Daily Archives

ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୫୮୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୫୮୩ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ୦ରୁ ୧୮ ବର୍ଷ ବୟସ ମଧ୍ୟରେ ୧୨୬ ଜଣ ଚିହ୍ନଟ ହୋଇଥିବା ବେଳେ ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୪୪୦୭ ରହିଥିବା ବେଳେ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ
Read More...

ଓକିଲ ସଂଘର କୋଭିଡ ବୁଷ୍ଟର ଡୋଜ ଟୀକାକରଣ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ସିଭିଲ କୋର୍ଟ ବାର୍‌ ହଲ୍‌ଠାରେ ବଲାଙ୍ଗିର ଜିଲ୍ଲା ଓକିଲ ସଂଘ ପକ୍ଷରୁ ତଥା ସିଭିଲ କୋର୍ଟ ସହାୟତାରେ ସିଭିଲ କୋର୍ଟ କର୍ମଚାରୀ, ଜନ ସାଧାରଣ ଓ ଓକିଲମାନଙ୍କ ପାଇଁ କୋଭିଡ ବୁଷ୍ଟର ଡୋଜ୍‌ ଟୀକାକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଜିଲ୍ଲା ଓକିଲ
Read More...

ସାରା ରାଜ୍ୟରେ ମାଗଣାରେ ତ୍ରିରଙ୍ଗା ବାଣ୍ଟିବେ ମିଶନ ଶକ୍ତି ଗୋଷ୍ଠୀ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଚଳିତ ବର୍ଷ ସାରା ଦେଶରେ ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ କରାଯାଉଛି । ଏଥିପାଇଁ ଦେଶବାସୀଙ୍କ ମଧ୍ୟରେ ବିପୁଳ ଉତ୍ସାହ ଦେଖାଦେଇଛି । ସରକାରୀ ଓ ବେସରକାରୀ ସ୍ତରରେ ଏଥିପାଇଁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି । କେନ୍ଦ୍ର ସରକାର ହର୍‌ ଘର ତ୍ରିରଙ୍ଗା
Read More...

ଦିବ୍ୟ ରଂଜନ ନିଖୋଜ ଘଟଣା : ଅଙ୍ଗ ନଦୀ ଗର୍ଭରେ ଏଯାଏଁ ମିଳିନି ଖୋଜ୍‌ ଖବର, ଘଟଣାରେ ଅନ୍ୟ କିଛି ଦିଗ ନାହିଁ ତ?

ବଲାଙ୍ଗିର, (କେପିଏନ୍‌ଏସ୍‌) : ପିଏନ୍‌ବି କୃଷି ଅଧିକାରୀ ଦିବ୍ୟ ରଂଜନ ମିଶ୍ରଙ୍କ ନିଖୋଜ ଘଟଣା ସାରା ଓଡିଶାରେ ଚହଳ ସୃଷ୍ଟି କରିଥିବା ବେଳେ ପ୍ରଶାସନ ପକ୍ଷରୁ ତନାଘନା ତଦନ୍ତ ଜାରି ରହିଛି । ଜଣେ ପ୍ରତ୍ୟକ୍ଷଦର୍ଶୀ ଯୁବକର ବୟାନକୁ ଆଧାର କରି ଅଙ୍ଗ ନଦୀ ଗର୍ଭରେ ଅଗ୍ନିଶମ ବିଭାଗ
Read More...

ରକ୍ଷା ବନ୍ଧନକୁ ନିଆରା ଢଙ୍ଗରେ ପାଳନ କଲା ଗାଇସିଲେଟ କୋଶଲ ଯୁବଶକ୍ତି

ଗାଇସିଲେଟ, (ଦିଲ୍ଲିପ କୁମାର ସରାପ) : ରକ୍ଷା ବନ୍ଧନକୁ ନିଆରା ଢଙ୍ଗରେ ପାଳନ କଲା ଗାଇସିଲେଟ କୋଶଲ ଯୁବଶକ୍ତି । ପରିବାର ଠାରୁ ଦୂରରେ ରହୁଥିବା ତଥା ଅନାଥ ଏବଂ ଦିବ୍ୟାଙ୍ଗ ଛାତ୍ରଛାତ୍ରୀମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ଯୋଡିବା ତଥା ସେମାନଙ୍କର ମଧ୍ୟ ପରିବାର ଥିବା ଭଳି ଅନୁଭବ କରାଇବାର
Read More...

ବାଙ୍କେଲ ଭାରପ୍ରାପ୍ତ ଆର୍‌ଆଇ ତଥା ଏଆର୍‌ଆଇ ଜିଲୁ ବିଶ୍ୱାଳଙ୍କୁ ସସ୍‌ପେଣ୍ଡ କଲେ ଜିଲ୍ଲାପାଳ

କଂଟାବାଂଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ତହସିଲ ବାଙ୍କେଲ ସର୍କଲ ଅନ୍ତର୍ଗତ ତେନ୍ତୁଲିଖୁଣ୍ଟି ପଂଚାୟତ ଖଜୁରପଡା ଗାଁରେ ମୃତ ବ୍ୟକ୍ତିଙ୍କ ନାଁରେ ଜମି ଜାଲିଆତି ଘଟଣାରେ ବଲାଙ୍ଗିର ଜିଲ୍ଲାପାଳ ଚିଠି.୨୧/୬୦ ତା. ୦୬/୦୮/୨୨ରିଖରେ ବାଙ୍କେଲ ଭାରପ୍ରାପ୍ତ ଆର୍‌ଆଇ ତଥା
Read More...

