Monthly Archives

July 2022

ଡ୍ୟାମ୍‌ରେ ବୁଡି ଆର୍‌ଏସ୍‌ପି ମ୍ୟାନେଜରଙ୍କ ମୃତ୍ୟୁ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ପୀତାମହଲ ଡ୍ୟାମରେ ବୁଡିଯାଇ ଆର୍‌ଏସ୍‌ପି ମ୍ୟାନେଜରଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତକ ଜଣକ ହେଉଛନ୍ତି ଆର୍‌ଏସ୍‌ପି ମ୍ୟାନେଜର ବିଶ୍ୱଜିତ ଜେନା । ସାଙ୍ଗ ସାଥୀଙ୍କ ସହ ସେ ଭୋଜି କରିବାକୁ ମନ୍ଦିର ଡ୍ୟାମ ନିକଟକୁ ଯାଇଥିଲେ। । ଡ୍ୟାମରେ
Read More...

ସାହାଜ୍ ନାଲାରେ ବ୍ରିଜ୍ ନିର୍ମାଣ ଦାବୀ : ବର୍ଷକୁ ୪ମାସ ପଞ୍ଚାୟତ କାମ ସହ ପାଠପଢା ଓ ଅନ୍ୟାନ୍ୟ କାମରେ ଅସୁବିଧା…

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ବୋଡେନ ବ୍ଲକ ଲର୍କା ପଞ୍ଚାୟତ ଅନ୍ତର୍ଗତ କାମପୁର କନକପଡାର ସାହାଜ୍ ନାଲା (ଜୋର)ରେ ବ୍ରିଜ୍ ନିର୍ମାଣ ଦାବୀ ହୋଇଛି । ପ୍ରକାଶ ଯୋଗ୍ୟ ଯେ କାମପୁର କନକପଡାରେ ପାଖାପାଖି ଅଢେଇ ସହ ଲୋକ ବସବାସ କରୁଥିବା ବେଳେ ନିଜ ପଞ୍ଚାୟତ କାର୍ଯ୍ୟ, ପାଠପଢା ଓ
Read More...

ମୋବାଇଲ ପ୍ରେମ ମହଙ୍ଗା ପଡିଲା : ପ୍ରେମିକାକୁ ପଥରରେ ଛେଚି ହତ୍ୟା କଲା ପ୍ରେମିକ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ରାଇକିଆ ଥାନା ପୁଲିସକୁ ମିଳିଛି ଏକ ବଡ ସଫଳତା । ଗତ ୧୫ ତାରିଖ ଦିନ ଅଞ୍ଜିତାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରିଥିବା ମୁଖ୍ୟ ଅଭିଯୁକ୍ତ ପଙ୍କଜ ଦିଗାଲ(୨୯)କୁ ରାଇକିଆ ପୁଲିସ ଗିରଫ କରି କୋର୍ଟ
Read More...

ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୮୧୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୮୧୬ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ୦ରୁ ୧୮ ବର୍ଷ ବୟସ ମଧ୍ୟରେ ୧୧୮ ଜଣ ଚିହ୍ନଟ ହୋଇଥିବା ବେଳେ ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୫୯୧୧ ରହିଥିବା ବେଳେ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୪୭୭ ଜଣ
Read More...

ଡେଲାଙ୍ଗ ବ୍ଲକ ମାଟ୍ରିକ ଟପ୍ପର ଆଦିତ୍ୟଙ୍କୁ ସମ୍ବର୍ଦ୍ଧନା

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ସଦ୍ୟ ପ୍ରକାଶିତ ମାଟ୍ରିକ ପରୀକ୍ଷାରେ ଡେଲାଙ୍ଗ ବ୍ଲକରେ ଟପ୍ପର ହୋଇଥିବା ଘନିପୂର ଗ୍ରାମ ତଥା ରାଧାମୋହନ ଦେବ ଉଚ୍ଚ ବିଦ୍ୟାପୀଠର ଛାତ୍ର ଆଦିତ୍ୟ କୁମାର ନାୟକ ଓ ପରିବାରଙ୍କୁ ଘନିପୂର ପଞ୍ଚାୟତ ପାଠାଗାରଠାରେ ସମ୍ବର୍ଦ୍ଧନା ଦିଆଯାଇଥିଲା । ସମାଜସେବୀ
Read More...

