Monthly Archives

July 2022

ଛତ୍ରପୁର ବ୍ଲକ୍ ଅଫିସରେ ଅବାଧ ଓ ନିରପେକ୍ଷ ସେବା, ଶୃଙ୍ଖଳିତ ନୀତି ପରିଚାଳିତ ହେବା ନିମନ୍ତେ କର୍ତ୍ତୃପକ୍ଷଙ୍କୁ…

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ବ୍ଲକ୍ ଅଫିସରେ ଶୃଙ୍ଖଳିତ ଭାବେ ଜନସାଧାରଣଙ୍କୁ ଅବାଧ ଓ ନିରପେକ୍ଷ ସେବା ଯୋଗାଇ ଦେବା ଆବଶ୍ୟକ । ଛତ୍ରପୁର ପଞ୍ଚାୟତ ସମିତି ଅଧୀନରେ ସମସ୍ତ ଉନ୍ନୟନ ମୂଳକକାର୍ଯ୍ୟ ତ୍ୱରାନ୍ୱିତ୍ୱ କରାଯିବା ଦଳମତ ନିର୍ବିଶେଷରେ କର୍ତ୍ତୃପକ୍ଷ ଓ
Read More...

ବରିଷ୍ଠ ନାଗରିକମାନଙ୍କ ପାଇଁ ରେଳରେ ରିହାତି ପୁନଃ ବିଚାର ପାଇଁ ଦାବୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଭାରତୀୟ ରେଲୱେରେ ବରିଷ୍ଠ ନାଗରିକମାନଙ୍କ ପାଇଁ ରେଳ ଯାତ୍ରାରେ ଥିବା ରିହାତିକୁ କରୋନା କାଳରୁ ବନ୍ଦ କରି ଏବେ ଏହାକୁ ସମ୍ପୂର୍ଣ୍ଣ ଉଚ୍ଛେଦ କରିବାକୁ ଯାଉଥିବା ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ମନ୍ତ୍ରଣାଳୟକୁ ପୁନଃ ବିଚାର ପାଇଁ ଦାବୀ ହୋଇଛି । ବଲାଙ୍ଗିର
Read More...

ପାର୍ସଲ ବୋମା ବିସ୍ଫୋରଣ ଘଟଣାରେ ପୁଞ୍ଜିଲାଲଙ୍କ ଜାମିନ ଖାରଜ

କଟକ, (କେପିଏନ୍‌ଏସ୍‌) : ବହୁ ଚର୍ଚ୍ଚିତ ପାର୍ସଲ ବୋମା ବିସ୍ଫୋରଣ ଘଟଣାର ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ ମେହେରଙ୍କ ଜାମିନ ଆବେଦନ ଖାରଜ କରିଦେଇଛନ୍ତି ମାନ୍ୟବର ହାଇକୋର୍ଟ । ଏଥି ସହିତ ଏହି ମାମଲାର ତ୍ଵରିତ ଶୁଣାଣି ପାଇଁ ନିମ୍ନ ଅଦାଲତକୁ ହାଇକୋର୍ଟ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି । ଏହି
Read More...

ସେଞ୍ଚୁରିଅନ ପବ୍ଲିକ ସ୍କୁଲର ଯୁକ୍ତ ଦୁଇ ବିଜ୍ଞାନ ଛାତ୍ରଛାତ୍ରୀଙ୍କ ସଫଳତା : ୧୨ ଜଣ ୯୦%ରୁ ଅଧିକ ମାର୍କ ରଖିଲେ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପରିଶ୍ରମ ହିଁ ସଫଳତାର ଜନନୀ । ଉଦ୍ୟମ ଓ ଅଧ୍ୟବସାୟ ବଳରେ ମଣିଷ ଅସାଧ୍ୟ ସାଧନ କରିପାରେ । ଏଇ ଉକ୍ତିକୁ ନିଜ କୃତି ଦ୍ୱାରା ସଠିକ ପ୍ରମାଣ କରିଛନ୍ତି ସେଞ୍ଚୁରିଅନ ପବ୍ଲିକ ସ୍କୁଲର ଯୁକ୍ତ ଦୁଇ ବିଜ୍ଞାନ ଛାତ୍ରଛାତ୍ରୀ ମାନେ । ଆଜି ସିଵିଏସଇ ଯୁକ୍ତ ଦୁଇ
Read More...

ଦ୍ରୌପଦୀ ମୁର୍ମୁଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ : ନୂତନ ରାଷ୍ଟ୍ରପତିଙ୍କୁ ଟ୍ଵିଟ୍‌ କରି ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କହିଛନ୍ତି, ୧୫ତମ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଥିବା ଓଡ଼ିଶାର ଝିଅ ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କୁ ଶୁଭେଚ୍ଛା । ଦେଶର ସର୍ବୋଚ୍ଚ ପଦବୀ ପାଇଁ ସେ ନିର୍ବାଚିତ ହେବା ଓଡ଼ିଶାର
Read More...