ଗଛରେ ରାକ୍ଷୀ ବାନ୍ଧିଲେ ପରିବେଶବିତ ଶୁଭ୍ରାଂଶୁ ଶତପଥୀ

ଢେଙ୍କାନାଳ, (କେପିଏନ୍‌ଏସ୍‌) : ସବୁଜ ପୃଥିବୀର ଗଠନରେ ଆଉ ଏକ ପାଦ । ଜନସଂଖ୍ୟା ବୃଦ୍ଧି ସାଙ୍ଗକୁ ଲୋକଙ୍କ ଚାହିଦା ଏବଂ ଆବଶ୍ୟକ ପୂରଣ ନେଇ ଜଙ୍ଗଲ କ୍ରମଶଃ ହ୍ରାସ ପାଇବାକୁ ବସିଲାଣି । ତେବେ ଏଭଳି ସମୟରେ ସବୁଜ ବିକଳ୍ପ ପାଇଁ ବିଭିନ୍ନ ପ୍ରୟାସ ଜାରି ରଖିଛନ୍ତି ଜାତିସଂଘ ପୁରସ୍କାରପ୍ରାପ୍ତ
Read More...

ସ୍ୱାମୀ ବିବେକାନନ୍ଦ ସ୍କୁଲରେ ରକ୍ଷା ବନ୍ଧନ ଉତ୍ସବ

ଆଠଗଡ଼ : ଆଠଗଡ଼ ସହରରେ ନୂତନ ଭାବେ ପ୍ରତିଷ୍ଠିତ ଅଶୋକନଗରସ୍ଥିତ ସ୍ୱାମୀ ବିବେକାନନ୍ଦ ଆଡଭାନ୍ସ ଇଂଲିଶ ମିଡିୟମ ସ୍କୁଲରେ ପ୍ରଥମ ରକ୍ଷା ବନ୍ଧନ ଉତ୍ସବ ଗୁରୁବାର ପାଳିତ ହୋଇଯାଇଛି । ପରିଚାଳନା କମିଟିର ସଭାପତି ଅଶୋକ କୁମାର ମହାନ୍ତିଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ରକ୍ଷାବନ୍ଧନ ଉତ୍ସବରେ
Read More...

ଶ୍ରୀମନ୍ଦିରରେ ବଡ଼ ଠାକୁର ଶ୍ରୀବଳଭଦ୍ରଙ୍କ ଜନ୍ମୋତ୍ସବ : ଦୁଇ ଭାଇଙ୍କୁ ରାକ୍ଷୀ ବାନ୍ଧିବେ ଭଉଣୀ ସୁଭଦ୍ରା

ପୁରୀ, (ଦିଲ୍ଲୀପ କୁମାର ଧାଉଡିଆ) : ଆଜି ପବିତ୍ର ଗହ୍ମା ପୂର୍ଣ୍ଣିମା । ଶ୍ରୀମନ୍ଦିରରେ ବଡ଼ ଠାକୁର ଶ୍ରୀବଳଭଦ୍ରଙ୍କ ଜନ୍ମୋତ୍ସବ । ଏଥିପାଇଁ ମନ୍ଦିରରେ ସ୍ୱତନ୍ତ୍ର ନୀତି ନିର୍ଘଣ୍ଟ ହୋଇଛି । ଦୁଇ ଭାଇ ବଳଭଦ୍ର ଓ ଜଗନ୍ନାଥଙ୍କ ହାତରେ ରାକ୍ଷୀ ବାନ୍ଧିବେ ମାଆ ସୁଭଦ୍ରା । ଏଥିପାଇଁ ପାଟରା
Read More...

ବାଇକ୍‌ ଲୁଟେରା ଗ୍ୟାଙ୍ଗକୁ ଧରିଲା ପୋଲିସ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଜଟଣୀ, ଖୋର୍ଦ୍ଧା, ପୁରୀ, ଟାଙ୍ଗୀ ଓ ଭୁବନେଶ୍ୱର ଆଦି ସ୍ଥାନରୁ ଛିନ୍‌ତାଇ ଓ ଲୁଟ୍‌ କରୁଥିବା ଏକ ଗ୍ୟାଙ୍ଗର ପର୍ଦ୍ଦାଫାଶ କରିଛି କମିଶନରେଟ୍‌ ପୋଲିସ । ଏକ ନମ୍ବରବିହୀନ ଗାଡ଼ିରେ ଯାଇ ଲୋକଙ୍କଠାରୁ ମୋବାଇଲ, ଭ୍ୟାନିଟ୍‌, ଟଙ୍କା ଆଦି ଲୁଟ୍‌ ଓ ବାଇକ୍‌ ଚୋରି
Read More...