Monthly Archives

July 2022

ନିଜ ହାତମୁଠାରେ ରହିଛି ଆନନ୍ଦ

ସୁଶ୍ରୀ ସ୍ନେହଲତା ଆଜିର ମଣିଷ ନାନା ପ୍ରକାର ଜଟିଳତା ଓ ସମସ୍ୟା ଦେଇ ଗତି କରୁଛି । ବହୁ ପରିଶ୍ରମ ତଥା ଚେଷ୍ଟା ପରେ ମଧ୍ୟ ମଣିଷକୁ ଆନନ୍ଦ ମିଳୁ ନଥିବା ବେଳେ ଆନନ୍ଦର ସନ୍ଧାନରେ ଆଜି ମଣିଷ । କିନ୍ତୁ ବାସ୍ତବରେ ମଣିଷର ହାତମୁଠାରେ ରହିଛି ଆନନ୍ଦ । କସ୍ତୁରୀ ମୃଗ ନିଜ ନାଭିମଣ୍ଡଳରେ
Read More...

ନଅଗାଁରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ତୁଷୁରା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ତୁଷୁରା ଥାନା ନଅଗାଁସ୍ଥିତ ଅବକାରୀ କାର୍ୟ୍ୟାଳୟ ସାମନା ପୋଖରୀ କହର ଏକ ଗଛରୁ ଜଣେ ଯୁବକଙ୍କର ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । ଯୁବକ ଜଣକ ନଅଗାଁ ଗ୍ରାମର ବଳ ଦୀପ ବୋଲି ଜଣାପଡିଛି । ଖବର ପାଇ ତୁଷୁରା ପୋଲିସ ଘଟଣା ସ୍ଥଳରେ ପହଞ୍ଚି
Read More...

ତୁଷୁରା ପେକ୍ସର ବୈଠକ

ତୁଷୁରା, (କେପିଏନ୍‌ଏସ୍‌) : ତୁଷୁରା ପେକ୍ସରେ ନିର୍ବାଚିତ ସମସ୍ତ ୧୫ ଜଣ ନିର୍ଦ୍ଦେଶକଙ୍କୁ ନେଇ ପ୍ରଥମ ବୈଠକ ଅନୁଷ୍ଠିତ ହୋଇଯାଇଛି । ସଭାପତି ଶ୍ରୀକାନ୍ତ ବାଗଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା । ଏହି ଅବସରରେ ନବନିର୍ବାଚିତ
Read More...

ଧାନଘରାରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ତୁଷୁରା : ତୁଷୁରା ଏନ୍‌ଏସିସ୍ଥିତ ଧାନଘରାଠାରେ ଜନ କଲ୍ୟାଣ ପାଠାଗାର ତରଫରୁ ବୃକ୍ଷ ରୋପଣ କରାଯାଇଛି । ଏଥିରେ ଲନ୍ଲସି ଅଧ୍ୟକ୍ଷ ଅଜୟ ଜୟଶ୍ୱାଲ ଅତିଥି ଭାବେ ଯୋଗ ଦେଇ ବୃକ୍ଷ ରୋପଣ କରିଥିଲେ । ପାଠାଗାରର ସଭାପତି ସୁଶାନ୍ତ ହରପାଳ, ସଂପାଦକ ପ୍ରଭାସ ହରପାଳଙ୍କ ସହ ସମସ୍ତ କର୍ମକର୍ତ୍ତା
Read More...

ତୁରେକେଲା ବ୍ଲକ ସିଆର୍‌ସିସି ସଂଗଠନ ଗଠିତ

ତୁରେକେଲା, (କୈଳାଶ ସଗ୍ରିଆ) : ତୁରେକେଲା ବ୍ଲକର ୧୪ଟି କେନ୍ଦ୍ରରେ କାର୍ଯ୍ୟରତ ସିଆର୍‌ସିସିମାନଙ୍କର ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ସିଆର୍‌ସିସିମାନଙ୍କ ବିଭିନ୍ନ ସମସ୍ୟା ଉପରେ ଆଲୋଚନା ହୋଇଥିଲା । ପରେ ବ୍ଲକ ସିଆର୍‌ସିସି ସଂଗଠନ ଗଠନ କରାଯାଇଥିଲା ।
Read More...

