ ଆଜି ପୌର ପରିଷଦ
Read More...

ଧର୍ମ ପରାୟଣା ପ୍ରିୟବତୀ ସାମନ୍ତରାୟଙ୍କ ପରଲୋକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ବରିକେଲ ଗ୍ରାମର କରଣ ସମାଜର ଧର୍ମ ପରାୟଣା ମହିଳା ପ୍ରିୟବତୀ ସାମନ୍ତରାୟଙ୍କ ଗତକାଲି ପରଲୋକ ହୋଇଯାଇଛି । ତାଙ୍କର ମୃତ୍ୟୁ ବେଳକୁ ୯୩ ବର୍ଷ ବୟସ ହେଉଥିଲା । ସେ ଜଣେ ସରଳ ନିଷ୍କପଟ ଓ ଧର୍ମ ପରାୟଣା ମହିଳା ଥିଲେ । ତାଙ୍କର ଅନ୍ତିମ
Read More...

ଛାତ୍ର ବିନିମୟ କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ଆନ୍ତର୍ଜାତୀକ ସ୍ତରରେ ରୋଟାରୀ କ୍ଲବର ଛାତ୍ର ବିନିମୟ କାର୍ଯ୍ୟକ୍ରମରେ ରୋଟାରୀ କ୍ଲବ ରାଉରକେଲା ସେଣ୍ଟ୍ରାଲ ତରଫରୁ ସାମାଜିକ ପ୍ରତିବଦ୍ଧତା ଦେଖାଇ ଛାତ୍ର ବିନିମୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କ୍ରମରେ ବ୍ରାଜିଲର ଛାତ୍ରୀ ଯଶମିନ ଓରଫ ୟାୟା
Read More...

ପାଇକମାଲ ବ୍ଲକସ୍ତରୀୟ ସଂସ୍କୃତ ଦିବସ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଲକସ୍ତରୀୟ ସଂସ୍କୃତ ଦିବସ ମହର୍ଷି ଦୟାନନ୍ଦ ଗୁରୁକୂଳ ଯୋଗାଶ୍ରମ ନୃସିଂହନାଥ, ପାଇକମାଲଠାରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସଭାରେ ବରଗଡ଼ ଜିଲ୍ଲା ସଭାପତି ସୁରେଶ ଚନ୍ଦ୍ର ଚୌହାନ ସଭାପତିତ୍ୱ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ଓଡିଶା ରାଜ୍ୟ
Read More...

ଲଗାଣ ବର୍ଷାରେ ଭାଙ୍ଗିଲା ଘର : ସରକାରୀ ସହାୟତା ପାଇଁ ଦାବୀ

ପାଟଣାଗଡ, (ସଦାଶିବ ସରାଫ୍‌) : ପଶ୍ଚିମ ଓଡ଼ିଶାରେ ଲଗାଣ ବର୍ଷା । କୋଉଠି ବର୍ଷା ପାଣିରେ ଲୋକେ ଉବୁଟୁବୁ, ତ ଆଉ କୋଉଠି ଘର ଭାଙ୍ଗିଯିବାରୁ ବେସାହାରା । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ପାଟଣାଗଡ଼ ଉପଖଣ୍ଡର ଖପ୍ରାଖୋଲ ବ୍ଲକ ଧନ୍ଦାମୁଣ୍ଡା ଗାଁର ଖୀରସିନ୍ଧୁ ବରିହାଙ୍କ ପରିବାରରେ । ସୂଚନା
Read More...

ଜାବ ଓ ସୋଢ଼ା ଗ୍ରାମ୍ୟ କମିଟି ପକ୍ଷରୁ ସୋଢ଼ା ଗ୍ରାମରେ ସାମାଜିକ ବନୀକରଣ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ପାଇକମାଲ ବ୍ଲକ୍ ଅନ୍ତର୍ଗତ ଟେମେରି ଗ୍ରାମ ପଞ୍ଚାୟତର ସୋଢ଼ା ଗ୍ରାମରେ ଜର୍ନାଲିଷ୍ଟ ଏସୋସିଏସନ୍ ଅଫ୍‌ ବରଗଡ (ଜାବ) ଓ ଗ୍ରାମ୍ୟ କମିଟିର ମିଳିତ ଉଦ୍ୟମରେ ସାମାଜିକ ବନୀକରଣ ଅନୁଷ୍ଠିତ ହୋଇଥିଲା । ଜାବ ସଭାପତି ରବି ନାରାୟଣ ପଣ୍ଡାଙ୍କ ସଭାପତିତ୍ଵ ତଥା
Read More...