ଦିନିିକିଆ ଶୃଙ୍ଖଳା ମ୍ୟାଚ୍‌ରେ ଭାରତର ଧୂଆଁଧାର ବିଜୟ

ନୂଆଦିଲ୍ଲୀ : ଇଂଲଣ୍ଡ ମାଟିରେ ୩ୟ ଥର ଦିନିିକିଆ ଶୃଙ୍ଖଳା ମ୍ୟାଚ୍‌ରେ ଜିତିଛି ଭାରତୀୟ କ୍ରିକେଟ୍‌ ଦଳ । ରବିବାର ୩ୟ ତଥା ଅନ୍ତିମ ଦିନିକିଆ ମ୍ୟାଚ୍‌ରେ ହାର୍ଦିକ ପାଣ୍ଡ୍ୟାଙ୍କ ଅଲ୍‌ରାଉଣ୍ଡ ସଫଳତା ଓ ରିଷଭ ପନ୍ଥଙ୍କ ଅପରାଜିତ ଶତକ ବଳରେ ଇଂଲଣ୍ଡକୁ ୫ ୱିକେଟରେ ଭାରତ ପରାସ୍ତ କରିଛି । ଫଳରେ
Read More...

ଓଡ଼ିଆପାଲି ଗାଁରେ ଜବରଦଖଲ ଗୋଚର ଜମି ଉଦ୍ଧାର ପାଇଁ ପ୍ରଶାସନର ସଚେତନତା ସଭା

ଖପ୍ରାଖୋଲ, (ଅଶୋକ ବାଗ) : ଖପ୍ରାଖୋଲ ବ୍ଲକ୍ ଓଡ଼ିଆପାଲି ଗାଁରେ ରାଜସ୍ଵ ବିଭାଗ ଓ ପ୍ରାଣୀ ସମ୍ପଦ ବିଭାଗର ମିଳିତ ଉଦ୍ୟମରେ ଜବରଦଖଲ ଗୋଚର ଜମି ଉଦ୍ଧାର ପାଇଁ ସଚେତନତା ସଭା ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ସଭାରେ ଖପ୍ରାଖୋଲ ବ୍ଲକ୍ ପ୍ରାଣୀ ସମ୍ପଦ ଅଧିକାରୀ ଡ଼ା
Read More...

୮୦ ବର୍ଷର ବିଧବା ପଦ୍ମା ବେୱାଙ୍କୁ ଘର ଯୋଗାଇ ଦେବାକୁ ଦାବୀ

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ କେନ୍ଦୁମୁଣ୍ତା ଗ୍ରାମ ପଞ୍ଚାୟତ କାନ୍ଦୁଲକୋନା ଗ୍ରାମର ୮୦ ବର୍ଷର ବିଧବା ପଦ୍ମା ବେୱାଙ୍କ ଘର ଭାଙ୍ଗି ପଡିଥିବା ବେଳେ ସେ ତାଙ୍କ ପୁଅ ରୋଷନ ବାଗ (୩୫), ବୋହୂ ପୁନେ ବାଗ(୩୦) ଓ ନାତି ପ୍ରମୋଦ ବାଗ(୧୫), ଭଗବାନ
Read More...

ବରଗଡ ଜିଲ୍ଲା ଚେସ ଆସୋସିଏସନ୍ ପକ୍ଷରୁ ଆୟୋଜିତ ଜିଲ୍ଲା ଚେସ୍‌ ଚାମ୍ପିଅନସିପ୍‌ ଉଦ୍‌ଯାପିତ

ବରଗଡ, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ ଜିଲ୍ଲା ଚେସ୍‌ ଆସୋସିଏସନ୍ ପକ୍ଷରୁ ସ୍ଥାନୀୟ ଅଗ୍ରଗାମୀ ଯୁବକ ସଂଘ ପରିସରରେ ଚାଲିଥିବା ଜିଲ୍ଲା ଚେସ୍‌ ଚାମ୍ପିଅନସିପ୍‌ ଉଦ୍‌ଯାପିତ ହୋଇଯାଇଛି । ଜିଲ୍ଲା ସଂଘ ସଭାପତି ଅରୁଣ କୁମାର ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦ୍‌ଯାପନି ଉତ୍ସବରେ ବିକାଶ
Read More...

ଆଜି ଶ୍ରାବଣର ପ୍ରଥମ ସୋମବାର, ଶୈବପୀଠରେ ବୋଲବମ ଭକ୍ତଙ୍କ ଭିଡ଼

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଶ୍ରାବଣର ପ୍ରଥମ ସୋମବାର । ସହରର ଶୈବପୀଠଗୁଡିକରେ ବୋଲବମ୍‌ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଛି । ଦୀର୍ଘ ଦୁଇ ବର୍ଷ ଧରି କରୋନା କଟକଣା ଯୋଗୁଁ ଶ୍ରାବଣରେ ବୋଲବମ୍‌ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳୁନଥିବା ବେଳେ ଚଳିତ ବର୍ଷ କାଉଡିଆଙ୍କ ମଧ୍ୟରେ ବେଶ
Read More...