ଭଞ୍ଜନଗରରେ ହାତୀର ଦାନ୍ତ କାଟିନେବା ଘଟଣାରେ ୩ ଅଟକ

ଗଞ୍ଜାମ : ଭଞ୍ଜନଗରରେ ହାତୀର ଦାନ୍ତ କାଟିନେବା ଘଟଣାରେ ୩ ଜଣକୁଙ୍କ ଅଟକ ରଖିଛି ବନ ବିଭାଗ । ସୂଚନା ଅନୁସାରେ ଗଞ୍ଜାମ ଜିଲ୍ଲା ଭଞ୍ଜନଗରରେ ହାତୀର ଦାନ୍ତ କାଟି ନେବା ଘଟଣାରେ ମୃତ ହାତୀର ଶବ ବ୍ୟବଚ୍ଛେଦ କରିଛି ବନ ବିଭାଗ । ରିପୋର୍ଟ ଆସିବା ପରେ ଘଟଣାରେ ୩ ଜଣଙ୍କୁ ଅଟକ ରଖି ପଚରାଉଚରା
Read More...

ଭିଜିଲ୍ଲାନ୍ସ ଜାଲରେ ପଡିଲେ ଆୟୁଷ ଡାକ୍ତର

ସୁନ୍ଦରଗଡ, (କେପିଏନ୍‌ଏସ୍‌) : ଭିଜିଲାନ୍ସ ଜାଲରେ ପଡିଛନ୍ତି ଜଣେ ଆୟୁଷ ଡାକ୍ତର । ସୂଚନା ଅନୁସାରେ ସୁନ୍ଦରଗଡ ଜିଲ୍ଲା କୁତ୍ରା ବ୍ଲକ ଅନ୍ତର୍ଗତ ଗୋଏରବାହାଲ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର ଆୟୁଷ ଡାକ୍ତର ସାରଦା ପ୍ରସନ୍ନ ବେହେରା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି ।
Read More...

ସପ୍ତାହେରେ ୩ ବାଇକ୍ ଚୋରି ଅଭିଯୋଗ

ଭୁବନେଶ୍ୱର : ସପ୍ତାହେରେ ୩ ବାଇକ୍ ଚୋରି ହୋଇଥିବା ଅଭିଯୋଗ ହୋଇଛି । ଗତ ସପ୍ତାହେ ମଧ୍ୟରେ ଏମ୍ସ କ୍ୟାମ୍ପସ୍‌ରୁ ୩ଜଣ ରୋଗୀଙ୍କ ସଂପର୍କୀୟଙ୍କ ବାଇକ୍ ଚୋରି ହୋଇଥିବା ଅଭିଯୋଗ ହୋଇଛି । ସୂଚନା ଅନୁସାରେ ଗତ ୧୪ ତାରିଖରେ ସତ୍ୟସାଇ ଏନକ୍ଲେଭ୍‌ର ସଂଜୀବ କୁମାର ରାଉତ ଅପରାହ୍ନରେ ଏମ୍ସକୁ
Read More...

ଆଧୁନିକ ଯୁଗରେ ସାମାଜିକ ବାସନ୍ଦରେ କର୍ପୁର ପୁଟେଲ : କୁଷ୍ଠ ରୋଗ ପାଇଁ ପରିବାର ଲୋକେ ପର କରି ଦେଇଥିବା ଅଭିଯୋଗ,…

ପାଟଣାଗଡ଼, (ଗୋରେଖନାଥ ବରିହା) : ଆଧୁନିକ ଯୁଗରେ ମଧ୍ୟ ସାମାଜିକ ବାସନ୍ଦ ଦେଖିବାକୁ ମିଳିଛି । କୁଷ୍ଠ ରୋଗ ପାଇଁ ପରିବାର ଲୋକେ ପର କରି ଦେଇଥିବା ଅଭିଯୋଗ ହୋଇଛି । ସୂଚନା ଅନୁସାରେ ପାଟଣାଗଡ ଉପଖଣ୍ଡ ବେଲପଡା ବ୍ଲକ ଖଳିପଥର ଗାଁର କର୍ପୁର ପୁଟେଲ ଗତ ୨୦ ବର୍ଷ ତଳେ କୁଷ୍ଠ ରୋଗରେ ଆକ୍ରାନ୍ତ
Read More...

ପଲିଥିନ ନିଷିଦ୍ଧ ପରେ ଚଢାଉ କଲା ଏନଏସି

ଆଠଗଡ : ପଲିଥିନ ନିଷିଦ୍ଧ ପରେ ଏନଏସି ଚଢାଉ କରିଥିବା ଜଣାପଡିଛି । ପରିବେଶ ପାଇଁ ବହୁଳ ଭାବେ ବିପଦ ସାଜି ଥିବା ଏକକ ବ୍ୟବହାର ଯୋଗ୍ୟ ପଲିଥିନକୁ କେନ୍ଦ୍ର ସରକାର ନିଷିଦ୍ଧ କରିଥିବା ବେଳେ ବ୍ୟବସାୟୀମାନେ କିନ୍ତୁ କଟକଣାକୁ ଅମାନ୍ୟ କରି ପଲିଥିନର ବ୍ୟାପକ ବ୍ୟବହାର କରୁଥିବାରୁ ଆଠଗଡ ଏନଏସି
Read More...