ଡୁମ୍ବେରବାହାଲ ରାଧାକୃଷ୍ଣ ମନ୍ଦିରରେ ନନ୍ଦୋତ୍ସବ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଅନ୍ତର୍ଗତ ଡୁମ୍ବେରବାହାଲ ଗ୍ରାମର ଶ୍ରୀ ଶ୍ରୀ ରାଧାକୃଷ୍ଣ ମନ୍ଦିରରେ ଜନ୍ମାଷ୍ଟମୀ ଉପଲକ୍ଷେ ଅଷ୍ଟପ୍ରହରୀ ନାମଯଜ୍ଞ ଓ ନନ୍ଦୋତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଗୁରୁବାର ସଂଧ୍ୟାରେ କଳସ ଅଧିବାସ ଓ ଶ୍ରୀକୃଷ୍ଣ
Read More...

୧୮୯ ବାଟାଲିୟନ ସିଆର୍‌ପିଏଫ୍‌ ପକ୍ଷରୁ ଜନ୍ମାଷ୍ଟମୀ ପର୍ବ

ବଲାଙ୍ଗିର, (କେପିଏନ୍‌ଏସ୍‌) : ୧୮୯ ବାଟାଲିୟନ ସିଆର୍‌ପିଏଫ୍‌ କମାଣ୍ଡାଣ୍ଟ ପୱନ କୁମାର ତିୱାରୀଙ୍କ ନେତୃତ୍ୱରେ ବାଲାଙ୍ଗିରର ଶାନ୍ତିପାଡାଠାରେ ଅବସ୍ଥିତ ସର୍ଭଧର୍ମ ସ୍ଥଳରେ ୧୮୯ ବାଟାଲିୟନ ସିଆର୍‌ପିଏଫ୍‌ ଦ୍ୱାରା " ଜନ୍ମାଷ୍ଟମୀ" ଉତ୍ସବ ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ନିରକାର
Read More...

ବୟନ ଶିଳ୍ପ ଓ ହସ୍ତତନ୍ତ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଜିଲ୍ଲାରେ ହସ୍ତତନ୍ତ ବୁଣାକାର ମାନଙ୍କ ସମସ୍ୟା ଓ ଏହାର ସମାଧାନ ସଂପର୍କରେ ଏକ ସମୀକ୍ଷା ବୈଠକ ବରଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ଆଜି ଅନୁଷ୍ଠିତ ହୋଇଯାଇଛି । ବିଜେପୁର ବିଧାୟିକା ତଥା ରାଜ୍ୟ ବୟନଶିଳ୍ପ ଓ ହସ୍ତତନ୍ତ ମନ୍ତ୍ରୀ ରୀତା
Read More...

ଡେଲାଙ୍ଗ ବନ୍ୟା ଅଞ୍ଚଳ ବୁଲି ଦେଖିଲେ ରାଜସ୍ଵମନ୍ତ୍ରୀ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ବନ୍ୟାରେ ଡେଲାଙ୍ଗ ବ୍ଲକର ବ୍ୟାପକ କ୍ଷୟକ୍ଷତି ସହ ଲୋକଙ୍କ ଜୀବନଜୀବିକା ବିକାଶ ଧାରାରେ ବ୍ୟାହତ ଘଟିଛି । ଲୋକେ ନାଁହି ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସରକାରୀ ରିପୋର୍ଟ ଅନୁଯାୟୀ ଡେଲାଙ୍ଗ ବ୍ଲକର ୯ଟି ପଞ୍ଚାୟତର ୪୪ଟି ଗ୍ରାମର ୪୫ ହଜାର
Read More...