ଯୁକ୍ତ ଦୁଇ ନାମଲେଖା : ଅଗଷ୍ଟ ୧୭ରେ ପ୍ରକାଶ ପାଇବ ମେରିଟ୍ ଲିଷ୍ଟ
ଭୁବନେଶ୍ୱର, (କେପିଏନ୍ଏସ୍) : ବୁଧବାରଠାରୁ ଯୁକ୍ତ ଦୁଇ ନାମଲେଖା ପାଇଁ ଆବେଦନ ପ୍ରକିୟା ଆରମ୍ଭ ହୋଇଛି । ପ୍ରଥମ ଦିନରେ ସାମସ୍ ପୋର୍ଟାଲରେ ୬୦ ହଜାର ଛାତ୍ରଛାତ୍ରୀ ପଞ୍ଜିକରଣ କରିଛନ୍ତି । ଅଗଷ୍ଟ ୧୦ ତାରିଖ ପର୍ଯ୍ୟନ୍ତ ଜାରି ରହିବ ପଞ୍ଜିକରଣ । ଅଗଷ୍ଟ ୧୭ରେ ମେରିଟ ଲିଷ୍ଟ ପ୍ରକାଶ ପାଇବ!-->…
Read More...
Read More...