ହାତୀ ମୃତଦେହ ଠାବ

ଭଞ୍ଜନଗର : ଉତ୍ତର ଘୁମୁସର ଜଗନ୍ନାଥ ପ୍ରସାଦ ରେଞ୍ଜ ଅଧିନସ୍ଥ ତାମନାଡ ଗ୍ରାମ ନିକଟ ପାହାଡ଼ ପାଖରେ ଏକ ଦନ୍ତା ହାତୀର ମୃତଦେହ ଠାବ କରିଛି ବନ ବିଭାଗ । ବିଦ୍ୟୁତ ସଂସ୍ପର୍ଶରେ ଆସି ହାତୀର ମୃତ୍ୟୁ ଘଟିଥିବା ଅନୁମାନ କରାଯାଉଛି । ଘଟଣା ସ୍ଥଳରେ ବନ ବିଭାଗର ରେଞ୍ଜର ଓ ଡିଏଫଓ ପହଞ୍ଚି ତଦନ୍ତ
Read More...

ଖୋଲିଲା ହୀରାକୁଦ ଡ୍ୟାମ୍‍ର ଆଉ ୩ ଗେଟ୍‌, ମୋଟ ୮ଟି ଗେଟ୍ ଦେଇ ହେଉଛି ଜଳ ନିଷ୍କାସନ

ହୀରାକୁଦ : ରାଜ୍ୟରେ ଲଘୁଚାପ ଜନିତ ବର୍ଷା କାରଣରୁ ବିଭିନ୍ନ ନଦୀରେ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି । ଏହା ମଧ୍ୟରେ ପୂର୍ବରୁ ହୀରାକୁଦ ଜଳଭଣ୍ଡାର ୫ଟି ଗେଟ୍‍ ଖୋଲା ଯାଇ ବନ୍ୟା ଜଳ ନିଷ୍କାସନ ହେଉଥିଲା । ଆଜି ପୁଣି ହୀରାକୁଦ ଡ୍ୟାମ୍‍ର ଆଉ ୩ଟି ଗେଟ୍‍ ଖୋଲାଯାଇଛି । ବର୍ତ୍ତମାନ ମୋଟ ୮ଟି
Read More...

ଉଦାହରଣ ସୃଷ୍ଟି କଲେ ସ୍ୱେଚ୍ଛାସେବୀ : ରାସ୍ତାରେ ହୋଇଥିବା ବିରାଟ ଗର୍ତ୍ତକୁ ନିଜେ ମରାମତି କରି ବନ୍ଦ୍ କଲେ

ସମ୍ୱଲପୁର : ଉଦାହରଣ ସୃଷ୍ଟି କଲେ ସ୍ୱେଚ୍ଛାସେବୀ । କିଛି ଦିନ ପୂର୍ବେ ହୀରାକୁଦ-ରେମେଡ ମୁଖ୍ୟ ରାସ୍ତାରେ ଭଙ୍ଗାମୁଣ୍ଡା‌ ସ୍ଥିତ ରେଳବାଇ ଫାଟକଠାରେ ଏକ ବିରାଟ ଗର୍ତ୍ତ ସୃଷ୍ଟି ହୋଇଥିଲା । ବିଭିନ୍ନ ସମୟରେ ଏଠାରେ ଛୋଟ ବଡ଼ ଦୁର୍ଘଟଣାମାନ ଘଟି ଆସୁଥିଲା । ବାରମ୍ବାର ଅଭିଯୋଗ ସତ୍ତ୍ୱେ
Read More...

ବରଗଡ ସୁଗାର ମିଲ ପୁନଃ କାର୍ଯ୍ୟକ୍ଷମ କରିବା ପାଇଁ ବିଧାୟକଙ୍କୁ ଭେଟିଲେ କର୍ମଚାରୀ ସଂଘ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବିଧାନ ସଭା ଚାଲିବା ସମୟରେ ବରଗଡ ସମବାୟ ଚିନିକଳ କର୍ମଚାରୀ ସଂଘ ପକ୍ଷରୁ ୟୁନିଅନ ସଭାପତି ପ୍ରଦୀପ ଦେବତାଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଭୁବନେଶ୍ୱର ଯାଇ ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟଙ୍କ ସହ ସାକ୍ଷାତ ଆଲୋଚନା କରିଥିଲେ । ତାଙ୍କୁ ଚିନିକଳ
Read More...

ଅନୁସୂଚିତ ଜାତି ଓ ଜନଜାତି ଛାତ୍ରଛାତ୍ରୀଙ୍କ ଶିଳ୍ପାଞ୍ଚଳ ପରିଦର୍ଶନ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ଜିଲ୍ଲାର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ଗଣପତି ସାବତ ଫାଉଣ୍ଡେସନ ଓ କେନ୍ଦ୍ର ସରକାରଙ୍କ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଭାଗର ମିଳିତ ସହାୟତାରେ ରମ୍ଭା ସରକାରୀ ଉଚ୍ଚ ବିଦ୍ୟାଳୟର ଆଦିବାସୀ ଓ ହରିଜନ ଛାତ୍ର ଛାତ୍ରୀମାନଙ୍କୁ ନେଇ ଏକ ୪
Read More...